ଏହି ଦୁଇ ନାମର ଝିଅ ସ୍ଵାମିଠାରୁ କେବଳ ଦୁଃଖ ହିଁ ପାଇଥାନ୍ତି ! Jyotisha Shastra

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କିଛି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ଜୀବନରେ କେବଳ ଦୁଃଖ ଲେଖା ହୋଇଛି । ଆପଣମାନେ ତ ଜାଣିଥିବେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏହି ବନ୍ଧନ ହେଉଛି ସାତ ଜନ୍ମର । ଗୋଟେ ଝିଅ ଟେ ଯେତେବେଳେ ଗୋଟେ ଅଜଣା ପୁଅର ହାତ ଧରି ତାକୁ ବିବାହ କରି ତା ଘରକୁ ଯାଏ ସେ ବହୁତ କିଛି ସ୍ଵପ୍ନ ନେଇ ଯାଇଥାଏ । କିନ୍ତୁ କିଛି ଝିଅ ମାନଙ୍କର ଭାଗ୍ୟ ସେତେ ଭଲ ହୋଇ ନ ଥାଏ । ଏବଂ ସେମାନେ ତାଙ୍କ ସ୍ଵାମୀ ଠାରୁ କେବେବି ସେହି ସୁଖ ପାଇ ପାରନ୍ତି ନାହିଁ ଯାହାର ସ୍ଵପ୍ନ ସେମାନେ ନିଜ ମନରେ ସଜାଇ ଥାନ୍ତି ।

ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ସବୁଠୁ ବଡ ଡୋର ହେଉଛି ଭଲପାଇବା ଓ ବିଶ୍ୱାସ । ଭଲପାଇବା ଓ ବିଶ୍ବାସକୁ ନେଇ ସେମାନଙ୍କର ଯେଉଁ ସମ୍ପର୍କ ଗଢିଉଠେ ତାହା ସେମାନଙ୍କ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରହିଥାଏ । ସେହି ଭଲପାଇବା ଆହୁରି ମଧ୍ୟ ସମୟ ସହ ଗଭୀର ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ ସ୍ଵାମୀ ମାନଙ୍କ ଠାରୁ କେବେବି ଏହି ସବୁ ସୁଖ ପାଇ ପାରନ୍ତି ନାହିଁ ।

ସେମାନଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରୁହେ । କିଛି ନା କିଛି କାରଣରୁ ସବୁବେଳେ ଘରେ କଳହ ଲାଗି ରୁହେ । ଓ ସ୍ଵାମୀ ସ୍ତ୍ରୀ ଉଭୟ ସେହି ସମ୍ପର୍କରେ ଅଶାନ୍ତିରେ ରୁହନ୍ତି । ତେବେ ବିଶେଷତଃ ଏହି ଦୁଇ ନାମ ଧାରି ଝିଅ ମାନେ ହିଁ ତାଙ୍କ ଜୀବନରେ କେବେବି ସ୍ଵାମୀ ଠାରୁ ସୁଖ ପାଆନ୍ତି ନାହିଁ ।

K ନାମର ଝିଅ

ଏହି ନାମର ଝିଅ ମାନେ ସବୁବେଳେ ନିଜ ସ୍ଵାମୀ ମାନଙ୍କ ପ୍ରଥମ ପ୍ରାୟୋରିଟୀ ହେବାକୁ ଚାହନ୍ତି । ଏବଂ ସେମାନେ ନିଜ ସ୍ବାମୀଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟା କରନ୍ତି , ଏବଂ ଯଦି ଏମିତି ହୁଏ ନାହିଁ ତେବେ ଏମାନେ ଖୁବ ରାଗି ଯାଆନ୍ତି ଓ ସ୍ଵାମୀ ସହ ଝଗଡା କରନ୍ତି ।

ଏମିତି ବହୁତ ଛୋଟ ଛୋଟ କଥା ନେଇ ନିଜ ଗୃହସ୍ତି ଜୀବନରେ ଅଶାନ୍ତି ସୃଷ୍ଟି କରନ୍ତି ଏହି ନାମର ଝିଅ ମାନେ । ଏମାନଙ୍କ କଥାରେ ତାଙ୍କ ସ୍ଵାମୀ ମାନେ ଚାଲନ୍ତି ନାହିଁ ଯେଉଁଥିପାଇଁ ସେମାନେ ସବୁବେଳେ ଏହି କଥାକୁ ନେଇ ଦୁଃଖୀ ରୁହନ୍ତି ।

P ନାମର ଝିଅ

ଏହି ନାମର ମହିଳା ମଧ୍ୟ ବହୁତ ଜିଦଖୋର ସ୍ଵଭାବର ହୋଇଥାନ୍ତି । ଗୋଟେ କଥାକୁ ଗଣ୍ଠି କରି ବସି ରୁହନ୍ତି । ସେ ଚାହାନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ଛାଡି କୁଆଡେ ନ ଯାଉ, 24 ଘଣ୍ଟା କେବଳ ତାଙ୍କ ସାଥିରେ ରହୁ । କିନ୍ତୁ ଏହା ତ ସମଭାବ ନୁହେଁ, କାହିଁକି ନା ଚାଲିବା ପାଇଁ ତ କମ କରିବାକୁ ହିଁ ପଡିବ । ଏହି କଥା ସେମାନେ କେବେବି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ଓ ରାଗି କି ସ୍ବାମୀଙ୍କ ସହ ଝଗଡା କରନ୍ତି । ଯାହା ଫଳରେ ତାଙ୍କର ନିଜ ସ୍ଵାମୀ ସହ ସବୁ ବେଳେ ଝଗଡା ଲାଗିରୁହେ ଓ ସେ ଦୁଃଖୀ ରୁହନ୍ତି ।

Leave a Reply

Your email address will not be published. Required fields are marked *