ଦେଖନ୍ତୁ ନିଆରା ବାହାଘର, ଆକାଶରୁ ହେଉଛି ଫୁଲ ବର୍ଷା…. ହେଲିକପ୍ଟରରେ ଆସୁଛି ବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆକାଶରେ ଉଡାଜାହାଜ ଗଲେ ଆମେ ମାନେ କେତେ ଖୁସି ପ୍ରକାସ କରିଥାଉ । ଏହା ବ୍ଯତୀତ ବିବାହରେ ମଧ୍ୟ ଲୋକ ମାନେ ମଜାମସ୍ତି କରିବା ସହ ବହୁତ ଉପୋଭୋଗ ମଧ୍ୟ କରିଥାନ୍ତି । କିନ୍ତୁ ଆପଣ ମାନେ କେବେ ଶୁଣିଛନ୍ତି ଆକାଶରେ ଉଡାଜାଜ ଯାଉଥିବା ବେଳେ କେବେ ଫୁଲ ବର୍ଷା ହୋଇଥାଏ ? ଏହି କଥା ଟି ଶୁଣିବାକୁ ଅବାକ ଲାଗିଥିଲେ ମଧ୍ୟ ସତ୍ୟ ଅଟେ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଆକାଶରେ ଉଡାଜାଜ ଉଡୁଛି କିନ୍ତୁ ଆକାଶ ତଳେ ଫୁଲ ବର୍ଷା ହେଉଛି ।

ଆକାଶରେ ଯାଉଥିବା ଉଡାଜାହଜ ଦେଖି ଫୁଲ ବର୍ଷା ହେଉଥିବା ଦେଖି ସ୍ଥାନୀୟ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇହକନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କଣ ପାଇଁ ଫୁଲ ବର୍ଷା ହେଉଛି ଓ କାହା ପାଇଁ ? ତେବେ ସୂଚନା ଅନୁସାରେ ହେଲିକପ୍ଟରରେ ଆସୁଛି ବାହା ହେବ ପାଇଁ ବର ।

ଗାଡି କି ଘୋଡା ରେ ନୁହେଁ ବରଂ ସିଧା ଏହି ଉଡାଜାଜରେ ଉଡି ଉଡି ଆସିଛନ୍ତି ଦୁଲହେ ରାଜା ନିଜ କନ୍ୟାକୁ ସାଥିରେ ନେବା ପାଇଁ । ଏଭଳି ସ୍ଵତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଛି ସୁରଟ ରେ । ଯାହାକୁ ଦେଖି ଲୋକ ମାନେ ଅବାକ ହୋଇ ରହି ଯାଇଛନ୍ତି ।

ବର ନିଜ କନ୍ୟାକୁ ସାଥିରେ ନେବା ପାଇଁ ହେଲିକପ୍ଟର ରେ ଉଡି ଉଡି ଆସୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁରଟର ଖଜୁର ଗାଁ ରେ । ଏତହରେ ଏକ ବିବାହ ମଣ୍ଡପ ଆୟୋଜିତ ହୋଇଥିବା ବେଳେ ଆକାଶରୁ ଫୁଲ ବର୍ଷା ହୋଇଥିଲା । ଏହି ଅଞ୍ଚଳ ରେ ରାହୁଲ ନାମକ ଯୁବକ ତାଙ୍କ କନ୍ୟାକୁ ନେବା ପାଇଁ ଏମିରି ଆଶ୍ଚର୍ଯ୍ୟ କରିବା ଭଳି କାମ କରିଛନ୍ତି । ତାଙ୍କ ସାଙ୍ଗ ମାନେ ରାହୁଲ ଙ୍କୁ ଏମିତି ଏକ ବିରଳ ଭେଟି ଦେଇଥିଲେ ।

ସାଙ୍ଗ ମାନଙ୍କ ଏଭଳି ଭେଟି ଦେଖିବା ପରେ ସ୍ଥାନୀୟ ଲୋକ ମାନେ ବରଯାତ୍ରୀ ଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଏ ଦୃଶ୍ୟ ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ଠିକ ସେତିକି ମଜାଦାର ମଧ୍ୟ ଲାଗୁଛି । କାରଣ ଆଗରୁ ବୋଧ ହୁଏ ଏମିତି କେହି ବର କନ୍ୟାକୁ ନେବା ଏପାଇଁ ହେଲିକପ୍ଟର ଆସି ନ ଥିବେ । ତେବେ ଦୁହିଙ୍କର ବିବାହ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି ବୋଲି ସୂତ୍ର ରୁ ଜଣା ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କର ରାହୁଲଙ୍କର ଏପରି ନିଆରା ଢଙ୍ଗରେ ବର ହୋଇ ଆସିବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *