ଚର୍ବି ହ୍ରାସ, ଚୁଟି ଝଡିବା ବନ୍ଦ, ମୁହଁ ଗୋରା ଆଦି ସବୁ ଜିନିଷ କରିବ ଏହି ଗୋଟିଏ ପତ୍ର , ଦେଖନ୍ତୁ କେମିତି କରିବେ- Healthy Tips

ଆମେ ଇଟିଲି ତରକାରୀ କୁ ଖାଇବା ବେଳେ ସାଧାରଣ ଭାବେ ଆମେ ଭୂଷଙ୍ଗ ପତ୍ର କୁ ଆମେ କାଢି ଦେଇ ଥାଉ । ମାତ୍ର ଆପଣ କଣ ଜାଣି ଛନ୍ତି କି ଏହାକୁ କାଢିବା ଭଲ ହୋଇ ନଥାଏ । ଏହା ଆମ ଖାଇବା କୁ ସ୍ଵାଦିଷ୍ଟ କରିବା ସହ ଏହା ଆମ ଶରୀର ପାଇଁ ମଧ୍ୟ ଏହା ଭଲ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବା କି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଆମର ଚର୍ବି କୁ କମ କରାଇବାରେ ସାହାଜ୍ଯ କରି ଥାଏ ।

ଆପଣ ଏହାକୁ ସବୁ ଦିନ ଖାଇବା ଦ୍ଵାରା ଆପଣଙ୍କ ଅନିୟନ୍ତ୍ରିତ ଓଜନ କମିବାରେ ଲାଗିବ । ଏହା ସହ ଆପଣଙ୍କ ଦେହ ମଧ୍ୟ ଭଲ ରହିବ । ଏହା ଆମ ରକ୍ତ କୁ ସାଫା ଅକରିବାରେ ମଧ୍ୟ ସାହାଜ୍ଯ କରି ଥାଏ । ଏହା ଆମକୁ ମଜବୁତ ଚୁଟି ମଧ୍ୟ ଦେଇ ଥାଏ । ଏହା ସହ ଏହା ଆମକୁ ସୁନ୍ଦର ତ୍ଵଚ୍ଚା ମଧ୍ୟ ଦେଇ ଥାଏ ।

ତେବେ ଏହାକୁ କେତୋଟି ଲେଖାଏଁ ଖାଇବେ କେଉଁ ଭଳି ଏହାର ସେବନ କରିବେ ଏହା ଆମେ ଆଜି ଆପଣଙ୍କୁ ବିସ୍ତାର ଭାବେ କହିବା । ଏହା ସହ ଆପଣ ଏହା ମଧ୍ୟ ଜାଣିବା ନିହାତି ଭାବେ ଦରକାର କି ଏହାକୁ ଯଦି ଆମେ ଖାଇବା ତ ଏହା ଆମ ଶରୀର ରେ ଇମ୍ୟୁନିଟି କୁ ମଧ୍ୟ ବଢାଇ ଦେଇ ଥାଏ ।

ଭୂଷଙ୍ଗ ପତ୍ର ରେ କି ଗୁଣ ଥାଏ ଯାହା ଆମକୁ ବହୁତ ଶକ୍ତି ଦେଇ ଥାଏ । ତେବେ ଏହା ମଧ୍ୟରେ ଭିଟାମିନ – A, ଭିଟାମିନ – B, ଭିଟାମିନ – C, ଭିଟାମିନ – E, ଧାତୁ ସାର, କପର, ଫସଫରସ, କ୍ୟାଲସିୟମ, ଶ୍ଵେତସାର, ଫାଇବାର, ମାଗ୍ନେସିୟମ, ଆଇରନ, ଆମୀନୋ ଏସିଡ ଥାଏ ।

ଏହାକୁ ଆପଣ କଞ୍ଚା ଖାଇ ପାରିବେ ନହେଲେ ଆପଣ ଏହାକୁ ସୁପ କିମ୍ବା ଜୁଷ ରେ ପକାଇ ପି ପାରିବେ । ଅଧିକାଂଶ ଏହାକୁ ଦକ୍ଷିଣ ଭାରତର ଲୋକମାନେ ଏହାକୁ ତରକାରୀ ରେ ପକାଇକି ଖାଇ ଥାନ୍ତି । ଆପଣ ଏହାକୁ ଗୁଣ୍ଡ କରିକି ମଧ୍ୟ ପକାଇ ପାରିବେ ।

ଆପଣ ଏହାକୁ ଶୁଖାଇକି ଏହାକୁ ଭଲ ଭାବେ ଗୁଣ୍ଡ କରିକି ରଖନ୍ତୁ ଏହା ପରେ ଦରକାର ବେଳେ ଆପଣ ଏହାକୁ ପକାଇ ପାରିବେ ଆପଣ ଯଦି ଏହାକୁ କଞ୍ଚା ଭାବେ ରୋଷେଇ ଅକରିବେ ଏହା ଭଲ ଅଟେ । ଏହାର ପତ୍ର କୁ ଶୁଖାଇ ଯଦି ଏହାକୁ ବ୍ୟବହାର କରି ପାରୁ ନାହାଁନ୍ତି ତେବେ ଆପଣଙ୍କ ପାଇଁ ଏହା ସହଜରେ ବଜାର ରୁ ମିଳିଯିବ । ଆପଣ ସକାଳୁ ଖାଲି ପେଟରେ ଆପଣ 5 ରୁ 6 ଟି ପତ୍ର ଏହାକୁ ଆପଣ ଯଦି ଚୋବାଇକି ଖାଇବେ ଓ ଏହା ପରେ ଏକ ଗ୍ଳାସ ଗରମ ପାଣି ର ସେବନ କରିବେ ।

ତେବେ ଏହା ଆପଣଙ୍କ ଚର୍ବି କୁ ଏକ ମାସ ମଧ୍ୟରେ କମ କରି ଦେବ ଏହା ସହ ଆପଣ ଏହାକୁ ଯଦି ଚେଞ୍ଚି କି ଆପଣ ଏହାକୁ ନିଜ ମୁହଁ ରେ ଲଗାଇ ପାରିବେ । ଯାହା ଦ୍ଵାରା ଆପଣଙ୍କ ମୁହଁରେ ଚମକ ବଢିବ ଆପଣ ଏହାକୁ ମୁଣ୍ଡରେ ଅମଧ୍ୟ ଲଗାଇ ପାରିବେ ଏହା ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *