ଜ୍ଯୋତିଷ ଅନୁସାରେ ଏପରି ୬ ଟି ରାଶି ହେବାକୁ ଯାଉଛନ୍ତି କାରୋଡପତି । ମାର୍ଚ ମାସରେ ଗ୍ରହ ମାନଙ୍କ ସ୍ଥିତି କିଛି ଏପରି ପରିବର୍ତନ ହେବାକୁ ଯାଉଛି ଯେ ଯାହା ର ଫଳରେ ଏହି ରାଶି ମାନଙ୍କର ଭାଗ୍ୟ ବଦଳି ଯିବ । ଏହି ରାଶିଙ୍କର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ର କୃପା ମିଳିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା ରୁ ଆପଣଙ୍କୁ ଧନ ଲାଭ ହେବ । ଆପଣଙ୍କ କରଜ ସୁଝି ହେଇଯିବ । ପାରିବାରିକ ମଧ୍ୟରେ ସମସ୍ଯା ଦୂର ହୋଇଯିବ । ମା ଲକ୍ଷ୍ମୀଙ୍କ କୃପା ରୁ ଯେଉଁ ମାନଙ୍କର ବିବାହ ହୋଇପାରୁ ନାହି ସେମାନଙ୍କର ବିବାହ ମଧ୍ୟ ହୋଇଯିବ ।
ବ୍ୟାପାର ରେ ଧନ ବହୁତ ଲାଭ ହେବ । ଆପଣଙ୍କର ନିଜର ଆକର୍ଷଣ ଗୁଣ ବଢିବ । ଲୋକ ଆପଣଙ୍କୁ ବହୁତ ପସନ୍ଦ କରିବେ । କୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନ ଙ୍କ ଆର୍ଶୀବାଦ ନେଇ ଯାଆନ୍ତୁ । କାର୍ଯ୍ୟ ରେ ସଫଳତା ପାଇବେ । ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । କୋର୍ଟ କାର୍ଯ୍ୟ ଆଦି କାର୍ଯ୍ୟ ହୋଇପାରେ ।
ଏହି ମାସଟି ଆପଣଙ୍କ ପାଇଁ ବହୁତ ମହତ୍ଵ ଓ ଗୁରୁତ୍ଵପୂର୍ଣ ରହିବ । ଜୀବନ ରେ ଆପଣଙ୍କୁ ବହୁତ ଅବସର ମିଳିବ । ଆପଣ ନିଜର କ୍ଷମତା ର ପ୍ରୟୋଗ କରି କାର୍ଯ୍ୟ ଓ ବିଭିନ୍ନ ସ୍ଥାନରେ ବହୁତ ନାମ ଅର୍ଜନ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଅବସର ମିଳିବ । ଆପଣଙ୍କୁ କିଛି ବଡ କାର୍ଯ୍ୟ କରିବାର ଅବସର ମଧ୍ୟ ମିଳିବ ।
ବ୍ୟବସାୟ , ବ୍ୟାପାର , କାର୍ଯ୍ୟ ରେ ଆପଣଙ୍କର ଆଗରୁ ଥିବା ଚିନ୍ତା କିଛି କମ ହୋଇପାରେ । ମାର୍ଚ ୨ ତାରିଖରୁ ୨୬ ତାରିଖ ପର୍ଯ୍ଯନ୍ତ ଆପଣଙ୍କ ର ବହୁତ ଭଲ ସମୟ ରହିବ । ଏହି ମାସରେ କିଛି ମାନସିକ ଚାପ ବା ଚିନ୍ତା ମଧ୍ୟ ରହିପାରେ । ତେଣୁ ଆପଣ ମାନସିକ ରୂପେ ପ୍ରସ୍ତୁତ ରୁହନ୍ତୁ । କ୍ଯାରିୟର ପାଇଁ ଏହି ମାସଟି ବହୁତ ଭଲ ଅଟେ ।
ଚାକିରି କରିଥିବା ଲୋକମାନଙ୍କର ସ୍ଥାନାନ୍ତରିତ ହୋଇପାରେ , ପଦୋନ୍ନତି ହୋଇପାରେ । ଆପଣ ବଡ ଲିଡର ମଧ୍ୟ ହୋଇପାରନ୍ତି । ୧୧ ମାର୍ଚ ପରେ ଆପଣଙ୍କର ସବୁ ଯୋଜନା ସଫଳ ହେବ । ଅଳ୍ପ ପରିଶ୍ରମ ରେ ଭଲ ଫଳ ପାଇବେ । ବାହାରେ ରହି ପାଠ ପଢୁଥିବା ବିଦ୍ୟାର୍ଥୀ ମାନେ ଟିକେ କଷ୍ଟ ପାଇ ପାରନ୍ତି ।
ଉଛ ରକ୍ତ ଚାପ ରୋଗୀଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ବହୁତ କମ ସମୟରେ ଅଧିକ ଧନ ଉପାର୍ଜନ କରିବେ । ନିର୍ବନ୍ଧ । ବିବାହ ଆଦିର ବହୁତ ଭଲ ଯୋଗ ଅଛି । ବରିଷ୍ଠ , ସହ କର୍ମୀଙ୍କ ସହ ସମ୍ପର୍କ ଭଲ ରଖନ୍ତୁ । ଆପଣଙ୍କ ଛୋଟ ଭୁଲ ଆପଣଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ । କିଛି ଲୋକ ଆପଣଙ୍କ ଶତ୍ରୁ ହୋଇପାରନ୍ତି । ତେବେ ଏହି ୬ ଟି ଭାଗ୍ୟଶାଳି ରାଶି ଗୁଡିକ ହେଲେ – କୁମ୍ଭ ରାଶି , ତୁଳା ରାଶି , କନ୍ୟା ରାଶି , ମିଥୁନ ରାଶି , ମେଷ ରାଶି , ମକର ରାଶି ।