ନମସ୍କାର ବନ୍ଧୁଗଣ, ସବୁ ମହିଳା ଚାହାନ୍ତି ସେ ଗୋଟେ ପିଲାର ମା ହୁଅନ୍ତୁ ବୋଲି । କିନ୍ତୁ କିଛି ମହିଳା ଏହି ଖୁସିରୁ ବଞ୍ଚିତ ରହିଯାନ୍ତି । ଯଦି ଆପଣ ସନ୍ତାନ ସୁଖ ଲାଭ କରିପାରୁନାହାନ୍ତି ତେବେ କିଭଳି ଆପଣ ଗର୍ଭଧାରଣ କରିପାରିବେ, କେଉଁ ଉପାୟରେ ଏହି ଅସୁବିଧାର ନିରାକରଣ ହେବ କିଭଳି ଜଣେ ନାରୀ ଏହି କଷ୍ଟରୁ ବଞ୍ଚିତ ହେବ ଆଜି ଆମେ ଜାଣିବା । ତେବେ ଆସନ୍ତୁ ଏହା ବିଷୟରେ ଆମେ ଜାଣିବା ।
ଗର୍ଭଧାରଣା ପାଇଁ ଆପଣ ମାନେ ବହୁତ କିଛି କରି ବିଫଳ ନିଶ୍ଚୟ ହୋଇଥିବେ, ନିରାଶ ମଧ୍ୟ ହୋଇଥିବେ । କିନ୍ତୁ ଆଜି ଆପଣ ନିରାଶ ହେବେ ନାହିଁ । ଆଜିର ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ ଆପଣଙ୍କ ଜୀବନରେ ଖୁସି ଫେରି ଆସିବ । ସବୁବେଳେ ଗୋଟିଏ ନାରୀର ଦୋଷ ପାଇଁ ଏହା ହେଇନଥାଏ ବେଳେବେଳେ ପୁରୁଷଙ୍କର ମଧ୍ୟ ଦୋଷ ରହିଥାଏ ।
କିନ୍ତୁ ଯଦି ଗୋଟିଏ ନାରୀର ଦୋଷ ରହିଥାଏ ତେବେ ଆପଣ ଏହି ଉପାୟଟି ନିଶ୍ଚୟ କରନ୍ତୁ । ଯଦି ଆପଣଙ୍କର ଗର୍ଭଧାରଣରେ କୌଣସି ଅସୁବିଧା ଆସୁଥାଏ ଏବଂ ଯଦି ପିଲା ନଷ୍ଟ ହେଇଯାଉଥାଏ ତେବେ ଏହିସବୁ ସମସ୍ୟା ର ଗୋଟିଏ ସମାଧାନ ଅଛି । ଯାହା ଚରକ ସଂଗୀତା ରେ ସୁନ୍ଦର ଭାବେ ବର୍ଣନା କରାଯାଇଛି ।
ଯଦି କୌଣସି ମହିଳାଙ୍କର ଜନ୍ମ ବନ୍ଧ୍ୟା, କାକ ବନ୍ଧ୍ୟା ବା ମୃତ ବଚା ବନ୍ଧ୍ୟା ଦୋଷ ରହିଥାଏ ତାହେଲେ ଏକ ଅବିବାହିତ କନ୍ୟା ଦ୍ଵାରା ଗୋଟିଏ ପଳାଶ ଗଛର ପତ୍ରକୁ ଏକବର୍ଣୀ ଗାଈର କ୍ଷୀର ସହିତ ପଳାଶ ପତ୍ରକୁ ଆପଣ ଭଲ ଭାବେ ବାଟି ଦିଅନ୍ତୁ । ଯଦି ଦେଶୀ ଗାଈର କ୍ଷୀର ହୋଇଥିବା ତେବେ ଆହୁରି ଭଲ । ଭଗବାନ ଗଣେଶଙ୍କର ରକ୍ଷା ମନ୍ତ୍ରକୁ ସାତ ଥର ପଢି ବଟା ଯାଇଥିବା ଦ୍ରବ୍ୟ କୁ ଅଭିମନ୍ତ୍ରିତ କରନ୍ତୁ ।
ଏହାପରେ ଯେଉଁ ମହିଳାଙ୍କର ଗର୍ଭଦୋଷ ରହୁଛି ପିରିଅଡର ପ୍ରଥମ ଦିନରୁ ଲଗାତାର ସାତଦିନ ପର୍ଯ୍ୟନ୍ତ ସେହି ବଟାକୁ ପିଇବାକୁ ଦିଅନ୍ତୁ । ନିଶ୍ଚୟ ଗର୍ଭଦୋଷ ବା ସନ୍ତାନ ନଷ୍ଟ ଦୋଷର ନିରାକରଣ ହେବ । ଏବଂ ଯେଉଁ ଗଣେଶଙ୍କର ରକ୍ଷା ମନ୍ତ୍ରଟି ରହିଲା ତାକୁ ମନେରଖନ୍ତୁ,
ଓଁ ଦଦନ୍ମା ଗଣପତେ ରକ୍ଷା ସୂତ ମସୃତ ଦେହି ଏହି ମନ୍ତ୍ରଟିକୁ ସାତଥର ଜପ କରି ଅବିବାହିତ ଝିଅଙ୍କ ହାତରେ ଏକବର୍ଣୀ ଗାଇର କ୍ଷୀରରେ ପଳାଶ ପତ୍ରକୁ ବାଟି ପିରିଅଡର ପ୍ରଥମ ଦିନରେ ଗାଧୋଇସାରି ଖାଲି ପେଟରେ ପିଇବାକୁ ଦିଅନ୍ତୁ ଯେଉଁମହିଳା ଙ୍କର ଗର୍ଭଦୋଷ ରହିଅଛି ।
ଏହା ଆପଣଙ୍କୁ ସାତ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଏହା କରିବା ଫଳରେ ନିଶ୍ଚିନ୍ତ ଭାବେ ଆଗାମୀ ପିରିଅଡ ବେଳକୁ ଆପଣ ଗର୍ଭ ଧାରଣ କରିବା ପାଇଁ ସକ୍ଷମ ହୋଇ ପାରିବେ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।