ଦୀର୍ଘ 100 ବର୍ଷ ପରେ ଆଜି ବନୁଛି “ମହାଲକ୍ଷ୍ମୀ ଯୋଗ”, ଏହି 6ଟି ରାଶି ହେବେ କୋଟିପତି 

ନମସ୍କାର ବନ୍ଧୁଗଣ, ମା ଲକ୍ଷ୍ମୀଙ୍କ କୃପା ସମସ୍ତେ ଚାହାନ୍ତି । ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ୧୨ଟି ରାଶି ମଧ୍ୟରୁ ୬ ଟି ରାଶି ଉପରେ ରହିବ। ଏହାଫଳରେ ଏହି ରଶୀମାନଙ୍କ ଉପରେ ଧନର ବର୍ଷା ହେବ । ତେବେ ଆସନ୍ତୁ ଆଜି ଜାଣିବା ମା ଲକ୍ଷ୍ମୀଙ୍କ ଆଶ୍ରିବାଦ ଫଳରେ କେଉଁ କେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ପୁରା ୧୦୦ ବର୍ଷ ପରେ ମା ଲକ୍ଷ୍ମୀଙ୍କ କୃପାରୁ  ୧୦ ସେପ୍ଟେମ୍ବର ଦିନ ଭାଦ୍ରବ ପୁର୍ଣିମା ଦିନ ମହାଲକ୍ଷ୍ମୀ ଯୋଗରେ ୬ଟି ରାଶି ହେବେ କୋଟିପତି ।

ହିନ୍ଦୁ ପଞ୍ଚମ ଅନୁସାରେ ଆସୁଥିବା ପୁର୍ଣିମାକୁ ଭାଦ୍ରବ ପୁର୍ଣିମା କୁହଯାଏ । ପୁର୍ଣିମା ତିଥିକୁ ହିନ୍ଦୁ ଧର୍ମ ରେ ବିଶେଷ ମହତ୍ଵ ରହିଛି । ଭାଦ୍ରପୁର୍ଣିମା ଦିନ ଭଗବାନ ବିଷ୍ଣୁ ଙ୍କ ସତ୍ୟନାରାୟଣ ରୂପକୁ ପୂଜା କରାଯାଏ । ଏହିଦିନ ଉମା ମହେଶ୍ଵରୀ ବ୍ରତ ମଧ୍ୟ ରଖାଯାଏ । ପୁର୍ଣିମା ଭଳି ପବିତ୍ର ଦିନରେ ଗଙ୍ଗା ବା ଗୋଦାବରୀ ଭଳି ପବିତ୍ର ନଦୀରେ ସ୍ନାନ କଲେ ପୂର୍ଣ୍ୟ ଫଳ ପ୍ରାପ୍ତି ହୁଏ ।

ଯଦି ଏହା କରିପାରୁନାହାନ୍ତି ତେବେ ଘରେ  ଗଧୋଉଥିବା ପାଣିରେ ଗଙ୍ଗା ଜଳ ମିଶାଇ ଗାଧାନ୍ତୁ ।  ସତ୍ୟ ନାରାୟଣ ପୂଜାରେ  ଭଗବାନଙ୍କୁ ପଞ୍ଚାମ୍ବୃତ ରେ ଗାଧୋଇଦିଆ ଯାଏ । ସତ୍ୟନାରାୟଣ କଥାର ପାଠ କରିବା ବହୁତ ମହତ୍ଵ ପୂର୍ଣ ଅଟେ । ଏହାକୁ ବହୁତ ଶୁଭ ମନାଯାଇଥାଏ । ଭଗବାନ ବ୍ରହ୍ମା, ବିଷ୍ଣୁ ଶିବ ଏବଂ ଲକ୍ଷ୍ମୀ ଙ୍କର ମଧ୍ୟ ପାଠ କରାଯାଏ ।

ଭାଦ୍ରବ ପୁର୍ଣିମା ବ୍ରତ ବି ଏହି ଦିନ ରଖାଯାଏ ଏବଂ ପୁରାଦିନ ଦିନ ଉପବାସ କରାଯାଏ । ଏହି ବ୍ରତ ରଖିଥିବା ବ୍ୟକ୍ତି ଙ୍କ ଚାଉଳ, ଡାଲି ଇତ୍ୟାଦି ଖାଦ୍ୟ କୁ ବାରଣ କରାଯାଇଛି । ଭାଦ୍ରବ ପୁର୍ଣିମା ଦିନ ମହାମୃତୁଞ୍ଜୟ ମନ୍ତ୍ର  ପାଠ କୁ ଅତ୍ୟନ୍ତ ଶୁଭ ମନାଯାଏ । ଏହି ଦିନ ହୋମ କରିବା ଦ୍ଵାରା ନିଜ ଜୀବନରୁ ସବୁ ପ୍ରକାର ନକରାତ୍ମକ ଶକ୍ତିର ନାଶ ହୋଇଥାଏ ।

ଯଦି ଭାଦ୍ରବ ପୁର୍ଣିମା ଦିନ ନିଜ ସ୍ବଇଚ୍ଛାରେ ଅନ୍ନ ବସ୍ତ୍ର ଦାନ କରୁଛନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହେବ । ଏହା ଦ୍ଵାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ । ଆଜିକାଲି ଦୁନିଆରେ ଧନର ର ଅତ୍ୟନ୍ତ ଆବଶ୍ୟକତା ରହିଛି ତେଣୁ ନିଜ ମେହେନତ ରେ କମେଇଥିବା ଧନ ଆପଣଙ୍କୁ ନିଶ୍ଚୟ ମିଳିବ । ଯଦି ଚାକିରି ଖୋଜୁଛନ୍ତି ତେବେ ଗୋଟିଏ ଭଲ ଚାକିରି ମଧ୍ୟ କରିବେ ।

ଏହା ଦ୍ଵାରା ଆପଣଙ୍କ ଘର ଲୋକ ଅତ୍ୟନ୍ତ ଖୁସିରେ ଜୀବନ ଅତିବାହିତ କରିବେ । ଯଦି ବିଦେଶ ଯାତ୍ରା କରିବାର ଇଚ୍ଛା ଆପଣମାନେ ରଖିଥିଲେ ତେବେ ସେହି ଆଶା ଆପଣ ମାନଙ୍କର ପୁରା ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଅତ୍ୟନ୍ତ ଖୁସି ଅସୁବକୁ ଯାଉଛି । ଆପଣଙ୍କ ଜୀବନର ଆର୍ଥିକ ଚିନ୍ତା ଦୂରେଇଯିବା ସବୁଦିନ ପାଇଁ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସନ୍ତାନ ପ୍ରାପ୍ତିର ସୁଖ ମଧ୍ୟ ଲାଭ କରିବେ । ଏବେ ଜାଣନ୍ତୁ ସେହି ୬ ରସୀଙ୍କ ନାମ ଯେଉମାନଙ୍କ ଜୀବନରେ ଏହି ସବୁ ଖୁସି ଆସିବାକୁ ଯାଉଛି, ମେଷ ରାଶି, ଧନୁ ରାଶି, କୁମ୍ଭ ରାଶି, ତୁଳା ରାଶି, କନ୍ୟା ରାଶି, ମୀନ ରାଶି । ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *