ଆମେ ଆଜି କହିବା ପାଇଁ ଯାଉଛୁ କି ଭଗବାନ ମହାଦେବ କିଭଳି ଅଟନ୍ତି । ସେ ହେଉଛନ୍ତି ଭୋଳାନାଥ ତ୍ରି ଦେବ ମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଏକ ଦେବ ଯିଏ କି ନିଜ ଭକ୍ତ ମାନଙ୍କ ପାଇଁ କିଛି ଭି କରି ପାରନ୍ତି । ପ୍ରଭୁ ଭୋଳାନାଥ ହେଉଛନ୍ତି ପଶୁପତି ସେ ଜୀବମାଙ୍କ ମଧ୍ୟରେ କେବେ ହେଲେ ପାତର ଅନ୍ତର କରନ୍ତିନୀ । ସେ ନିଜ ଏକ ସାଧୁ ଙ୍କ ଭଳି ଜୀବନ ବିତାଇ ଥାନ୍ତି କିନ୍ତୁ କହିବା ପାଇଁ ଗଲେ ସେ ନିଜ ଭକ୍ତ ମାନଙ୍କ ପାଇଁ ସବୁ ବେଳେ କୁବେର ର ଭଣ୍ଡାର ରଖୀ ଥାନ୍ତି ସେ ସବୁ ବେଳେ ନିଜ ଭକ୍ତ ଙ୍କ ପାଇଁ ସବୁ କିଛି କରିବା ପାଇଁ ଚେଷ୍ଟା କରନ୍ତି ।
ସଭିଏଁ ତାଙ୍କ ସନ୍ତାନ ଅଟୁ କିନ୍ତୁ ଆପଣ ଫଳ ସେତେବେଳେ ପାଇବେ ଯେତେବେଳେ ଆପଣ କିଛି ଭୁଲ କାମ ପାଇଁ କିମ୍ବା କାହାର ଖରାପ କାମ ନକରିବା ପାଇ ଭଗବାନ ଙ୍କ ଆରାଧନା କରିବା ଭଲ ହୋଇ ନଥାଏ । ଭଗବାନ କେବେ ଭି ଏକ ସନ୍ତାନ ମାନଙ୍କ ପାଇଁ ଆଉ ଏକ ସନ୍ତାନ କୁ କଷ୍ଟ ଦେବେନିଇ । ଆଜି ଆମେ କହିବା କୁ ଯାଉଛେ କି ଆମେ ପୂଜା କରିବା ସମୟରେ ଅନେକ କିଛି ଚଢାଇ ଥାଉ ଭଗବାନ ଭୋଳା ନାଥଙ୍କୁ କିନ୍ତୁ ଏହା କେତେ ଦୂର ଠିକ ତାହା ଆମେ ମାନେ ଜାଣିନୁ । ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି ଏହା କେଉଁ କେଉଁ ଜିନିଷ ଆପଣ ଚଢାଇବେ ନି ।
ଶାସ୍ତ୍ରରେ ଦେବୀ ଦେବଙ୍କୁ ପୂଜା କରିବାର ବିଧାନ ଅଛି । ଆପଣ ଯଦି ଉଚିତ ବିଧାନ ସହ ନ କରିବେ ତେବେ ଆପଣ ଏହାର ଖରାପ ପରିଣାମ ପାଇବେ । ଆପଣ ଭଗବାନ ଶିବଙ୍କୁ ତୁଳଷୀ ପତ୍ର ରେ ପୂଜା କରିବେ ନି । ଏହା କରିବା ଦ୍ଵାରା ଆମ ଘରେ ଅସାନ୍ତି ହୋଇ ଥାଏ ଏହା ଅସହ ଆପଣ ଯଦି ଏହାକୁ ଚଢାଇବେ ସ୍ଵାମୀ ସ୍ତ୍ରୀ ନ ଭିତରେ ଝଗଡା ହୋଇ ଥାଏ । ଏହା ଅପରେ ଆସେ କୁକୁମ ଏହାକୁ ଆପଣ ଅନେକ ଥର ସିନ୍ଦୁର ଓ ଚନ୍ଦନ ମଧ୍ୟରେ ରାଖୀ ଦେଇ ଥାନ୍ତି କିନ୍ତୁ ଏହି ଭଳି କରିବା ଖରାପ ହୋଇ ଥାଏ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହାକୁ ଲଗାଇବା ଉଚିତ ନୁହେଁ କାରଣ ହେଉଛି କୁକୁମ ବୈରାଗ୍ୟର ପ୍ରତୀକ ।
ଶଙ୍ଖ ଭଗବାଙ୍କୁ କେବେହେଲେ ଶଙ୍ଖ ରେ ଜଳ ଅର୍ପଣ କରିବେ ନି । କାରଣ ଭଗବାନ ସଂଖାଚୂଡ ନାମକ ରାକ୍ଷଶ କୁ ମାରିଥିଲେ । ଏହା ପରେ ଆସେ ରାଶି ଏହାକୁ ଆମେ ପୂର୍ବ ପୁରୁଷ ମାନଙ୍କୁ ଅର୍ପଣ କରି ଥାଉ । ଏହା ଭଗବାନ ଙ୍କୁ ଚଢାଇବା ଭଲ ନୁହେଁ କାରଣ ଏହା ଭଗବାନ ଙ୍କ ମଳୀରୁ ସୃଷ୍ଟି । ତେବେ ଏହା ଆପଣ ଙ୍କ ପାଇଁ ଅସାନ୍ତି ନେଇ ଆସିବା । ଏହା ସହ ରୋଗ ମଧ୍ୟ ଲାଗି ରହିବ ଆପଣଙ୍କ ଘରେ । ଆପଣ କେବେଭି ଭଗବାନ ଙ୍କୁ କେବେ ଭି ଭଙ୍ଗା ଚାଉଳ ଅର୍ପଣ କରିବେ ନି । ଯଦି ଆପଣ ଏହି ଭଳି କିଛି କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଖରାପ ପରିଣାମ ପାଇବେ ।