ଦୀର୍ଘ 35 ବର୍ଷ ପରେ କାଲିର ବୁଧବାର ନେଇ ଆସୁଛି ଏହି 8ଟି ରାଶିଙ୍କ ଜୀବନରେ ବର୍ଷର ସବୁଠୁ ବଡ ଖୁସି, ହେବେ ମାଲାମାଲ

ବୈଦିକ ଜ୍ଯୋତିଷ ଅନୁଯାୟୀ ବୁଧବାର ହେଉଛି ପ୍ରଭୁ ଗଣେଶଙ୍କର ବାର । ଅସାନ୍ତା ବୁଧବାର ସକାଳ ୯ଟା ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ୧୫ ଘଣ୍ଟା ଯାଏଁ ଶୁଭ ସାୟ ରହିଛି । ଏହି ଶୁଭ ସମୟରେ ଯଦି କୌଣସି ଶୁଭ କାର୍ଯ୍ୟ କରାଯାଏ ତେବେ ସେହି ଅକାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିଥାଏ । ଭଗବାନ ଗଣେଶଙ୍କ ବାର ହେବ ସହ କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ସାବ୍ୟସ୍ତ ହେବ । ତେବେ ସେହି ରାଶି ଗୁଡିକ କଣ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏହି ରାଶି ମାନଙ୍କ ଉପରେ ଭଗବାନ ଗଣେଶଙ୍କର ଖାସ କୃପା ଦ୍ରୁଷ୍ଟି ରହିବ । ଆପଣଙ୍କର ସବୁ ଦୁଖର ଆକଳନ କରିବେ ପ୍ରଭୁ ଗଣେଶ । ଆପଣଙ୍କ ଜୀବନରେ କିଛି ଏଭଳି ଘଟଣା ଘଟିବାକୁ ଯାଉଅଛି ଯାହା ଫଳରେ ଆପଣଙ୍କ ଜୀବନରେ ଥିବା ସବୁ ଦୁଖ କଷ୍ଟ ଦୂର ହେବ । ଏହା ସହ ଗଣେଶଙ୍କର କୃପାରୁ ଭାଗ୍ଯର ଶୁଭ ସମୟ ଆସିବାକୁ ଯାଉଛି । ତେଣୁ ଆପଣ ଯାହା ବି କାମ କରିବେ ସେଥିରେ ଆପଣଙ୍କୁ ସଫଳତା ହିଁ ସଫଳତା ମିଳିବାକୁ ଯାଉଛି ।

ଯଦି ଆପଣ ଭଗବାନ ଗଣେଶଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ପ୍ରଭୁ ଗଣେଶଙ୍କ ପାଖରେ ଘିଅ ଦୀପ ଜଳାନ୍ତୁ । ଏହା ଦ୍ଵାରା ତାଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ଲାଗି ରହିବ । ଆଗାମୀ କିଛି ମାସ ଯାଏଁ ଆପଣ ଭଗବାନ ଗଣେଶଙ୍କର ପ୍ରିୟ ହୋଇ ରହିବେ । ଆପଣଙ୍କର ଭକ୍ତି ଓ ଭଲ ସ୍ଵଭାବ କାରଣରୁ ଆପଣଙ୍କ ଉପରେ ଭଗବାନ ଗଣେଶ ପ୍ରସନ୍ନ ହୋଇଛନ୍ତି । ତେଣୁ ନିଜର ସ୍ଵଭାବ ଓ ବ୍ୟବହାର ଭଲ ରଖନ୍ତୁ । କୌଣସି ଲୋକ ସହ ଖରାପ କରନ୍ତୁ ନାହି । ଏହା ସହ ଭଗବାନ ଗଣେଶଙ୍କର ନିତ୍ୟ ପୂଜା ପାଠ କରନ୍ତୁ ।

ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଯଦି କୌଣସି ପୁରୁଣା ରୋଗ ଲାଗି ରହିଛି ତେବେ ଧୀରେ ଧୀରେ ଦୂର ହେବାରେ ଲାଗିବ । ଆପଣଙ୍କୁ ଚାକିରି ଓ ବେପାର କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଯଦି ଆପଣ ବେରୋଜଗାର ଅଛନ୍ତି ଓ ଚାକିରି ଖୋଜୁଛନ୍ତି ତେବେ ଇଣ୍ଟରଭିୟୁ ଦେବା ଆଗରୁ ପ୍ରଭୁ ଗଣେଶଙ୍କର ଆରତୀ କରିବା ନିହାତି ଦରାକର । ଏହା ସହ ଯଦି ଆପଣ ଚାକିରି କରୁଛନ୍ତି ବା ବଡ କମ୍ପାନୀ ରେ ଚେଷ୍ଟା କରୁଛନ୍ତି ତେବେ ଏହି ଉପାୟ କରି ପାରନ୍ତି । ଭାଗ୍ୟ ଉଦୟ ହେବାକୁ ଯାଉଛି ।

ବେପାରୀ ମାନଙ୍କର କଥା କହିବାକୁ ଗଲେ ସମୟ ବହୁତ ଭଲ ରହିଛି । ଦାଂପତ୍ଯ ଜୀବନ ସୁଖମୟ ହେବାକୁ ଯାଉଛି । ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ମିଥୁନ ରାଶି, ତୁଳା ରାଶି, ବିଛା ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *