ଯେଉଁ ଝିଅଙ୍କର ନାମ ଏହି 4 ଅକ୍ଷରରୁ ଗୋଟିଏ ସେ ଅଧିକ କ୍ରୋଧୀ ପ୍ରକୃତିର ହୋଇଥାନ୍ତି

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକ ଏମାନେ ନିଜ ପାଇଁ ସମୟ ବାହାର କରିପାରୁ ନାହାନ୍ତି । ଯାହା ପାଇଁ ଏମାନେ ନିଜର ଅତି ପ୍ରିୟା ଲୋକଙ୍କ ସହ କଳହ କରିଥାନ୍ତି । ଇଚ୍ଛା ନ ଥାଇ ମଧ୍ୟ ରାଗରେ ଏମିତି କିଛି କଥା କହିଦେଉ ଯାହା ପରବର୍ତ୍ତୀ ସମୟରେ ବଦଳା ଯାଇପାରିବ ନାହି । ବିଶେଷ କରି ଯଦି ବ୍ୟକ୍ତି ରେସ୍ଟ ନ ନେଇଥାଏ ତେବେ କ୍ରୋଧ ଆସିବା ସ୍ଵାଭାବିକ କଥା ହୋଇଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନକର କ୍ରୋଧ ସ୍ଵଭାବ ଅଧିକ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ମହିଳା ମାନଙ୍କ ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

 

୧- B ନାମର ମହିଳା ମାନେ : ଏହି ନାମରୁ ଆରମ୍ଭ ହେଉଥିବା ମହିଳା ଏମାନେ ସିଧା କଥା କହିବାକୁ ପସନ୍ଦ କରନ୍ତି । ଏମାନେ କେତେବେଳ ରାଗିବେ ତାହା କହି ହେବ ନାହି । ଏହା ସହ ଏମାନେ ଯେତେବେଳେ କ୍ରୋଧ କରିଥାନ୍ତି ଅନ୍ୟ ଉପରେ ରାଗ ସୁଝାଇଥାନ୍ତି । କିନ୍ତୁ ଯେତେବଳେ ଏମାନଙ୍କର ରାଗ ଶାନ୍ତ ହୋଇଥାଏ ସେମାନେ କ୍ଷମା ମାଗିବାକୁ କେବେ ବି ସଙ୍କୋଚ ବୋଧ କରନ୍ତି ନାହି । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଅନ୍ୟ ମାନେ ଏମାନଙ୍କୁ କ୍ଷମା କରି ଦେଇଥାନ୍ତି ।

୨- H ନାମର ମହିଳା ମାନେ : ଏହି ନାମରୁ ଆରମ୍ଭ ହେଉଥିବା ମହିଳା ମାନେ ବହୁତ ଯାଦଳି ରାଗିଥାନ୍ତି । ଏମାନେ ନିଜ ସମ୍ପର୍କ କୁ ନେଇ ଅଧିକ ତୀବ୍ର ରହିଥାନ୍ତି । ସେଥିପାଇଁ ଏମାନେ ଯେତେବେଳେ ରାଗନ୍ତି ସେହି ସମୟରେ ନିଜ ହୋସରେ ରୁହନ୍ତି ନାହି । କିନ୍ତୁ ଯେଉଁ ମାନେ ଏମାନଙ୍କର ରାଗ ବିଷୟରେ ପୂର୍ବ ରୁ ଜାଣିଥାନ୍ତି ସେମାନେ ଏମାନଙ୍କୁ କେବେ ବି ଛାଡି ଜାନାନ୍ତି ନାହି । କାରଣ ଏହି ନାମରୁ ଆରମ୍ଭ ହେଉଥିବା ମହିଳା ଏମାନେ ହୃଦୟରୁ ସଫା ଓ କୋମଳ ସ୍ବଭାବର ହୋଇଥାନ୍ତି ।

୩- L ନାମର ମହିଳା ମାନେ : ଏହି ନାମରୁ ଆରମ୍ଭ ହେଉଥିବା ମହିଳା ମାନଙ୍କର ସ୍ଵଭାବ ଅଳ୍ପ କ୍ରୋଧ ଭଳି ହୋଇଥାଏ । ଏମାନେ ରାଗିଲେ ଅନ୍ୟ ଉପରେ ରାଗ ନ ସୁଝାଇ ନିଜର ହିଁ କ୍ଷତି କରିଥାନ୍ତି । ଯେମିତି କି ରାଗିକି ନ ଖାଇବା, ନ ପିଇବା, କାହାକୁ କଥା ନ କହିବା ବା ଏକା ବସି କାନ୍ଦିବା । କିନ୍ତୁ ଯେତେବେଳେ ଯଦି କେହି ସ୍ନେହ ର ସହ ଏମାନଙ୍କୁ ବୁଝାଇଥାଏ ତେବେ ଏମାନକ ରାଗ ଶାନ୍ତ ହେବାକୁ ଅଧିକ ଲାଗେ ନାହି ।

୪- P ନାମର ମହିଳା ଏମାନେ : ଏହି ନାମରୁ ଆରମ୍ଭ ହେଉଥିବା ମହିଳା ମାନେ ଛୋଟ ଛୋଟ କଥାରେ ରାଗିଥାନ୍ତି । ଏମାନେ ନିଜ ମନ କଥାକ ଅନ୍ୟକୁ କହି ପାରନ୍ତି ନାହି । ସେଥିପାଇଁ ଏମାନେ ବହୁତ ଜଲ୍ଦି ରାଗି ଯାଇଥାନ୍ତି । ଏମାନେ ସାନ୍ତ ହୋଇଗଲେ ନିଜ କଥାର ପ୍ରାୟଶ୍ଚିତ କରିବାରେ ପଛାନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *