ସବୁ ଧର୍ମ ରେ କେହି ନା କେହି ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ଭଗବାନ ଶିବ ଶଙ୍କର ଙ୍କ ଦୟା ହେବା ବ୍ୟକ୍ତି ଉପରେ ସବୁ ବେଳେ ମା ପାର୍ବତୀ ମଧ୍ୟ ଖୁଶିରେ ରୁହନ୍ତି । ସେମାନେ ଯେଉଁ ଭି କାମ କରନ୍ତି ସେଥିରେ ସଫଳ ନିଶ୍ଚିତ ଭାବେ ହୋଇ ଥାନ୍ତି । ଭଗବାନ ଶିବ ଙ୍କ କୃପା ଦ୍ରୁଷ୍ଟି ପଡୁ ଥିବା ଲୋକ ସବୁ ବେଳେ ନିଜକୁ ସବୁ ଦୁନିଆ ରୁ ଅଧିକ ଭାଗ୍ଯବାନ ଭାବି ନେଇ ଥାଏ ।
ଆଜି ଆମେ କିଛି ଏହି ଭଳି ଦୁଇ ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ମାନେ ଭଗବାନ ଶିବଙ୍କ ଦୟା ପାଇବା ପାଇଁ ଯାଉଛନ୍ତି । ସେହି ରାଶି ମାନେ ଏବେ ମାଲା ମାଲ ହେବେ । ଆସନ୍ତୁ ଜାଣିବା ଦୁଇ ରାଶି ଙ୍କ ଉପରେ ମାନଶୀକ ଚେତନା ବୃଦ୍ଧି ପାଇବ । ସେମାନେ ଏବେ ଯେଉଁ କାମ କରିବେ ବୁଦ୍ଧି ବିବେକ ଲଗାଇ କରିବେ । ଏମାନଙ୍କ ପାଇଁ ରାଜା ଯୋଗ ହେବା ପାଇଁ ଯାଉଛି । ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଯେଉଁ ମାନେ ବିବାହ କରିବା ପାଇଁ ଯାଉଛନ୍ତି ନିଜ ପ୍ରେମିକା କୁ ସେମାନେ ଏବେ ନିଶ୍ଚିତ ଭାବେ ଲାଭ ବାନ ହେବେ । କିଛି ନୂଆ କାମ ଆରମ୍ଭ କରିବା ପାଇଁ ଯାଉଥିବା ଲୋକ ମାନେ ସଫଳ ହେବେ ।
ଯେଉଁ ମାନେ ସନ୍ତାନ ପାଇଁ ଭଗବାନ ଶିବ ଙ୍କୁ ଆରାଧନା କରୁ ଥିବେ ସେମାନେ ଏବେ ଏହା ପାଇଁ ଖୁବ ଭଲ ପରିଣାମ ପାଇବେ । ଯେଉଁ ମାନେ ନିଜ ପାଠ ପଢାକୁ ନେଇ ଚିନ୍ତାରେ ଥିବେ ସେମାନଙ୍କ ସମସ୍ଯା ଦୂର ହୋଇ ଜୀବ ସେମାନେ ଏବେ ନିଶ୍ଚିତ ଭାବେ ନିଜ ପାଠ ପଢା କୁ ଆଗକୁ ନେଇ ଯାଇ ପାରିବେ । ଆର୍ଥିକ ସାହାଜ୍ଯ ସବୁ ଦିଗରୁ ମିଳିବ ଏହି ରାଶି ମାନଙ୍କୁ କାହାକୁ ସାହାଜ୍ଯ କରି ଥିବା ଯୋଗୁ ଏମାନଙ୍କୁ ନିଜ ପାଇଁ ମଧ୍ୟ ଖୁବ ଶୀଘ୍ର ସାହାଜ୍ଯ ମିଳିଯିବ । ଆଗାମୀ ସମୟ ଆପଣଙ୍କ ଲବ ଲାଇଫ ପାଇଁ ଶୁଭ ହେବ । ଆପଣ କିଛି ଖୁଶି ଖବର ପାଇବା ପାଇଁ ଯାଉଛି କିଛି ନୂଆ କିମ୍ବା ପୁରୁଣା ସମ୍ପତ୍ତି ମାମଲା ଆପଣଙ୍କ ପାଇଁ ଆଉ ସମସ୍ଯା ଆଣିବନି ।
ଆପଣ ଏହି ସମୟରେ ଯାହାଭି କରିବେ ଦେଖି ଚାହିଁ କରିବେ କାରଣ ଆପଣ କରୁଥିବା କାମ ଆପଣଙ୍କ ପାଇଁ ଭବିଷ୍ୟତ କୁ କିଛି ଫଳା ଫଳ ଦେଇ ଜୀବ । ଆପଣଙ୍କ ଜୀବନରେ ଚାକିରି ମିଳିବାର ସମ୍ଭାବନା ଅଛି । ଆପଣ ନିଜ ପରିବାର ସହ କେଉଁ ଜାଗାକୁ ବୁଲିବା ପାଇଁ ଯାଇ ପାରନ୍ତି । ଆପଣଙ୍କୁ କେହି ପ୍ରପୋଜ ମଦ୍ଧ୍ହୟ କରି ପାରେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ର ସୁଯୋଗ ମିଳିବ । ସମାଜରେ ଆପଣଙ୍କ ମାନ ସମ୍ମାନ ମିଳିବ । ଆପଣ ନିଜ ସ୍ୱାସ୍ଥ୍ୟ କୁ ନେଇ ଟିକେ ସଚେତନ ରହିବେ । ଏହି ଦୁଇ ରାଶି ହେଉଛନ୍ତି ସିଂହ ରାଶି ଓ କୁମ୍ଭ ରାଶି ।