ଆଜି ଆମେ କହିବା କି କିଛି ଏହି ଭଳି ସଂକେତ ଅଛି ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଘରୁ ଦାରିଦ୍ରତା ସବୁଦିନ ପାଇଁ ଚାଲିଯିବ । ଆଜି ଆମେ କହିବା କି ଆପଣମାନେ ହହୁଏ ତ ଏହି ସଂକେତକୁ ଦେଖିକି ଜାଣି ପାରୁ ନଥିବେ ଯଦି ଏବେ ଜାଣିବେ ତ ଏହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ନିଶ୍ଚିତ ଭାବେ । ଆସନ୍ତୁ ଜାଣିବା କି ଏହି ସଙ୍ଗକେତ ଗୁଡିକ କଣ ଅଟେ । ଆପଣମାନେ ଯଦି ଅଗଣାରେ ତୁଳାଷୀ ଗଛ ଲଗାଇ ଛନ୍ତି ଓ ଏହା ସୁଖୀ ଯାଇଛି ତେବେ ଆପଣ ଏହାକୁ ଜଲ୍ଦି ସେଇ ଜାଗରୁ ଉଠାଇ ନିଅନ୍ତୁ ।
ଏହି ଜାଗରେ ନୂଆ ତୁଳଶି ଗଛ ମଧ୍ୟ ଆପଣ ଲଗାଇ ପାରିବେ । ଏହା ସହ ଯଦି ଆପଣଙ୍କ ଘରେ ଯଦି ଖାଇବାରେ କଳା ପିମ୍ପୁଡି ଅଛି ତେବେ ଆପଣ ଏହା ମଧ୍ୟ ଦେଖିକି ଜାଣି ନିଅନ୍ତୁ କି ଏହା ମଧ୍ୟ ଖରାପ ଅଟେ । ଏହା ଅସହ ଯଦି ଆପଣ ମାନେ ନିଜ ବଗିଚା ହେଉ କିମ୍ବା ନିଜ ବାଡିରେ ହେଉ କିଛି ଗଛ ଲଗାଇ ଛନ୍ତି ଓ ଏହା ବାର ବାର ସୁଖୀ ଯାଉଛି ତେବେ ଆପଣ ଏହାକୁ ସେହି ଜାଗାରୁ କାଟି ଦିଅନ୍ତୁ ।
କୁହାଯାଏ କି ଗଛ ଯଦି ହରା ଭରା ହୋଇ ରହିବା ତେବେ ଏହା ଭଲ ଅଟେ । ନହେଲେ ଏହା ବୁଦ୍ଧ ଗ୍ରହ ଖରାପ ହୋଇଥାଏ ଆମ ପାଇଁ । ଏହା ଆଡବାରା ଆପଣଙ୍କ ମାନଶୀକ ଚିନ୍ତା ମଧ୍ୟ ବଢିପାରେ । ଏହା ସହ ଆପଣଙ୍କ ଘରେ ଧାର ଉଧାର ବଢିଥାଏ । ଆପଣଙ୍କ ଘରେ ଝାଡୁ ସବୁବେଳେ ଥାଏ ।
ଆପଣ ସବୁ ବେଳେ ଏହାର ଧ୍ୟାନ ରଖିବେ କି ଏହା ପରେ ଆପଣ ଏହାକୁ ସୂର୍ଯ୍ୟାସ୍ତ ସମୟରେ ବ୍ୟବହାର କରିବେନି ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇ ଥାନ୍ତି । ଆପଣଙ୍କ ଘରେ ଥିବା ଛୋଟ ପିଲା ମାନେ ଯଦି ନିଜ ଘରେ ଝାଡୁ ଲଗାଇଥାନ୍ତି ତେବେ ଆପଣଙ୍କ ଘରକୁ କେହି ଆସିବା ପାଇଁ ଥାନ୍ତି । ଆପଣ ଖାଇବା ଆଗରୁ କିନ୍ତୁ ଝାଡୁ କରିବା ଭଲ ହୋଇଥାଏ ।
ଆପଣ ଏହାକୁ ଝାଡୁ କରିବା ବେକେ କେବେହେଲେ ପାଦରେ ଏହାକୁ ଦଳିବେନି । ଆପଣ ଏହାକୁ ଓଲଟା ମଧ୍ୟ ରଖିବା ଭଲ ହୋଇ ନଥାଏ । ଯେଉଁ ଭଳି ଆପଣ ଧାନକୁ ଲୁଚାଇ ରାଖୀ ଥାନ୍ତି ସେହି ଭଳି ଆପଣ ଝାଡୁ କୁ ମଧ୍ୟ ଲୁଚାଇ ରଖିବା ଉଚିତ ।
ଆପଣ ଝାଡୁରେ କାହାକୁ ମାରିବା କଥା ନୁହେଁ । ଯଦି ଆପଣଙ୍କ ଘରେ ଯଦି ବାରମ୍ବାର କ୍ଷୀର ଉତୁରୁଥାଏ ତେବେ ଏହା ଭଲ ହୋଇ ନଥାଏ । ଆପଣ ଯଦି ବାହାରକୁ କାମରେ ଯାଉଛନ୍ତି କିନ୍ତୁ ଆସିବା ବେଳେ ଝିଟିପିଟି ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ । ଆପଣ ଯଦି ନୂଆ ଘର ନେଉଛନ୍ତି କିନ୍ତୁ ଆପଣ ଏହି ଘରେ ହୋମ କରି ନିଅନ୍ତୁ ।
ଆପଣଙ୍କ ଆଖି ଅନେକ ସମୟରେ କିଛି ସମୟ ପାଇଁ ଦେଉଁ ଥାଏ । ତେବେ ଏହା ଭଲ ହୋଇଥାଏ ଯଦି ମହିଳା ଙ୍କ ଡାହାଣ ଆଖି ଡେଉଁଛି ତେବେ ଏହା ଭଲ ହୋଇ ଥାଏ । ବାମ ଆଖି ଡେଇଁଲେ ଏହା ବିବାହ ଯୋଗ ଦେଖାଇ ଥାଏ । ସେହି ଭଳି ଯଦି ଆପଣଙ୍କ ଘରେ ସବୁ ବେଳେ ବାସନ ଭାଙ୍ଗୁଥାଏ ତେବେ ଏହା ମଧ୍ୟ ଖରାପ ହୋଇଥାଏ ।