ସକାଳୁ ଉଠି କରନ୍ତୁ ଏହି କାମ ଧନ ବର୍ଷା କରିବେ ମା’ ଲକ୍ଷ୍ମୀ

ଆମେ ଆଜି କହିବା କି ଆମ ଶାସ୍ତ୍ର ରେ ଲ୍ହା ହୋଇ ଥିବା କଥା ଯାହା ଆଜି କାଲୀ ବିଜ୍ଞାନ ମଧ୍ୟ ଆମକୁ କହୁଛି । ଆମେ ଯଦି ରାତିରେ ଶୋଇଥାଉ ତେବେ ଏହା ଆମ ଆମ ଶରୀର ଓ ମନକୁ ଶାନ୍ତି ଦେବା ପାଇଁ ଆମେ କରି ଥାଉ । ଏହା ସହ ଆମେ ଆମ ଶରୀର ଓ ଶିକ୍ଷା, ଧନ ଆଦି କୁ ସମ୍ଭାଳି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ପାଇ ଏହା ନିହାତି ଭାବେ ଦରକାର କି ଆମେ ଠିକ ସମୟ ରେ ଶୋଇବା ଓ ଠିକ ସମୟ ରେ ଉଠିବା ।

ଏହା ସହ ଆମ ପାଇଁ ଏହା ମଧ୍ୟ ଦରକାର କି ଆମ ସକଳ ଭଲରେ ଯାଉ ତା କି ଆମ ସାରା ଦିନ ଅମଧ୍ୟ ସେହି ଭଳି ଜୀବ । କୁହାଯାଏ କି ଆମ ଜୀବନ ର ଆରମ୍ଭ ସେହି ଭଳି ଯାଇ ଥାଏ ଯେଉଁ ଭଳି ଆମ ସକାଳ ଯାଇ ଥାଏ ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଦିନ ଠିକ ସେ ନଗଲେ ଆମ ସାରା ଦିନ ଖରାପ ଜୀବ । କିଛି ଲୋକମାନେ ନିଜ ସକାଳ ନିଜ ପରିବାର ର କାହାର ଏକ ଜଣଙ୍କ ମୁହଁ ଦେଖିକି କରି ଥାନ୍ତି ।

ଯେଉଁ ମାନେ ସକାଳୁ ଉଠିବା ପରେ ନିଜ ହାତ ଦେଖି ଥାନ୍ତି ତା ହା ଭଲ ହୋଇ ଥାଏ ସେମାନଙ୍କ ପାଇଁ । ଯେଉଁ ମାନେ ଜଣାଇ ନାହାନ୍ତି ଆମେ ତାଙ୍କୁ କହିବା ଦରକାର କି ଭଗବାନ ବ୍ରହ୍ମା ଆମ ହାତରେ ମା ଲକ୍ଷ୍ମୀ ଓ ସରସ୍ଵତୀ ଓ ଭଗବାନ ବିଷ୍ଣୁ ଙ୍କୁ ରଖିଛନ୍ତି ।

ଯାହା ଦ୍ଵାରା ଆମେ ସକାଳ ହେଲେ 3 ଜଣଙ୍କୁ ଏକା ସହ ଦେଖି ପାରିବା । ଆମେ ଯଦି ସୋଇକି ଉଠିବା ପରେ ହାତ ଦେଖିବା ପରେ ମାଟି ରେ ପାଦ ଦେବା ଆଗରୁ ଭୂମି ମାତା ଙ୍କୁ ପୂଜା କରିବା ତେବେ ଏହା ଭଲ ହୋଇ ଥାଏ ।

ଏହା କରିବା ଦ୍ଵାରା ଆମେ ଜୀବନାରେ କରିଥିବା ସାରା କାମ ଯାହା ଭୁଲ ଥାଏ ତାକୁ ଆମେ କ୍ଷମା ମାଗି କି ସେହି ପାପରୁ ଅନେକ ଦୂର କୁ ଯାଇ ଥାଉ । ଆମେ ସକାଳୁ ଉଠିବା ପରେ ଆମେ ସମ୍ବାଦ ଦେଖିବା ପାଇଁ ଭଲ ପାଇ ଥାଉ । ମାତ୍ର ଆପଣ ସକାଳ ହେବା ମାତ୍ରେ ନିଜକୁ ଏହି ସବୁ ଦୂରେଇ ଦେଇ ରଖିବା ଭଲ ହୋଇଥାଏ ।

ଆପଣ ସକାଳୁ ତୁହିବା ମାତ୍ରେ ଯଦି କିଛି ସମୟ ଏକା ରହିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହେବ । ଆପଣ ଯଦି ଏହା କରିବେ ଏହା ଆପଣଙ୍କ ପାଇଁ ଭଲ ହେବ । ଆପଣ ଯଦି ସକାଳୁ ଉଠିବା ପରେ ନିଜ ଘରେ ଥିବା ବଡ ଲୋକଙ୍କୁ ମୁଣ୍ଡିଆ ମାରିବେ ଏହା ଆପଣଙ୍କ ପାଇଁ ଭଲ ହେବ ।

Leave a Reply

Your email address will not be published. Required fields are marked *