ଏହାକୁ ଶୁଣିବା ପରେ, ଅନ୍ୟର କଥାରେ ଆଉ କେବେ ରାଗିବେ ନହିଁ- Motivational Tips

ଆମେ ଏକ ସାମାଜିକ ପ୍ରାଣୀ ଆମେ ପରିବାର ମଧ୍ୟରେ ରହୁଛେ । ବେଳେବେଳେ ଆମକୁ କେହି ଆମକୁ କିଛି କାଟୁ କଥା କହି ଥାନ୍ତି ଏହା ପାଇଁ ଆମେ ସବୁ ବେଳେ ମନ ଖରାପ କରି ଥାଉ । ଆପଣ ମାନେ ଦେଖିଥିବେ କି ପିଲାବେଳେ ଅନେକ ଝଗଡା ହୋଇ ଥାଏ । ଏହା ଠାରେ ନୁହେଁ ସବୁ ବେଳେ ହୋଇ ଥାଏ । କିନ୍ତୁ ଏହା ମଧ୍ୟରୁ ସବୁ କିଛି ଭୁଲି ଯାଇ ଥାଉ । କିନ୍ତୁ ଯଦି ଆପଣଙ୍କୁ କିଛି କଟୁ କଥା କହିଛି ଆଜି ଭି ତାହା ମନେ ଅଛି ଓ ସେହି ବ୍ୟକ୍ତି ମଧ୍ୟ ମନେ ଅଛି ।

ବାକ୍ୟ ସାମାନ୍ଯ କେତେ କଷ୍ଟ ଦେଇଥାଏ ଜାଣି ପରୁଥିବେ ଆପଣ । ଏହା ଠାରୁ ଆମେ କିଭଳି ମୁକ୍ତି ପାଇବା । ଯେଉଁ ଭଳି କି କାହାର କଟୁ କଥା ଆମକୁ ଆଘାତ ନ ଦେଇ ପାରେ । ଆଜି ଆମେ ଆପଣଙ୍କୁ ଏକ କାହାଣୀ ଦ୍ଵାରା କହିବୁ । ଏହି କାହାଣୀ ହେଉଛି ଏକ ସାଧୁ ଙ୍କର ଯିଏ କି ଜାପାନ ରେ ରହିଥିଲେ । ଜେନ ସାଧୁଙ୍କ ନାମ ସବୁ ଆଡେ ପ୍ରଚାର ହୋଇଯାଇ ଥାଏ ।

ଦିନେ ସେ ନିଜ ଶିଷ୍ୟ ସହ ଏକ ଜାଗାକୁ ଯାଉଥିଲେ । ବାଟରେ ତାଙ୍କୁ ଏକ ଲୋକ ଅଟକାଇ ତାଙ୍କୁ ବହୁତ କିଛି କହି ଦେଇ ଥିଲେ । କିନ୍ତୁ କିଛି ସମୟ ପରେ ସେ ଚାଲିଯାଇ ଥିଲା ଓ ସାଧୁ ଚାଲିଗଲେ । ଏହା ପରେ ଶିଷ୍ୟ ଙ୍କୁ ଖୁବ ରାଗ ଆସୁଥାଏ । କିନ୍ତୁ ସାଧୁ ଜଣଙ୍କ କିଛି ନ କହି ଚାଲି ଗଲେ ।

ଜାପାନ ରେ ଥିବା ଲୋକମାନେ କେବଳ ମାନଶୀକ ସ୍ତରରେ ଠିକ ନୁହଁ କିନ୍ତୁ ଏହା ସହ ଜାପାନ ର ଲୋକମାନେ ଶାରୀରିକ ସ୍ତରରେ ମଧ୍ୟ ଖୁବ ମଜବୁତ ହୋଇ ଥାନ୍ତି । କିନ୍ତୁ ତଥାପି ଶାଧୁ କିଛି କହି ନଥିଲେ । କିଛି ଦିନ ପରେ ସାଧୁ ଏକ କଥା କହିଥିଲେ ସେ କହିଲେ କି ମୁ ଏହାର ଉତ୍ତର ଆଗାମୀ ଦିନରେ ଉତ୍ତର ଦେବେ ।

କିଛି ଦିନ ପରେ ଆଉ ଏକ ଜାଗାକୁ ଯିବା ପାଇଁ ବାହାରିଲେ । ସେଇ ସମୟରେ ସାଧୁ କହିଲେ ଶିଷ୍ୟ ଙ୍କୁ ନିଏ ଏହି ପଙ୍କ କୁ ନେଇକି ଆପଣ ନିଜ ଦେହରେ ଲଗାନ୍ତୁ । କିନ୍ତୁ ଶିଷ୍ୟ କହିଲେ କି ମୁ ଆପଣଙ୍କ ସହ ଏକ ଜାଗାକୁ ପ୍ରଭଚନ ଦେବା ପାଇଁ ଯାଉଛି ଖରାପ ବସ୍ତ୍ର ପିନ୍ଧିକି କିଭଳି ଜୀବି ।

ଏହା ପରେ ଶିଷ୍ୟଙ୍କୁ ସାଧୁ କହିଲେ କି ଯଦି ତୁମେ ଏକ ସାମାନ୍ଯ ପୋଷାକ ପିନ୍ଧିକି ଏହାର ଦେହରେ ଦାଗ ଲଗାଇବା ପାଇଁ ଇଛା କରୁନା କିନ୍ତୁ ମୁ ଏକ ସୁନ୍ଦର ମନ ଓ ସୁନ୍ଦର ମସ୍ତିସ୍କ ଓ ସୁନ୍ଦର ଦେହ ନେଇ ଯାତ୍ରା କରୁଛି ଏହା ଦେହରେ କିଭଳି ମୁ ପଙ୍କ ଭଳି ଏହି କାଦୁଅ କୁ ଲଗାଇ ଥାନ୍ତି ।

ଏହା ପରେ ଏହା ମଧ୍ୟ କହିଲେ କି ଯେଉଁ ଭଳି ତୁମେ ମି ଦେଇଥିବା ପଙ୍କ କୁ ମତେ ଫେରାଇ ଦେଲା ସେଇ ଭଳି ମୁ ମଧ୍ୟ ସେଇ ବ୍ୟକ୍ତି ଦେଇ ଥିବା କଥାକୁ ଫେରାଇ ଦେଲି । ମୁ ଏକ ସାଧୁ ମୁ ମୋ କାମ କରୁଛି ଏହା ପାଇଁ କିଛି ଲୋକଙ୍କ ମନରେ ସମ୍ମାନ ଅଛି ଓ କିଛି ଲୋକଙ୍କ ସ୍ଵାର୍ଥ ପୂରଣ ହୋଇ ପାରୁନି ଯେଉଁ ମାନଙ୍କ ସ୍ଵାର୍ଥ ପୂରଣ ହୂୟ ପାରୁନି ସେମାନଙ୍କ ପାଇଁ ମୁ ଖରାପ ତେବେ ଏହାକୁ ମୁ କଣ କେହି ବଦଳାଇ ପାରିବେ ନି । କିନ୍ତୁ ଏହା ଧ୍ୟାନ ଦେଇ ପାରିବା କି ସେମାନଙ୍କ ପାଇଁ ଆମ ଜୀବନ ଖରାପ ନ ହଉ ।

Leave a Reply

Your email address will not be published. Required fields are marked *