ନମସ୍କାର ବନ୍ଧୁଗଣ,ଶୁକ୍ରାଚାର୍ଜ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ପୁରୁଷ ଙ୍କ ବିଷୟରେ ଆଜି ଆମେ ଜାଣିବା ଯେଉଁମାନଙ୍କୁ ତାଙ୍କ ସ୍ତ୍ରୀ ଛାଡିଦେଇ ଅନ୍ୟପୁରୁଷଙ୍କ ପାଖକୁ ଚାଲିଯାଇଥାନ୍ତି । ପୁରୁଷଙ୍କ କେଉଁ କମିରୁ ତାଙ୍କ ସ୍ତ୍ରୀ ମାନେ ଶାନ୍ତି ନଥାନ୍ତି । ଶୁକ୍ରାଚାର୍ଜ୍ୟଙ୍କ ସମସ୍ତ ନୀତିକୁ ସଂସାରର ଶ୍ରେଷ୍ଟ ନୀତି ବୋଲି ମନାଯାଏ । ଏବେ ଆସନ୍ତୁ ଜାଣିବା କିଭଳି ପୁରୁଷ କୁ ଛାଡିଦିଅନ୍ତି ସେମାନଙ୍କ ସ୍ତ୍ରୀ । ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ ଗୋଟେ ସେବକ ଠାରୁ ଆରମ୍ଭ କରି ରାଜା ପର୍ଯ୍ୟନ୍ତ,ମିତ୍ର ଏବଂ ଶତ୍ରୁକୁ ଚିହ୍ନିବା, ଧନ ଦେବା ସମୟରେ ଏବଂ ନେବା ସମୟରେ କେଉଁ ସବୁ କଥାର ଧ୍ୟାନ ରଖିବା, ଧନ ବୃଦ୍ଧି କିପରି ହେବ ଏସବୁ ଉପରେ ରଚନା କରିଛନ୍ତି ଶୁକ୍ରାଚାର୍ଜ୍ୟ ଓ ମହତ୍ଵପୂର୍ଣ ଜ୍ଞାନ ଦେଇଛନ୍ତି ସଂସାରକୁ ।
ଅତ୍ୟଧିକ ରଗୁଥିବା ବ୍ୟକ୍ତି ଯେଉଁମାନେ ଛୋଟ ଛୋଟ କଥାରେ ରାଗିଥାନ୍ତି,ଚିଡିଥାନ୍ତି ଏବଂ ମାରନ୍ତି ତାଙ୍କ ସ୍ତ୍ରୀଙ୍କ ମନରେ ତାଙ୍କ ପ୍ରତି ପ୍ରେମ ଭାବ ଆସେ ନାହି । ଏବଂ ଅନ୍ୟ ପୁରୁଷଠାରୁ ସହନଭୂତି ଆଶା କରିବସନ୍ତି । ତେଣୁ ସ୍ତ୍ରୀ ଉପରେ ଅତ୍ୟଧିକ ରାଗିବା ଉଚିତ ନୁହେଁ ।
ଯେଉଁ ପୁରୁଷ ନଂପୁଷକ ଭଳି ବ୍ୟବହାର କରନ୍ତି, ବା ନିଜ ସ୍ତ୍ରୀକୁ ଶାନ୍ତି କରିପାରୁନଥିବେ ତେଣୁ ସ୍ତ୍ରୀ ଏଭଳି ସ୍ଵାମୀକୁ ପାଇ ଅସନ୍ତୁଷ୍ଟ ଥାନ୍ତି । ଏବଂ ଏହି ସୁଖକୁ ଅନ୍ୟ ପୁରୁଷଠାରୁ ଆଶା କରନ୍ତି । ସେଥିପାଇଁ ସ୍ଵାମୀକୁ ସ୍ତ୍ରୀର ସମସ୍ତ ଚାହୁଥିବା ଇଛା କୁ ପୁରା କରିବା ଦରକାର ଯାହାଦ୍ୱାରା ସ୍ତ୍ରୀ ତୁମ ସହିତ ଖୁସିରେ ରହିବ ଏବଂ ଭଲ ପାଇବ ।
ଯେଉଁ ପୁରୁଷ ଛୋଟ ଛୋଟ କଥାରେ ନିଜ ସ୍ତ୍ରୀ କୁ ଦଣ୍ଡ ଦିଏ ବା ହିଂସା କରେ ଏଭଳି ପୁରୁଷ କୁ ସ୍ତ୍ରୀମାନେ ଛାଡି ଦେବା ହିଁ ଠିକ ଭାବନ୍ତି । ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ କେବେ ଅପମାନ ଦିଅନ୍ତୁନି ବା ହିଂସା କରନ୍ତୁ ନହିଁ ଏହାଦ୍ବାରା ସ୍ତ୍ରୀର ଭଲ ପାଇବା କମି ଯାଇପାରେ । ଏହାଦ୍ଵାରା ଅନ୍ୟ ପୁରୁଷ ଙ୍କୁ ପ୍ରିୟା ଭବିପାରନ୍ତି । ଯେଉଁ ସ୍ଵାମୀ ସ୍ତ୍ରୀ ସହ ବସି ଟିକେ ସମୟ ପ୍ରେମଭରା କଥା ନ ହୋଇ ସବୁବେଳେ କଠୋର ଭାବେ ଆଦେଶ ଦିଅନ୍ତି ସେଭଳି ସ୍ଵାମୀଠୁ ସେମାନେ ଦୂରେଇ ରହିବା ପସନ୍ଦ କରନ୍ତି ।
ତେଣୁ ପୁରୁଷ ମାନେ କେବେ ଏମିତି କରନ୍ତୁ ନହିଁ ନିଜ ସ୍ତ୍ରୀ ସହ । ଯେଉଁ ପୁରୁଷ ସ୍ତ୍ରୀକୁ ଛାଡି ଏକା ବୁଲାବୁଲି କରନ୍ତି ବାହାରେ ସେମାନଙ୍କ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମୟ କଟେଇଥାନ୍ତି । ଅଧିକ ସମୟ ପର୍ଯ୍ୟନ୍ତ ସ୍ତ୍ରୀ ଠୁ ଦୂରେଇ ରୁହନ୍ତୁ ନାହିଁ । ଏବଂ ଯେଉଁ ବ୍ୟକ୍ତି ଧନ କମେଇବାରେ ଅସମର୍ଥ ଥାନ୍ତି ଓ ଘରେ ବସି ପଇସା କମେଇବାର ସ୍ଵପ୍ନ ଦେଖନ୍ତି ସେଭଳି ସ୍ବାମୀଙ୍କୁ ଛାଡିଦିଅନ୍ତି ତାଙ୍କ ସ୍ତ୍ରୀ ।
ଏବଂ ଏକ ଧନୀ ପୁରୁଷ ସହ ସମ୍ପର୍କ ରଖିଥାନ୍ତି । ତେଣୁ ଗୋଟିଏ ପୁରୁଷକୁ ନିଜ ଘର ଲୋକଙ୍କୁ ଖୁସି କରିବା ପାଇ ସବୁବେଳେ ଧନ କମେଇବାର ରାସ୍ତା ଖୋଜିବା ଦରକାର । ଯେଉଁ ପୁରୁଷ ସ୍ତ୍ରୀ ଥିବା ସତ୍ବେ ବେଶ୍ୟା ମାନଙ୍କ ସହ ସମ୍ପର୍କ ରଖିଥାଏ ଏଭଳି ପୁରୁଷ ଠୁ ବିରକ୍ତ ହୋଇ ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖିଥାଏ ।
ତେଣୁ ଗୋଟେ ପୁରୁଷକୁ ଭୁଲରେ ବି ପର ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବା ଉଚିତ ନୁହେଁ । ଶୁକ୍ରାଚାର୍ଜ୍ୟ ଙ୍କ ଅନୁସାରେ ଗୋଟେ ସ୍ତ୍ରୀକୁ ଭୁଲ ରାସ୍ତା ବାଛିବା ପୂର୍ବରୁ ସ୍ଵାମୀକୁ ଏସବୁରୁ ଦୂରେଇ ଯିବା ଉଚିତ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।