ଧନକୁ ଟାଣି ଥାଏ ଏହି 3ଟି ଜିନିଷ, ଘରର ଏହି ଦିଗରେ ନିଶ୍ଚୟ ରଖନ୍ତୁ- Vastu Tips

ଭଗବାନ ବିଶ୍ଵକର୍ମା ହେଉଛନ୍ତି ସାରା ସଂସାର ଠାରୁ ବଡ କାରିଗର । ସେ ବାସ୍ତୁ ଶାସ୍ତ୍ର ର ଆରମ୍ଭ କରିଥିଲେ । ଆପଣମାନେ ଜାଣି ପାରିବେନି କି ଏହି ଭଳି ରଚନା ସତ କି ମିଛ ଏତେ ସୁନ୍ଦର କାରୁକାର୍ଜ୍ୟ ଭାରି ହୋଇଛି ତାଙ୍କ କଳାରେ । ଇନ୍ଦ୍ରପ୍ରସ୍ତ ଠାରୁ ଆରମ୍ଭ କରି ଭଗବାନ ବିଷ୍ଣୁ ଙ୍କ ଭବନ ର ନିର୍ନମାନ ମଧ୍ୟ ବିଶ୍ଵକର୍ମା କରିଛନ୍ତି ତାଙ୍କ ମତ ଅନୁସାରେ କେଉଁ ବସ୍ତୁ କେଉଁ ଦିଗରେ ରଖିବା କଥା ଓ ଏହା ପାଇ କେଉଁ ଭଳି ପ୍ରଭାବ ପଡିଥାଏ ଏହା ମଧ୍ୟ ସେ କହିଛନ୍ତି ନିଜ ଶାସ୍ତ୍ର ଅନୁସାରେ ।

ସେଇ ପାଇଁ ସବୁ ବିଶ୍ଵକର୍ମା ପୂଜାରେ ସବୁ କାମ ବନ୍ଦ ରହିକି ପୂଜା କରାଯାଇ ଥାଏ ଯନ୍ତ୍ରପାତି ମାନଙ୍କର । ଆଜି ଆମେ କହିବାକି ଆପଣଙ୍କ ଘର କେଉଁ ଦିଶାରେ ରହିବା କଥା ଶେଇ ଦିଶାରେ ଯଦି ନାହିଁ ତେବେ ଆପଣ କିଭଳି ଜଣାଇବେ କି ଏହା ଆପଣଙ୍କ ଘର ପାଇଁ ହେଉଛି ।

ଆପଣମାନେ ଯଦି ଦେଖି ପାରିବେ ତ ଜାଣି ପାରିବେ କି ଟଙ୍କା ପଇସା ଆପଣଙ୍କ ଘରେ ଆସିକି ରଖିବା ପରେ ମଧ୍ୟ ଏହା ସଞ୍ଚିତ ହି ନରହି ଏହା ଧୀରେ ଧୀରେ ଖର୍ଛ ହେବାରେ ଲାଗିଛି ତେବେ ଆପଣମାନେ ଜାଣି ପାରିବେ କି ଏହା ବାସ୍ତୁ ଡୋସା ପାଇଁ ହେଉଛି । ଅଚାନକ କେହି ବେମାର ପଡିବା ଦ୍ଵାରା ମଧ୍ୟ ଅଯଥା ଟଙ୍କା ଖର୍ଛ ହୋଇ ଯାଇଥାଏ ।

ଆପଣମାନେ ଘର କରିବା ବେଳେ କୋଣ ମାନଙ୍କ ଧ୍ୟାନ ରଖିକି କରିବା ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକି ଉତ୍ତର ଦିଶାରେ ଆପଣ କଣ କଣ କରିବା କଥା ନୁହେଁ ଏହାକୁ କରିବା ଦ୍ଵାରା କଣ କଣ କ୍ଷତି ହୋଇ ଥାଏ । କେଉଁ ଭଳି ଜିନିଷ ଆପଣ ଏହି ଦିଗରେ ରଖିବା ଭଲ ହୋଇ ଥାଏ ।

ଆସନ୍ତୁ ପ୍ରଥମ ଥର ଜାଣି ରଖନ୍ତୁ କି ଉତାର ଦିଶା ବୁଦ୍ଧ ଗ୍ରହ କୁ ମନା ଯାଏ ଓ ଏହା ସହ ଏହା ସ୍ଵୟଂ ରାବଣର ମାମୁ କୁବେର ଙ୍କ ଦିଗ ଅଟେ । ଜାହାଙ୍କୁ ଆମେ ଧନର ଦେବତା କହି ଥାଉ । ଏହି ଭଳି ମାନ୍ୟତା ଅଛି କୁବେର ମହାରାଜ ଉତାର ଦିଗ ପଟୁ ପ୍ରବେଶ କରିଥାନ୍ତି । ଯଦି ତାଙ୍କ ମାର୍ଗରେ ବାଧା ହୋଇ ଥାଏ ତେବେ ସେ ପ୍ରବେଶ କର ନଥାନ୍ତି ।

ଏହି ଦିଗରେ ଆପଣ ବଡ କାନ୍ଥ କିମ୍ବା ଆଉ କିଛି ରଖିବା ଅକଥା ନୁହେଁ । ଏହି ଦିଗରେ ଆପଣ ଏକ କାମ କରିବା କଥା ଯେଉଁ ଦିଗରେ ସୂର୍ଯ୍ୟ କିରଣ ଭଲ ଭାବେ ଆସୁଥିବା କିମ୍ବା ବାୟୁ ଚଳାଚଳ ହଉଥିବ ସେଇ ଭଳି ଫାଙ୍କା ରଖିବା କଥା । ଏହି ଦିଗରେ ସବୁ ବେଳେ ପରିଷ୍କାର ରଖିବା କଥା । ଯଦି ଏହି ଦିଗରେ ଆସୁଥିବା ଆଲୋକ କିମ୍ବା ବାୟୁ ଆସୁଥିବା କିଛି ଜିନିଷକୁ ହଟାଇ ଦିଅନ୍ତୁ ।

ଆପଣ ଏହି ଦିଗରେ ଅଳିଆ ପକାଇବା ସ୍ଥାନ କରିବା ଅନୁଚିତ ଅଟେ ଏହା ସହ ଆପଣ ଏହି ଦିଗରେ ପାଇଖିନା କିମ୍ବା ପାଣି କଳ କରିବେନି ଏହା ହେଲେ ଆପଣଙ୍କ ଧନ ମଧ୍ୟ ପାଣି ଭଲାଇ ବହିବବାରେ ଲାଗିବା । ଏହି ଦିଗରେ ଆପଣ କେବେହେଲେ କାଚ ରଖିବେ ନି ଏହା ରଖିବା ଦ୍ଵାରା ରାହୁ ର ପ୍ରବେଶ ହୋଇ ଥାଏ । ଏହା ଅଶୁଭ ହୋଇଥାଏ ତେଣୁ ଏହି ଦିଗରେ ଆପଣ କାଚ ଜିନିଷ ମଧ୍ୟ ଟାଙ୍ଗିକି ରଖନ୍ତୁନି ।

Leave a Reply

Your email address will not be published. Required fields are marked *