16 May 2022 ଭୟଙ୍କର ଚନ୍ଦ୍ର ଗ୍ରହଣ, ହାଣ୍ଡିଛାଡ଼ ସଠିକ ସମୟ, 6 ଟି ରାଶି ହେବେ କୋଟିପତି- Chandra Grahana 2022

2022 ମଶିଆରେ ଆମର ପ୍ରଥମ ଚନ୍ଦ୍ର ଗ୍ରହଣ ଆସିବା ପାଇଁ ଯାଉଛି 16 ମେ ରେ ହେବା ପାଇଁ ଯାଉଛି ଏହି ବର୍ଷ ର ପ୍ରଥମ ଗ୍ରହଣ ଏହା ସୂର୍ଯ୍ୟ ପରାଗର କିଛି ଦିନ ପରେ ତୁରନ୍ତ ଆସୁ ଥିବାରୁ ଏହାରର ପ୍ରଭାବ ରାଶି ଙ୍କ ଉପରେ ଖୁବ ଭଲ ହେବା ପାଇଁ ଯାଉଛି । ଏହି ଦିନ ସାଧାରଣ ଭାବେ ସବୁ ଜିନିଷ ମନା ହୋଇ ଥାଏ । ଆଜି ଆମେ କହିବା କି ଆସିବା ପାଇଁ ଚନ୍ଦ୍ର ଗ୍ରହଣ ଦିନ ହେବା ପାଇଁ ଯାଉଥିବା ଅସୁବିଧା କଥା ।

ଏହି ଦିନ ସାଧାରଣ ଭାବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ମାନ୍ୟତା ଅଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ଚନ୍ଦ୍ର ଗ୍ରହଣ କଥା କହୁଛେ ଏହା ଆମ ଭାରତ ରେ କେଉଁ ଜାଗାରେ ପଡିବ ଓ ଏହା ଆମ ପାଇଁ ମାନ୍ୟ ହେବ କି ନଇ ସୁତକ କାଳ କେଉଁ ସମୟରେ ହେବ ଏହା ମଧ୍ୟ କହିବା ।

ଆଜି ଆମେ କହିବା ଏହି ଦିନ 16 ମେ ରେ ପଡୁଥିବା ବେଳେ ଏହି ଦିନ ଅନେକ କାମ କରିବା ମନା ହୋଇ ଥାଏ । ଯେମିତିକି ଆମେ ବାହାରକୁ ଯିବା ମନା ହୋଇ ଥାଏ ଓ ଏହା ସହ ଆପଣ ଏହି ସମୟରେ ରୋଷେଇ କରିବା ମଧ୍ୟ ଖରାପ ହୋଇଥାଏ ଏହା ଆମ ଦେଶରେ ଦ୍ରୁଶ୍ଯ ମାନ ହେବନି ।

ମାତ୍ର ଏହାର ପ୍ରଭାବ ପଡି ରହିବ ସାରା ରାଶି ଙ୍କ ଉପରେ କିଛି ଜଣ ଭଲ ପରିଣାମ ପାଇବେ ତ କିଛି ଜଣ ଖରାପ ପରିଣାମ ପାଇବେ । ତେବେ ଏହା ଆମେରିକା ଆଣ୍ଟାର୍ଟିକା ଭଳି ଜାଗାରେ ମଧ୍ୟ ଏହା ସାମାନ୍ଯ ଭାବେ ଦୃଶ୍ୟମାନ ହେବ । ଏହା ଇଉରୋପ ର ଅନ୍ୟ ଜାଗା ମାନଙ୍କ ରେ ମଧ୍ୟ ଦେଖା ଯାଇ ପାରେ ।

ଏହି ଗ୍ରହଣ ଦ୍ଵାରା ଭାଗ୍ଯବାନ ରାଶି ଙ୍କ ଉପରେ ଏବେ ଧନର ବର୍ଷା ହେବା ପାଇଁ ଯାଉଛି ଏହା ସହ ବହୁତ କିଛି ଶୁଭ ପରିଣାମ ମିଳିବା ପାଇଁ ଯାଉଛି ଯାହା ଦ୍ଵାରା କିଛି ରାଶିର ଲୋକମାନେ ଏବେ କୋଟିପତି ହେବେ । ଯେଉଁ ମାନେ ଭାଗ୍ଯବାନ ଥାନ୍ତି । ଯେଉଁ ମାନେ ପ୍ରେମ ରେ ଅଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ ।

ଏହା ସହ କିଛି ନୂଆ ଜାଗା ବୁଲିବା କିମ୍ବା ନୂଆ ଜିନିଷର ଅନୁଭୂତି କରିବା ମଧ୍ୟ ଭଲ ହେବ । ଯେଉଁ ମାନେ ବାହାର ଜାଗାରେ କାମ ଅଛନ୍ତି ପରିବାର ଦେଖା କରିବାର ସୁବିଧା ପାଇବେ । କିଛି ନୂଆ ସମାଧାନ ଆପଣଙ୍କୁ ମିଳିବ ନିଜ କାମକୁ ନେଇକି ବ୍ୟାପାର ପାଇଁ ଆପଣ ହଇରାଣ ହେଉଥିଲେ ଆପଣ ନିଶ୍ଚିତ ଭାବେ ଲୋନ ମଧ୍ୟ ପାଇବେ ।

କିଛି ରାଶି ମାନେ ଅଛନ୍ତି ଯେଉଁ ମାନେ ଏବେ ଭଲ ପରିଣାମ ପାଇବା ଦ୍ଵାରା ଭୁଲ କମ ଅକ୍ରିୟ ପାରିବେ ଆପଣ ଅଧିକା ଖୁଶି ରହିବା ସମୟରେ ଭାବି ଚିନ୍ତି କି କାମ କରିବା ଭଲ ହୋଇ ଥାଏ । ତେବେ ଭାଗ୍ଯବାନ ରାଶି ମାନେ ହେଲେ ମେଷ, କୁମ୍ଭ, ସିଂହ, ମିଥୁନ, କନ୍ୟା, ବୃଷ ରାଶି ।

Leave a Reply

Your email address will not be published. Required fields are marked *