ଚଳିତ ମାସରେ ଏକ ପର୍ବ ପାଳିତ ହେବାକୁ ଯାଉଛି , ଯାହାର ନାମ ହେଉଛି ଦୋଳ ପୁର୍ଣିମା । ତେବେ ଦୋଳ ପୁର୍ଣିମା ହେଉଛି ହିନ୍ଦୁ ମାନଙ୍କର ବଡ ପର୍ବ । ଏହି ଦୋଳ ପର୍ବ ରେ ବିମାନରେ ରାଧା କୃଷ୍ଣଙ୍କୁ ବସାଇ ପରିକ୍ରମା କରାଯାଇଥାଏ । ଏହି ଦୋଳ ପର୍ବ ପାଳଗ୍ନୁ ମାସ ଦଶମୀ ଠାରୁ ଆରମ୍ଭ ହୋଇ ହୋଲି ପର୍ବ ଦିନ ସେଶ ହୋଇଥାଏ । ଏହି ପର୍ବରେ ଦଶମୀ ଦିନ ରାଧା ଓ କୃଷ୍ଣଙ୍କୁ ଫଗୁ ଲଗାଇ ବିମାନ ରେ ବସାଇ ଥାନ୍ତି । ବିମାନ ରେ ଆମ୍ବ ବଉଳ , ଆମ୍ବ ପତ୍ର ଆଦି ସଜାଇ ଗଉଡ ପିଲା ମାନେ ଏହି ବିମାନ କୁ ଧରି ପରିକ୍ରମା କରିଥାନ୍ତି ।
ଏହି ଦୋଳ ପୁର୍ଣିମା ଦିନ ହେବାକୁ ଯାଉଛି ମହା ସଂଯୋଗ । ଯାହାର ଫଳରେ କିଛି ଭାଗ୍ୟଶାଳି ଙ୍କୁ ରାଶିଙ୍କୁ ମିଳିବ ଉତ୍ତମ ଫଳ । ଏହି ୫ ଟି ରାଶିଙ୍କ ଉପରେ ଭଗବାନ କୃଷ୍ଣଙ୍କ କୃପା ମିଳିବାକୁ ଯାଉଛି । ପ୍ରଥମ ରାଶି ବୃଷ ରାଶି – ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ । ଚାକିରିର କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ଓ ଫଳ ମିଳିବ ।
ଯେଉମାନଙ୍କ ର ବିବାହ ବିଳମ୍ବ ହେଉଛି ସେମାନଙ୍କର ବିବାହ ହୋଇଯିବ । ପାରିବାରିକ ସମସ୍ଯା ଦୂର ହେବ । ଆପଣଙ୍କୁ ଧନ ଆରବି ଲାଭ ହେବ । ଆପଣ ଙ୍କର ଆର୍ଥିକ ସମସ୍ଯା ଦୂର ହେବ । ଦ୍ଵିତୀୟ ରାଶି ହେଉଛି କନ୍ୟା ରାଶି – ଆପଣଙ୍କୁ ଶ୍ରୀ କୃଷ୍ଣ ଙ୍କ ର ବିଶେଷ କୃପା ମିଳିବାକୁ ଯାଉଛି । ଆପଣଙ୍କର କୌଣସି କାର୍ଯ୍ୟ ଅଧା ରାହିଜାଇଥ୍ଲେ ତାହା ଏବେ ପୂର୍ଣ ହେବ ।
ଆପଣଙ୍କୁ ଚାକିରିର ସୁଯୋଗ ମଧ୍ୟ ମିଳିବ । ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ଆପଣଙ୍କୁ ଧନ ଲାଭର ନୂଆ ଯୋଜନା ସବୁ ମନରେ ଆସିବ । ତୃତୀୟ ରାଶି ହେଉଛି ସିଂହ ରାଶି – ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପା ଲାଭ ହେବ । ଆପଣ ଯଦି କୌଣସି କାରଣ ବଶତଃ କିଛି କାର୍ଯ୍ୟ ପୁରା କରିପାରି ନାହାନ୍ତି ତାହା ଏବେ ପୂର୍ଣ ହେବ ।
ଆପଣଙ୍କୁ ବ୍ୟବସାୟ ରେ ଲାଭ ହେବ । କିଛି ନୂଆ ଯୋଜନା ଉପରେ ଆପଣ କାର୍ଯ୍ୟ କରିପାରନ୍ତି । ଆପଣଙ୍କୁ ନିଜ ପରିବାର ଲୋକଙ୍କ ସାହାର୍ଯ୍ୟ ସମ୍ପୂର୍ଣ ରୂପେ ପ୍ରାପ୍ତ ହେବ । ଚତୁର୍ଥ ରାଶି ହେଉଛି ତୁଳା ରାଶି – ଆପଣଙ୍କୁ ଚାକିରିରେ ଅନେକ ଲାଭ ହେବ । ଆପଣଙ୍କୁ ନିଜ ବଡ ଭାଇ ବା ଭଉଣୀ ଙ୍କ ସାହାର୍ଯ୍ୟ ମଧ୍ୟ ମିଳିବ । ପରିବାରରେ କିଛି ଧାର୍ମିକ କାର୍ଯ୍ୟ ମଧ୍ୟ ହୋଇପାରେ ।
ଆପଣଙ୍କୁ ଧନ ଲାଭର ଯୋଗ ମଧ୍ୟ ଅଛି । ପଞ୍ଚମ ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ଯେଉଁ ଲୋକମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାରର ନୂଆ ଅବସର ମିଳିବ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ । ପାରିବାରିକ ସମସ୍ଯା ଦୂର ହେବ । ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣ ଙ୍କ ର କୃପା ମିଳିବା ଦ୍ଵାରା ଆପଣ ସବୁ କାର୍ଯ୍ୟ ରେ ସଫଳ ହେବେ ।