ଏହି 3ଟି ସ୍ଵପ୍ନ ବିଷୟରେ ଅନ୍ୟକୁ ଭୁଲରେ ବି କୁହନ୍ତୁ ନାହିଁ, ଅଚାନକ ଆସିପାରେ ମୃତ୍ୟୁ- Swapna Shastra

ଆମେ ଆମ ଜୀବନରେ ଆମେ ଦିନ ସାରା ଜାହହ ଭି କରିଥାଉ ସେହି ଅନୁସାରେ ଆମେ ନିଜର ସ୍ଵପ୍ନ ଦେଖି ଥାଉ ବୋଲି ଜାଣି ଥାଉ । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ସ୍ଵପ୍ନ ରେ ଦେଖୁଥିବା ଜିନିଷ ଗୁଡିକ ଅନେକ ସମୟରେ ଆମକୁ ଆମ ଭବିଷ୍ୟତ ଦେଖାଇ ଦେଇ ଥାଏ । ତେବେ ଯଦି ଆମେ କହିବା କି ଆମେ ଏଭଳି କିଛି ସ୍ଵପ୍ନ ଦେଖିଛୁ ଯାହାକୁ ଆମେ ଭୁଲି ଯାଇଛୁ ତେବେ ଏହା ହୁଏତ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ ।

ଯଦି ଆମେ ଦେଖିବା କି ଆମେ କିଛି ଭଲ ଜିନିଷ ଦେଖୁଚୁ କିମ୍ବା କିଛି ଜୀବ ଜନ୍ତୁ ଦେଖୁଚୁ ତେବେ ହୁଏତ ଏହା ଖୁବ ଭଲ ହୋଇ ଥାଇ ପାରେ ଆମ ପାଇଁ । ମାତ୍ର ଏହାକୁ ଆମେ କିଭଳି ଜାଣିବା ଆସନ୍ତୁ ଜାଣିବା । ଯଦି ଆପଣ ସପ୍ନ ରେ ବାରମ୍ବାର ସାପ ଦେଖୁଛନ୍ତି ଏହାର ମାନେ ଉଭୟ ଅଶୁଭ ଓ ଶୁଭ ହୋଇ ପାରେ ।

ଯଦି ଆପଣ ସବୁବେଳେ ଏକ ସାପ କୁ ଦେଖୁଛନ୍ତି ତାହେଲେ ଜାଣି ନିଅନ୍ତୁ କି ଆପଣ ପୂର୍ବ ଜନ୍ମ ରେ କରିଥିବା କିଛି କାମ କୁ କେହି ମାନେ ପକେଇବା ପାଈଁ ଚେଷ୍ଟା କରୁଛି । କାରଣ ସାପ ମାନେ ଯେତେ ଥର ଭି ଜନ୍ମ ନେଇ ଥାନ୍ତି ତାଙ୍କୁ ତାଙ୍କ ପୂର୍ବ ଜନ୍ମ ବିଷୟରେ ମାନେ ଥାଏ ତ ହୁଏ ଆପଣଙ୍କୁ କେହି ଏହି ବିଷୟରେ ଜାଣିବା ପାଇଆନ ସଂକେତ ଦେଉଛି । ଏହା ଛଡା ଆପଣ ଯଦି ସାପ କୁ ମାରି ଯାଇଥିବା ର କିମ୍ବା ଆପଣଙ୍କୁ ସାପ କାମୁଡି ବାର ଦେଇଖୁଛନ୍ତି ତାହେଲେ ଏହା ଅଶୁଭ ଅଟେ ବୋଲି କୁହାଯାଏ ।

ଯଦି ଆପଣ ମନ୍ଦିର ଅଗଣାରେ ବୁଲୁଥିବା ସାପ କିମ୍ବା ସାପ ଯାହା ଆପଣଙ୍କ ରାସ୍ତାରେ ଯାଇଛି ତାକୁ ଦେଖୁଥିବେ ତେବେ ଏହା ଆପଣଙ୍କୁ ଖୁବ ଭଲ ଫଳ ଦେବ । ଯଦି ଆପଣ ଧଳା ସାପ ଦେଖୁଛନ୍ତି କିମ୍ବା ସାନ୍ତ ଥିବା ସାପ ଯଦି ଆପଣ ଦେଖୁଛନ୍ତି ତେବେ ଏହା ଖୁବ ଶୁଭ ଦାଇ ଅଟେ । ଯଦି ଆପଣ ସ୍ଵପ୍ନ ରେ ଝିଟିପିଟି ଦେଖା ଯାଇଥାଏ । ତେବେ ଆପଣ ଜାଣି ନିଅନ୍ତୁ କିଛି ଭଲ ହେବ ଅପାଇନ ଯାଉଛି ଏହାର କାରଣ ହେଉଛି କି ଝିଟିପିଟି ହେଉଛି ମା ଲକ୍ଷ୍ମୀ ଙ୍କ ସଂକେତ ।

ଯଦି ଆପଣ ଝିଟିପିଟି କୁ କାନ୍ଥରେ ଚଢିବାର କିମ୍ବା କିଛି ପୋକ ଖାଇବାର ଦେଖୁଛନ୍ତି ତାହେଲେ ଆପଣ ଜଣାଇ ନିଅନ୍ତୁ ଘରକୁ ଧନର ଆଗମନ ହେବା ପାଇଁ ଯାଉଛି । ଏହା ସହ ଅଟକି ଯାଇଥିବା ଧନ ମଧ୍ୟ ଆପଣଙ୍କୁ ମିଳିଯିବ । ଯଦି ଆପଣ ଦୁଇଟି ଝିଟିପିଟି କୁ ଝଗଡା ହେବାର ଦେଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଏହା ଆପଣଙ୍କ ଘରେ ହେବାକୁ ଯାଉଥିବା ଝଗଡାର ପ୍ରତୀକ ଅଟେ ।

ଯଦି ଆପଣ ସ୍ଵପ୍ନ ରେ ଗାଈ କୁ ଦେଖୁଛନ୍ତି ତାହେଲ ଆପଣଙ୍କ କାମ ସଫଳ ହେବ । ଯଦି ଆମେ ଧଳା ଗାଈ ଦେଖୁଛନ୍ତି ତାହେଲେ ଆମେ ଜାଣିବା କି ଆମେ ଶୁଭ ଫଳ ପାଇବା ପାଇ ଯାଉଛନ୍ତି । ଯଦି ଆପଣ ସ୍ଵପ୍ନରେ ସମୁଦ୍ର ର ସ୍ଵପ୍ନ ଦେଖୁଛନ୍ତି ତାହେଲେ ଜାଣିବେ କି ଆପଣ କିଛି ବିଶାଳ ଜିନିଷ କିମ୍ବା ଶିକ୍ଷା ପାଇବା ପାଇଁ ଯାଉଛନ୍ତି । ଯଦି ଆପଣ ସ୍ଵପ୍ନ ରେ ନିଜର କିମ୍ବା ନିଜ ପ୍ରିୟ ଲୋକଙ୍କ ମୃତ୍ୟୁ ଦେଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଏହା ଖୁବ ଭଲ ଅଟେ କାରଣ ଆପଣଙ୍କ ଉପରେ ଆସୁଥିବା ବିପଦ ଏବେ ଆଉ କାହା ଉପରକୁ ଚାଲି ଯାଇଛି ଜାଣି ନିଅନ୍ତୁ ।

Leave a Reply

Your email address will not be published. Required fields are marked *