ଆସନ୍ତା \ରବିବାର ଦିନ ଗ୍ରହ ମାନଙ୍କର ରାଶି ପରିଵର୍ତନ ହବାକୁ ଯାଉଛି । ଏହି ଦିନ ବୁଧ ଓ ଶନି ଗ୍ରହଙ୍କ ର ପରିବର୍ତ୍ତନ ହେବ । ଏହାର ଶୁଭ ଫଳ କିଛି ରାଶିଙ୍କୁ ଦେଖିବାକୁ ମିଳିବ । ସେହି ରାଶୀମାନଙ୍କ ର ଧନ ର ଉନ୍ନତି ହେବ । ଏମାନଙ୍କର ପରିବାର ଓ ପୁରୁଣା ବନ୍ଧୁଙ୍କ ସହ ସମ୍ପର୍କ ମଧୁର ରହିବ । ଏମାନେ କୌଣସି ନୂଆ ପ୍ରୋଜେକ୍ଟ ରେ କାର୍ଯ୍ୟ କରିବେ । କୌଣସି ନୂଆ ଜିନିଷ ଆଣିବାର ସମ୍ଭାବନା ଅଛି । ତେବେ କେଉଁ କେଉଁ ରାଶିଙ୍କ ର ଭାଗ୍ୟ ପରିଵର୍ତନ ହେବାକୁ ଯାଉଛି ତାହା ସମ୍ଭନ୍ଧରେ ଜାଣିବା ।
ତୁଳା ରାଶି – ଆପଣଙ୍କର ବ୍ୟବସାୟ ରେ ଉନ୍ନତି ହେବ । ଧନ ପ୍ରାପ୍ତି ହେବାର ଯୋଗ ଅଛି । ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ । ବୌଦ୍ଧିକ ଶକ୍ତି ର ଉନ୍ନତି ହେବ । ଆପଣଙ୍କର ବହୁତ ଲାଭ ହେବ । ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଆପଣଙ୍କ ଜୀବନରେ କୌଣସି ନୂଆ ଜିନିଷ ର ଶୁଭାରମ୍ଭ ହେବ ଯାହାକି ଆପଣଙ୍କର ଭବିଷ୍ୟତ ଭଲ ହେବ ।
ମେଷ ରାଶି – ଯେଉଁମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର ର ନୂଆ ସୁଯୋଗ ମିଳିବ । ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଆପଣ ନିଜ ପରିବାରର ବର୍ଗ ମାନଙ୍କ ପାଇଁ କୌଣସି ଦାମୀ ଉପହାର କିଣିବେ । ଆପଣଙ୍କର ବ୍ୟବସାୟ ଜନିତ ସମସ୍ୟା ଦୂର ହେବ । କାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ସହଯୋଗୀ ଙ୍କର ସହାୟତା ମିଳିବ । ଏହି ରାଶିର ଲୋକମାନଙ୍କୁ ଶନିଦେଵଙ୍କ କୃପା ମିଳିବ ।
ସିଂହ ରାଶି- ଏହି ରାଶିର ଲୋକମାନେ ବ୍ୟବସାୟ ରେ ବହୁତ ଉନ୍ନତି କରିବେ । ସ୍ୱାସ୍ଥ ଅବସ୍ଥା ଭଲ ରହିବ । କ୍ୟାରିଅର ରେ ଉଚ୍ଚ ପଦବୀକୁ ଯିବେ । ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବେ ଯାହାଙ୍କ ଉପଦେଶ ଆପଣଙ୍କୁ ବହୁତ ସମସ୍ୟା ର ସମାଧାନ ଦେଇ ପାରିବ । ନିଜ ପିତାଙ୍କ ସହାୟତା ରେ ଅଧୁରା କାର୍ଯ୍ୟ ପୁରା କରିବେ ।
ବୃଷ ରାଶି – କାର୍ଯ୍ୟ କ୍ଷେତରେ ସହଯୋଗୀଙ୍କ ସହାୟତା ମିଳିବ । ଆପଣଙ୍କର ଅଧୁରା କାର୍ଯ୍ୟ ପୂରା ହେବ । ଆପଣଙ୍କର ପରିବାର ଵର୍ଗ ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କ ଜୀବନ ର ସବୁ ଅସୁବିଧା ଦୂର ହେବ ।
ବିଛା ରାଶି – ଶନି ଦେବଙ୍କ କୃପା ଏହି ରାଶିର ଲୋକମାନଙ୍କ ଉପରେ ବହୁତ ରହିବ । ଶନି ଦେବଙ୍କ କୃପା ରୁ ଏମାନଙ୍କର ବ୍ୟବସାୟ ରେ ଉନ୍ନତି ହେବ । ସବୁ ସମସ୍ୟା ର ସମାଧାନ ହୋଇଯିବ । ଗୁରୁଜନଙ୍କ ଆଶ୍ରିବାଦ ଦ୍ୱାରା ଆପଣଙ୍କ ସବୁ କାର୍ଯ୍ୟ ସଫଳତା ମିଳିବ ।
କୁମ୍ଭ ରାଶି – ଧନ ପ୍ରାପ୍ତି ର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ଆପଣଙ୍କ କାର୍ଯ୍ୟ ଶୈଳୀ କୁ ନେଇ ପ୍ରଶଂସା କରିବେ । ଶନିବାର ଦିନ ଶନିଦେଵଙ୍କ ଆଗରେ ରାଶି ତେଲ ଜାଳି ଶନି ଦେବଙ୍କ ଆରଧାନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଅଵସ୍ଥା ଖରାପ ରହିପାରେ । କିନ୍ତୁ ଶନିଦେଵଙ୍କ ର ପୂଜା ଓ ଅର୍ଚ୍ଚନା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ପରିଵର୍ତନ ହେବ ।