ହିନ୍ଦୁ ଧର୍ମରେ ପ୍ରାଚୀନ ଗ୍ରନ୍ଥରେ ଆମ ଜୀବନକୁ ସୁଖମୟ ତାହା ସମୃଦ୍ଧି କରାଇବା ପାଇଁ ଅନେକ ମହତ୍ଵ ପୂର୍ଣ୍ଣ କଥା କୁହାଯାଇଛି । ଆମ ପୁରାଣରେ ଏମିତି ଅନେକ କଥା କୁହାଯାଇଛି ଯାହା ମଣିଷକୁ ଦୀର୍ଘାୟୁ ବଞ୍ଚିବା ପାଇଁ ଉପୋଯୋଗୀ ଅଟେ । ଗରୁଡ ପୁରାଣ ହିନ୍ଦୁ ଧର୍ମର ପ୍ରାଚୀନ ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ ଅଟେ । ଗରୁଡ ପୁରାଣରେ ଭଗବାନ କୃଷ୍ଣ ଓ ଗରୁଡ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଭଗବାନ କୃଷ୍ଣ ଗରୁଡଙ୍କୁ ଜୀବନ ଓ ମୃତ୍ୟୁ ସମ୍ପର୍କରେ ମହତ୍ଵ ପୂର୍ଣ୍ଣ ଜ୍ଞାନ ଦେଇଛନ୍ତି ଯାହା ପ୍ରତେକ ମଣିଷ ଜାଣିବା ଉଚିତ । ଆଜି ଆମେ ଆପଣଙ୍କୁ ଭଗବାନ କୃଷ୍ଣଙ୍କ ମଣିଷ କେଉଁ ଖାଦ୍ୟ ଖାଇବା ଦ୍ଵାରା ଆୟୁଷ କମିଥାଏ ତାହା କହିବାକୁ ଯାଉଛୁ ।
ଭଗବାନ କୃଷ୍ଣ କହିଛନ୍ତି ଭୋଜନ କରିଲେ ହିଁ ଶରୀରକୁ ଶକ୍ତି ମିଳିଥାଏ । ଭୋଜନ କରିବା ସମୟରେ ମଣିଷକୁ ଶାସ୍ତ୍ର ଅନୁଯାୟୀ ମହତ୍ଵ ପୂର୍ଣ୍ଣ ନିୟମ ପାଳନ କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବା ମଣିଷ ଦୀର୍ଘାୟୁ ହେବ ସହ ସୁନ୍ଦର ରୂପ ପାଇଥାଏ । ଏହା ସହ ମା ଅର୍ଣ୍ଣପୂର୍ଣ୍ଣାଙ୍କ କୃପା ମଣିଷ ଉପରେ ରହିଥାଏ । ଯାହା ଫଳରେ ଜୀବନରେ କେବେ ଧନର ଅଭାବ ରୁହେ ନାହି । ଭଗବାନ କୃଷ୍ଣ ଗରୁଡଙ୍କୁ ୩ ପ୍ରକାରର ଖାଦ୍ଯ ବିଷୟରେ ଖିଛନ୍ତି ଯାହା ମଣିଷ କେବେ ଖାଇବା ଉଚିତ ନୁହେଁ ଯଥା-
୧- ଭଗବାନ କୃଷ୍ଣ କହିଛନ୍ତି ମଣିଷ ନିଜର ପାଞ୍ଚ ଆଙ୍ଗୁଳି ସଫା କରି ଭୋଜନ କରିବା ଉଛି ଅଟେ । ଦୁଇ ହାତ, ଗୋଡ ଓ ମୁହଁକୁ ସଚ୍ଚା କରି ଭୋଜନ କରିବା ଉକିତ । ଏହା ଦ୍ଵାରା ଶରୀରର ରୋଗ ଉକ୍ତ ହେବ ସହ ମଣିଷ ଦୀର୍ଘାୟୁ ହୋଇଥାଏ ।
୨- ଭୋଜନ କରିବା ପୂର୍ବରୁ ଭଗବନଙ୍କୁ ଧନ୍ୟବାଦ ଦେବା ଉଚିତ । ସଂସାରର ସବୁ ପ୍ରାଣୀଙ୍କୁ ଭୋଜନ ପ୍ରଦାନ କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ । ଏହି ପ୍ରକାରର ଅର୍ଣ୍ଣ ଦେବତାଙ୍କୁ ପ୍ରଣାମ କରି ଭୋଜନ କରିଲେ ମଣିଷକୁ ପାପ ଲାଗେ ନାହି ।
୩- ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟକୁ ଭୋଜନ କରିବା ସମୟରେ କଥା ହେବା ଅନୁଚିତ । ଯେବେ ମଣିଷ ରାଗରେ ଥାଏ ସେହି ସମୟରେ ଭୋଜନ କରିବା ଠିକ ନୁହେଁ । କାନ୍ଦି ବା ହସି ଭୋଜନ କରିଲେ ଶରୀରରେ ବିକାର ଉତପନ ହୋଇଥାଏ ।
୪- ଭୂମି ଉପରେ ବସି ଭୋଜନ କରିବା ସର୍ବୋତ୍ତମ ଅଟେ । ଏଥିପାଇଁ ଉଷ୍ମତା ପୃଥିବୀକୁ ପ୍ରବେଶ କରିଥାଏ । ଖଟ ଉପରେ ବସି ଭୋଜନ କରିଲେ ରୋଗ ଉତାପନ ହୋଇଥାଏ ଓ ଆୟୁଷ କମ ହୋଇଥାଏ ।
୫- ଭୋଜନରେ ଚୁଟି ବାହାରିଲେ ଅଶୁଦ୍ଧ ହେବା ସହ ନିଜେ ଖାଇବା ଅନୁଚିତ । ଏମିତି ଭୋଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ । ମଣିଷ ଅନ୍ୟ କାହା ପାଇଁ ପରଷା ହୋଇଥିବା ଖାଦ୍ଯ ଖାଇଲେ ତା ଉପରେ ମା ଅର୍ଣ୍ଣପୂର୍ଣ୍ଣା ରୁଷ୍ଟ ହୋଇଥାନ୍ତି ।
୬- ଯଦି କୌଣସି ବ୍ୟକ୍ତି ଭୋଜଙ୍କୁ ପାଦ ପକାଇ ବା ଡେଇଁ ଚାଲି ଯାଇଥିଲେ ଭୋଜନ କରିବା ଅନୁଚିତ । ଏମିତି ଭୋଜନ ପଶୁଙ୍କୁ ଖାଇବାକୁ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।