ଶୁଭ ଦୀପାବଳି ଗ୍ରହ ମାନଙ୍କ ସ୍ଥାନରେ ପରିବର୍ତ୍ତନ ଏହି 6ଟି ରାଶିର ଭାଗ୍ୟ ଦୀପର ଶିକ୍ଷା ଭଳି ଚମକିବ |

ଆପଣ ମାନେ ଜାଣିତ ଥିବେ କି ଦୀପାବଳି ରେ ଆମେ ମା କା-ଳି ଙ୍କୁ ପୂଜା କରି ଥାଉ ଏହା ସହ ଆମେ ମା ଲକ୍ଷ୍ମୀ ଙ୍କୁ ଆଗମନ ହୋଇ ଥାଏ । ଏହି ଦିନ ସବୁ ପ୍ରକାର ଖ-ରା-ପ ଶକ୍ତି କୁ ଆମେ ଦୂରେଇ ଦେବା ପାଇ ଚାରି ଆଡେ ଦୀପ ଲଗାଇ ଥାଉ । ଏହା ସହ ଆମେ ଏହି ଦିନ ମା ଙ୍କ ପୂଜା କରି ଥାଉ । ଆମେ ଜାଣିଛେ କି ମା ଙ୍କ କୃପା ପାଇବା ପାଇଁ ଆମେ ଯାଉଛେ । ଆମେ ମା ଏନକେ ପୂଜା କରିବା ପାଇଁ ସକାଳୁ ଉଠି ଗାଧୋଇ ପାଧୋଇ ଗୋବର ରେ ଆପଣ ସବୁ ଆଡେ ପାଣି କୁ ଆପଣ ଏହାକୁ ଛିଞ୍ଚି ଦେବେ ।

ଏହା ପରେ ଆପଣ ସବୁ ଆଡେ ଚିତା ପକାଇ ଏହାକୁ ଉପରେ ଗୋବର ଓ ଫୁଲ ରଖିକି ମା ଏନକେ ଆରାଧନା କରି ଥାଉ । ଏହି ଦିନ ଆମେ କଦଳୀ ଗଛ କୁ ଭି ପୂଜା କରି ଥାଉ । ଆମେ ମାନେ କେତେ ପ୍ରକାର ବାଣ ସହ ଏହି ପୂଜା ର ଆରମ୍ଭ କରି ଥାଉ । ଏହା ସହ ଆମେ ମା ଲକ୍ଷ୍ମୀ ଙ୍କ ପୂଜା ସହ ରାମ ଭଗବାନ ଙ୍କ ଆରାଧନା ମଧ୍ୟ କରି ଥାଉ । ଆପଣ ଜାଣି ଥିବେ କି ମା ସୀତା ଙ୍କୁ ରାମ ଭଗବାନ ନିଜ ଘରକୁ ଅଜୋଧ୍ୟା କୁ ଫେରିବା ବେଳେ ସମଗ୍ର ଅଜୋଧ୍ୟା ବାଶି ମାନେ ଏହାକୁ ପୂଜା କରିବା ପାଇଁ ଏମାନେ ସବୁ ଆଡେ ଦୀପ ଲଗାଇ ଥାଉ । ଅନ୍ଧାର ଉପରେ ଆଲୁଅ ର ବିଜୟ ହୋଇ ଥାଏ ।

ଏହା ପରେ ଆମେ ଦେଖିବା ପାଇଁ ଗଲେ ମା ଲକ୍ଷ୍ମୀ ଙ୍କ କୃପା ହେବା ପାଈଁ ଯାଉଛି କିଛି ରାଶି ମାନଙ୍କ ଉପରେ । ପ୍ରାୟ 6 ରାଶି ମାନଙ୍କ ଉପରେ ଏହା ର ପ୍ରଭାବ ପଡିବା ପାଇଁ ଯାଉଛି । ଏହି ରାଶି ମାନେ ଭଲରେ ରହିବା ପାଇଁ ଯାଉଛନ୍ତି । ଏହା ପରେ ଆମେ ଏହି ଦିନ ପରେ ଏହି ରାଶି ମାନଙ୍କ ଆର୍ଥିକ ଲାଭ ପାଇବା ର ଦେଖିବା । ଏହି ରାଶି ମାନେ ଏବେ କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରିବେ । ଯେଉଁ ମାନେ ଚାକିରି ପାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି ।

କିଛି ଜଣ ଯେଉଁ ମାନେ ଚାକରି କରୁଛନ୍ତି ସେମାନେ ଏବେ ଉପର ପଦକୁ ଯିବେ । ଏହା ସହ ବେପାରୀ ମାନେ ଏବେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ସନ୍ତାନ ମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ୍ବ ଭଲ ହେବା ପାଇଁ ଯାଉଛି । ଏମାନେ ଏବେ ନିଜ ପରିବାର ରେ ଭଲରେ ରହିବେ । ବାହାରକୁ ଯିବା ପାଇଁ ଏମାନେ ଏବେ ସୁଯୋଗ ପାଇବେ । ଏହା ସହ ଏମାନେ ଧାର ଉଧାର ରୁ ମଧ୍ୟ ମୁକ୍ତି ପାଇବେ । ଆପଣ ମାନେ ଜାଡୀ ନିଜ ଭଉଣୀ ମାନଙ୍କ ସହ କିମ୍ବା ଭାଇ ମାନଙ୍କ ସହ ସମ୍ପର୍କ ଖ-ରା-ପ କରି ନେଇ ଥିବେ ଏବେ ସେମାନେ ଏବେ ଭଲ ସମ୍ପର୍କ ରେ ରହିବେ । ଏହି ରାଶି ମାନେ ହେଲେ ମେଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ ରାଶି ।

Leave a Reply

Your email address will not be published. Required fields are marked *