ଦେହରେ ଭୁତ ଲାଗିଲେ କଣ କରିବା ଉଚିତ- Ajira Anuchinta

ଆମ ଦେଶ ଭାରତର ସଂସ୍କୃତତି ଅଲଗା ଅଲଗା ଏମାନଙ୍କ ରହଣି ଚାଲିଚଳନ ଓ ଏମାନଙ୍କ ସ୍ଵଭାବ ଅଟେ । ଏଠାରେ କିଛି ଏହି ଭଳି ଘଟଣା ଘଟି ଥାଏ ଯାହାକୁ ଅନେକ ଲୋକ ମାନେ ବିଶ୍ବାଶ କରନ୍ତି ନି କିନ୍ତୁ ଆମ ପାଇଁ ଏହା ସତ୍ୟ ଅଟେ । ଆମେ ଜଣାଇଛୁ କି ଶାସ୍ତ୍ର ମତ ଅନୁସାରେ ଅନେକ ଗଛ ଓ ଅନେକ ଜିନିଷ ଓ ଅନେକ କିଛି ପଦାର୍ଥ ଆମ ଘରେ ରଖିବା ଖରାପ ହୋଇ ଥାଏ ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମ ଭାରତ ରେ ହେଉ କିମ୍ବା ଆଉ କେଉଁ ସଂସ୍କୃତି ରେ ହେଉ ଶରୀରୀ ରେ ଭୁ-ତ ଲାଗିବା ମାନେ ହେଉଛି କି ଆଉ କାହାର ଆ-ତ୍ମା ଆମ ଶରୀର ରେ ପଶିବା ଦ୍ଵାରା ଆମେ ନିଜର ସବୁ କିଛି ଭୁଲ କରି ନିଜ ପରିବାର ହେଉ କିମ୍ବା ଆଉ କାହାକୁ ମଧ୍ୟ କ୍ଷ-ତି ପହଞ୍ଚାଇ ଥାଉ । ଆମେ ଆଜି କହିବା ପାଇ ଯାଉଛୁ କି ଯେଉଁ ମାନେ ଏହି ଭଳି ଘଟଣା କୁ ସତ ଭାବୁଛନ୍ତି ଏହାକୁ କିଭଳି ନିଜ ଗହରେ ଥିବା ବେଳେ ସମାଧାନ କରିବେ । ଦେଖନ୍ତୁ ଆମ ଶରୀର ରେ ଆତ୍ମା ଅଛି ଏହା ଆମେ ସବୁ ଲୋକମାନେ ଜଣାଇଛୁ ।

କିନ୍ତୁ ଆମେ ଏହା ମଧ୍ୟ ଜାଣିଛେ କି ଆମ ମୃ-ତ୍ୟୁ ପରେ ଆମ ଶରୀର ଛାଡି ଆ-ତ୍ମା ଆମ ଠାରୁ ଚାଲି ଯାଇ ଥାଏ ଓ ଏହା ଆମ ସେହି ଶରୀର ରେ ଆଉ ପ୍ରବେଶ କରି ନଥାଏ । ଯଦି ଆମେ କିଛି ଆସା ବାନ୍ଧି ଥାଉ ଓ ଏହା ଆମ ମନରେ ରହିଯାଇ ଥାଏ କିନ୍ତୁ ଏହା ପୂରଣ ହୋଇ ନଥାଏ । ସେତେବେଳେ ଆମ ଆ-ତ୍ମା ଅତୃପ୍ତ ହୋଇ ଯାଇ ଥାଏ । ଆଜି ଆମେ କହିବା ପାଇ ଯାଉଛୁ କି ଆମେ ଅନ୍ୟର ଦେହରେ ପଶି ଏହା କୁ ପୂରଣ କରିବା ପାଇଁ ଚେଷ୍ଟା କରୁ ।

ଏହା ପାଇଁ ଆମେ ଅନେକ ସମୟରେ କଷ୍ଟ ମଧ୍ୟ ପାଇଥାଉ । ମାତ୍ର ଏହା ମଧ୍ୟ ସତ୍ୟ ଅଟେ କି ଆମେ ଅନ୍ୟର ଦେହରେ ଅଧିକ ସମୟ ସହ ରହି ପରିବା ନି । ଯଦି ଆମ ଘର ଲୋକଙ୍କ ସହ କିମ୍ବା ଆମ ସାଙ୍ଗ ମାନଙ୍କ ସହ ଏହା ହୋଇ ଥାଏ । ତେବେ ଆମେ ସଜନା ଗଛର ପତ୍ର କୁ ଆଣିକି ଏହାକୁ ବାଟି ଦେଇ ଏହାକୁ ଆମେ ତାର ନାକରେ ପକାଇବା ଭଲ ହୋଇ ଥାଏ । ଏହା ଦ୍ଵାରା ସେହି ଆତ୍ମା ଛାଡି ଯାଇ ଥାଏ । ଆଉ ଏକ କଥା ଆପଣ ନିଜ ଘର ଆଖ ପାଖରେ କେବେ ଭି ଏହି ଭଳି ଗଛ କୁ ରଖନ୍ତୁ ନି । ସଜନା ଗଛରେ ପ୍ରେତ ମାନେ ବାସ କରନ୍ତି ତେଣୁ ଏହା ଆମ ଶରୀର ଛାଡି ଦେଇ ଚାଲି ଯାଇ ଥାନ୍ତି ।

Leave a Reply

Your email address will not be published. Required fields are marked *