ଧଳା ବାଳ ମୂଳରୁ କଳା କରିବା ଉପାୟ, ବଞ୍ଚି ଥିବା ଯାଏ ପାଚିବ ନାହିଁ ବାଳ (Hair Care Tips) 

ନାରୀ ମାନଙ୍କର ସୌନ୍ଦର୍ଜ୍ୟ ହେଉଛି ତାଙ୍କ କେଶ । କେଶ ପାଚିବା ବା କହରା ପଡିଯିବା ସମସ୍ତଙ୍କୁ ପସନ୍ଦ ନୁହେ । କେଶ ପାଚିବା କେବଳ ବୟସ ହେଲେ ହିଁ ହୋଇଥାଏ । କିନ୍ତୁ ଏବେ ଯେଉଁ କେମିକାଲ ର ବ୍ୟବହାରରୁ ବହୁତ ଜଣଙ୍କ କେଶ ଉପୁଡିବା ,ରୁପିହେବା ,ଜଲ୍ଦି ପାଚିବା ଏ ଭଳି ସମସ୍ଯା ହୋଇଥାଏ । କେଶକୁ କଳା କରିବାକୁ ଚାହୁଛନ୍ତି ତ ଅଧା କପ ବସା ଦହି ନେବେ । ଦହିରେ ଲକଟିକ ଏସିଡ ରହିଥାଏ ।

ଦହି  ସହିତ ଗୋଟିଏ ଚାମଚ ଆମଲା ପାଉଡର ନେବେ ଯାହା ଦ୍ଵାରା କେଶ ଶୀଘ୍ର ପାଚି ନଥାଏ । ତୃତୀୟରେ ଫାଳେ ଲେମ୍ବୁରସ ଚିପୁଡି ଦେବେ । ଲେମ୍ବୁର ପ୍ରୟୋଗ ଦ୍ଵାରା ଆମଲା ଯେଉ ଭିଟାମିନ C ଅଛି ତାହାର ଫାଇଦା ଆମକୁ ମିଳିପରିବ । ଯଦି ଆପଣଙ୍କୁ ଲେମ୍ବୁ ସୁ-ଟ ନାହି ତ କୌଣସି ଚିନ୍ତା ନାହି । କାରଣ ଲେମ୍ବୁ କୌଣସି କ୍ଷତି କରି ନଥାଏ । ଲେମ୍ବୁ ପକାଇ ଭଲ ଭାବରେ ମିସାଇ ଦେବେ ତା ପରେ ତାକୁ ରାତି ସାରା ଢାଙ୍କିକି ରଖିଦେବେ ।

ସକାଳୁ ଉଠିବ ପରେ ସେଥିରେ ଚିମୁଟାଏ ଗୋଲମରୀଚ ପକାଇବେ । ଗୋଲମରୀଚ ପକାଇବା ଦ୍ଵାରା କେଶ ଦୁର୍ବଳ ହୋଇଯାଇଥିଲେ ବା ଶୋଇଯାଇଥିଲେ ଏହା ବହୁତ କାମ କରିଥାଏ । ଗୋଲମରୀଚ ମୁଣ୍ଡରେ ବୋଲ୍ଡ ସର୍କୁଲେସନ କୁ ବଢାଇଥାଏ । ସେହି ଏରିଆ କୁ ହିଲିଗ କରିଥାଏ । ସେଠାରେ ଗୋଲମରୀଚ ବାଜିବା ଦ୍ଵାରା ଯେଉ କେସ ମରିବାକୁ ବା ଧଳା ହେଉଥିବେ ତାହା ବଞ୍ଚିବାକୁ ଲାଗିଥାଏ । ଏହା ଦ୍ଵାରା କେଶ ର କଲର ଆଗଭଳି ହୋଇଯାଏ ।

ଏହାକୁ ପ୍ରତି ସପ୍ତାହରେ ଥରେ  ଲଗାଇ ପାରିବେ । ଏହାକୁ ଲଗାଇବା ପୂର୍ବରୁ ପ୍ରଥମେ କେଶକୁ ଅଳ୍ପ ଓଦା କରିବେ । ତାପରେ ମୁଣ୍ଡର ଶିରା ଶିରା କରି ବହୁତ ଭଲ ଭାବରେ ଲଗାଇବା ପରେ କେଶ କୁ ବାନ୍ଧି ଦିଅନ୍ତୁ । ଲଗାଇବା ର ଅଧଘଣ୍ଟା ବା ୪୫ ମିନିଟ ଲାଗି ରହିବାକୁ ଦିଅନ୍ତୁ । ତ ପରେ ବହୁତ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପ୍ରି କଣ୍ଡିଶ୍ନର ଅଟେ । ଧୋଇବା ସମୟରେ କଣ୍ଡିଶ୍ନର ବ୍ୟବହାର କରନ୍ତୁ ନାହି ।

ଯଦି ଆପଣ ପାଲର ରେ କେମିକାଲ ବ୍ୟବହାର କରୁଛନ୍ତି ତ ଏହାର ପ୍ରୟୋଗ ଦ୍ଵାରା କୌଣସି କମ ଦେଇନଥାଏ । ଗ୍ରେ ହେୟର କରିବାକୁ ଚାହୁଛନ୍ତି ତ କେମିକାଲ ବ୍ୟବହାର କରନ୍ତୁ ନାହି । ଯଦି ଆପଣ କେଶ ବଢାଇବାକୁ ଚାହୁଛନ୍ତି ତ ମେଡ଼ିସିନ ବ୍ୟବହାର କରନ୍ତୁ ନାହି । ଏହା ଛଡା ପ୍ରତେକ ୧୫ ଦିନକୁ ଥରେ ହେନା,ଇନ୍ଡିଗୋ ପାଉଡର ର ଦୁଇଥର କରିବାକୁ ପଡିବ । ଆମଳର ତେଲ ମଧ୍ୟ ଲଗାଇ ପାରିବେ । ମଦ ବା ସିଗାରେଟ ବ୍ୟବହାର କରନ୍ତୁ ନାହି । ଏହା ଦ୍ଵାରା କେଶ ଦୁର୍ବଳ ହୋଇପାରେ । ସେଥି ପାଇ  ସତର୍କ ରୁହନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲାଇକ ,କୋମେଣ୍ଟ ,ଶେଯାର କରନ୍ତୁ ।

Leave a Reply

Your email address will not be published. Required fields are marked *