ଠାକୁରଙ୍କ ପାଖରେ ଦୀପ ଜାଳିଲା ପୂର୍ବରୁ ମାନେ ରଖନ୍ତୁ ଏହି 5ଟି କଥା, କରନ୍ତୁ ନାହିଁ ଏହି ଭୁଲ… ନଚେତ ହୋଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଠାକୁରଙ୍କ ପାଖରେ ଦୀପ ଲଗେଇଲା ବେଳେ ବେଳେ ସର୍ବଦା ୫ଟି ନିୟମର ସବୁବେଳେ ପାଳନ କରନ୍ତୁ । ହିନ୍ଦୁ ଧର୍ମ ଅନୁସାରେ ସମସ୍ତଙ୍କ ଘରେ ଘରେ ପୂଜା ପାଠ କରିବାର ପ୍ରଥା ରହିଛି । ସକାଳେ ଓ ସନ୍ଧ୍ଯା ବେଳେ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଳିବା ସହିତ ଘରେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକାରାତ୍ମକ ଶକ୍ତିର ଊର୍ଜା ସୃଷ୍ଟି ହୋଇଥାଏ । ପୂଜା କଳା ବେଳେ ସମସ୍ତେ ପ୍ରଭୁଙ୍କ ପାଖରେ ଦୀପ ଲଗାଇ ଆଳତି ମଧ୍ୟ କରିଥାନ୍ତି । ଯଦି ଠିକ ଭାବରେ ଦୀପ ପ୍ରସ୍ତୁତ ହୋଇ ବିଧି ବିଧାନ ସହ ପୂଜା କରିଥାନ୍ତି ।

ତେବେ ଆପଣ ମାନଙ୍କୁ ଭଗବାନଙ୍କ ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ପ୍ରଥମ ନିୟମ ଅନୁସାରେ ଯଦି ଆପଣମାନେ ଘିଅର ଦୀପ ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରୁଛନ୍ତି, ତେବେ ଆପଣଙ୍କ ବାମ ପଟେ ଓ ଠାକୁରଙ୍କ ଡାହାଣ ପଟେ ରହିବା ଉଚିତ ହୋଇଥାଏ ଏବଂ ତେଲର ଦୀପ ଅର୍ପଣ କରିବା ସମୟରେ ଆପଣଙ୍କ ଡାହାଣ ଓ ଠାକୁରଙ୍କ ବାମ ପଟରେ ରହିବା ଉଚିତ । ହୋଇଥାଏ ଏହି ନିୟମ ଯଦି ଆପଣ ମାନେ ପାଳନ କରିବେ ।

ଏହା ଦ୍ଵାରା ଆପଣଙ୍କ ପୂଜା ସଫଳ ରୂପରେ ସମାପନ ହେବ । ଦିତୀୟ ନିୟମ ଅନୁସାରେ ପୂଜା କରୁଥିବା ସମୟରେ ଦୀପଟି ଯେପରି ଲିଭି ନ ଯାଏ । ଦୀପ ଲିଭିବା ଦ୍ଵାରା ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇ ନ ଥାଏ । ଏହା ଦ୍ଵାରା ଅଶୁଭ ହେବାର ସମ୍ଭାବନା ଥାଏ । ଏହା ପ୍ରତି ଧ୍ୟାନ ରଖି ପୂଜା କରିବା ଆବଶ୍ୟକ ହୋଇଥାଏ । ତୃତୀୟ ନିୟମ ଅନୁସାରେ ସର୍ବଦା ଠାକୁରଙ୍କର ସମ୍ମୁଖରେ ଦୀପକୁ ଲଗାନ୍ତୁ ।

କେହି କେହି ଦୀପକୁ ଠାକୁରଙ୍କ ସାମ୍ନାରେ ନ ରଖି ଇଆଡେ ସିଆଡେ ଲଗେଇଥାନ୍ତି । ଏହା ପୂଜାର ଶ୍ରେଷ୍ଠ ବିଚାର ବୋଲି ଧରାଯାଇ ନଥାଏ । ଚତୁର୍ଥ ନିୟମ ଅନୁଯାଇ, ଘିଅର ଦୀପ ପାଇଁ ସର୍ବଦା ଧଳା ବଳିତାର ବ୍ୟବହାର କରନ୍ତୁ । ତେଲର ଦୀପ ଜଳାଇଲା ବେଳେ ନାଲି ରଙ୍ଗର ବଳିତା ବ୍ୟବହାର କରନ୍ତୁ ।

କାରଣ ଏହାକୁ ଶ୍ରେଷ୍ଠ ବିଚାର କରାଯାଇଥାଏ । ଏହି ପୂଜା ଫଳପ୍ରଦ ମଧ୍ୟ ହୋଇଥାଏ । ପଞ୍ଚମ ନିୟମଟି ହେଉଛି ପୂଜା କରିବା ସମୟରେ କେବେ ଭଙ୍ଗା ଦୀପର ବ୍ୟବହାର କରନ୍ତୁ ନାହିଁ । ପୂଜା କାର୍ଯ୍ୟରେ କୌଣସି ପ୍ରକାର ଭଙ୍ଗା ଜିନିଷର ବ୍ୟବହାର କରନ୍ତୁନି ।

ଏହା ଶୁଭପ୍ରଦ ହୋଇନଥାଏ । ଏହି ୫ଟି ନିୟମର ପାଳନ କାଲେ ଆପଣ ତଥା ଆପଣଙ୍କର ପରିବାରର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ, ତେବେ ପେଜ୍କୁ ଲାଇକ୍ କରିବା ସହିତ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *