କ୍ୟାମେରା ରେ ରେକର୍ଡ ହୋଇଥିବା ଛାତି ଥରାଇଲାଭଳି ଘଟଣା, ଦେଖନ୍ତୁ ଏହି ଭୟଙ୍କର Video

ଆଜିର ଆଧୁନିକ ଯୁଗରେ ମୋବାଇଲ ଓ ସିସିଟିଭି କ୍ଯାମେରାର ବହୁତ ମାତ୍ରାରେ ବ୍ୟବହାର କରା ଯାଉଛି । ଏହାର ପ୍ରଭାବ ଆମର ଦୈନଦିନ ଜୀବନରେ ରହୁଛି । ଆମେ ଆମର ଜୀବନର ଭଲ ସମୟ ଠାରୁ ଆରମ୍ଭ କରି ଖରାପ ସମୟ କୁ କ୍ୟାମେରା ରେ କଏଡ କରୁଛୁ । କ୍ୟାମେରା ରେ ଏମିତି କିଛି ଘଟଣା କଏଦ ହୋଇଥାଏ ଯାହା ଦେଖିଲେ ଆମେ ଭୟଭୀତ ହେବା ସହ ଏହାର ମଜା ମଧ୍ୟ ନେଇଥାଉ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଭୟଭୀତ କରାଇବା ଘଟଣା ବାବଦରେ ନେଇ ଆସିଛୁ ଯାହାକୁ ନ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହି ।

ଆପଣ ମାନେ ଜାଣିଥିବେ ପୂର୍ବ କାଳରେ ଲୋକ ମାନେ ଶ୍ରଦ୍ଧା ଓ ଭକ୍ତି ର ସହ ଭଗବାନ ଙ୍କ ଆଶୀର୍ବାଦ ପ୍ରାପ୍ତ କରୁଥିଲେ । କିନ୍ତୁ ଆଜିର ଏ ଯୁଗରେ କଣ ଏହା ସମ୍ଭବ ହେବ କି । ତେବେ ଏହି ଭିଡିଓ ରେ ଜଣେ ପଣ୍ଡିତ ଯଜ୍ଞ କୁଣ୍ଡ ରେ କିଛି ପକାଇବା ସହ ମନ୍ତ୍ର ଜପ କରୁଛନ୍ତି । ତେବେ ପଣ୍ଡିତ ଙ୍କର ମନ୍ତ୍ରର ଜପ ହେବା ମାତ୍ରେ ଯଜ୍ଞ କୁଣ୍ଡ ରେ ଆପେ ଆପେ ନିଆଁ ଲାଗି ଯାଉଛି ।

ଯାହାକୁ ଦେଖିବା ପରେ ସେଠାରେ ଉପସ୍ଥିତି ଥିବା ଭକ୍ତ ମାନେ ଏହାକୁ ଭଗବାନ ଙ୍କ ଚମତ୍କାର ବୋଲି କହିଛନ୍ତି । ତେବେ ଏହା ପଣ୍ଡିତ ଙ୍କର ମନ୍ତ୍ର ର ଚମତ୍କାର ନା ବୈଜ୍ଞାନିକ କରିସ୍ମା ତାହା କହି ହେବ ନାହି । ଅନ୍ୟ ଏକ ଭିଡିଓ ରେ ଜଣେ ମହିଳା ରାସ୍ତା ରେ ଯାଉଥିବା ସମୟରେ ତାଙ୍କ ଗାଡି ଖରାପ ହୋଇ ଯାଇଥିଲା । ଏହା ପରେ ସେହି ମହିଳା ଜଣକ ସେଠାରେ ଥିବା ଏକ ପାର୍କ ଭିତରକୁ ବୁଲିବାକୁ ଯାଇଥିଲେ ।

ଯେତେବେଳେ ମହିଳା ପାର୍କ ଭିତରକୁ ପ୍ରବେଶ କରିଥିଲେ ଠିକ ସେହି ସମୟରେ ତାଙ୍କ କ୍ୟାମେରା ରେ ଜଣେ ବିଚିତ୍ର ଦେଖା ଯାଇଥିବା ଝିଅର ଦୃଶ୍ୟ କ୍ୟାପଚାର ହୋଇଥିଲା । ଯାହାକୁ ଦେଖିବା ପରେ ମହିଳା ଜଣକ ବ୍ରିଜ ଦେଇ ଆଗକୁ ବଢିବାରେ ଲାଗିଲେ । ସେହି ସମୟରେ ଅଦ୍ଭୁତ ବା ବିଚିତ୍ର ଦେଖା ଯାଉଥିବା ଝିଅ ଟି ବ୍ଲାକ ରଙ୍ଗର ଡ୍ରେସ ପିନ୍ଧି ସେହି ମହିଳା ଙ୍କ ଆଡକୁ ଏତେ ଜୋର ରେ ଦଉଡି କି ଆସିଲା ଯାହାକୁ ଦେଖି କ୍ୟାମେରା ଧରିଥିବା ମହିଳା ଜଣକ ଡରିଯାଇ ସେଠାରୁ ପଳାୟନ କରିଥିଲେ ।

ସେହି ଅଦ୍ଭୁତ ଦେଖା ଯାଉଥିବା ଝିଅ ଟିର ମୁହଁ ବାସ୍ତବରେ କୌଣସି ଆତ୍ମା ବା ଏଲିୟନ ଭଳି ମନେ ହେଉଥିଲା । ଆପଣ ଏହି ଭିଡିଓ ଜରିଆରେ ଦେଖି ପାରିବେ । କିନ୍ତୁ ଡରିବାର କିଛି କଥା ନାହି । କାରଣ ଅନେକ ରିସର୍ଚ ପରେ ଜଣା ପଡିଲା ଯେ ଏହା ଏକ ମିଛ ଭିଡିଓ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *