ଏହି କେତୋଟି ପଶୁପକ୍ଷୀ ଆପଣଙ୍କୁ କରିଥାନ୍ତି କୋଟିପତି, ଭଲ ସମୟ ଆସିଲେ ମିଳେ ଏହି ସଂକେତ- Shakuna Shastra

ଏମିତି କିଛି ପଶୁ ମାନେ ଅଛନ୍ତି ଯେଉଁ ମାନଙ୍କର ଆଗମନ ହେଲେ ବ୍ୟକ୍ତି ଜୀବନରେ ଶୁଭ ସମୟ ଆସିଥାଏ । ପଶୁ ମାନଙ୍କୁ ଶ୍ରାଦ୍ଧ ସମୟରେ ଦିଆ ଯାଇଥିବା ଖାଦ୍ୟ ଖାଇଲେ ତାହା ପି-ତୃ ପୁ-ରୁ-ଷ ପାଇଛନ୍ତି ବୋଲି ମାନାଯାଏ । ଯଦି ବିଶ୍ବାସର ସହ ଏହି କାମନା କରାଯାଏ ତେବେ ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପଶୁ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଆଗମନ ହେଲେ ଶୁଭ ସଙ୍କେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କାଉ : କାଉ ଶନିଦେବଙ୍କର ବାହନ ହୋଇଥାନ୍ତି । ପ୍ରତିଦିନ କାଉକୁ ଖିରୀ, ରୋଟି ଆଦି ଖାଇବାକୁ ଦେଲେ ଜୀବନରେ ପୂଣ୍ୟ ଅର୍ଜନ ହୋଇଥାଏ । ଏହା ସହ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନ ସଞ୍ଚୟ ହୋଇପାରେ । ରୋଜଗାରରେ ବୃଦ୍ଧି ହୋଇଥାଏ । ଶନିବାର ଦିନ କାଉକୁ ଖିରୀ ଖାଇବାକୁ ଦେଲେ ଶନିଦେବଙ୍କ ବ୍ଯତୀତ ବୁଧ ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ବଂଶ ବୃଦ୍ଧିରେ ସହାୟକ ହୋଇଥାଏ । ଲୁଣିଆ ଖାଦ୍ୟ କାଉକୁ ଖାଇବାକୁ ଦେଲେ ରାହୁ ଦୋଷ ଦୂର ହେବା ସହ ରୋଗରୁ ମୁକ୍ତି ମିଳିଥାଏ ।

୨- କଳା କୁକୁର : କଳା କୁକୁର ହେଉଛି କାଳ ଭଇରବଙ୍କର ବ୍ବାହନ । କୁକୁରକୁ ଶନିବାର ବା ଅମାବାସ୍ୟାରେ ବିସ୍କୁଟ, ରୋଟି ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହ ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ ।

୩- ଜନ୍ଦା ଓ ପିମ୍ପୁଡି : ଜନ୍ଦା ଓ ପିମ୍ପୁଡି ହେଉଛନ୍ତି ପରିଶ୍ରମୀ ଜୀବ । ଯଦି ଏମାନଙ୍କୁ ଚିନୀ ବା ଗୁଡ ଖାଇବାକୁ ଦିଆଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ । ଏହା ସହ ଦୁଖ କଷ୍ଟ ଦୂର ହେବା ସହ ରୋଜଗାରରେ ବୃଦ୍ଧି ହୋଇଥାଏ ।

୪- ପାରା : ପାରା ମଣିଷର ବନ୍ଧୁ ହେବ ସହ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି । ପାରାକୁ ପ୍ରତିଦିନ ଦାନା ଦେଲେ ଆମ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ଧନ ଲାଭ ହେବା ସହ ମଣିଷ କୁକର୍ମରୁ ନିବୃତ୍ତ ହୋଇଥାଏ ।

୫- ଗାଈ : ଗାଈ ହେଉଛି ପବିତ୍ର ପଶୁ ଯାହାର ମଳମୁତ୍ରରେ ଘରକୁ ଶୁଧ କାରଜାଏ । ଗାଇର କ୍ଷୀରରେ ଦହି ହୋଇ ପୂଜା କାମରେ ବ୍ୟବହାର କରାଯାଏ । କୌଣସି ଘର କାମ ଆରମ୍ଭ କରିବା ପୂର୍ବରୁ ଗାଈକୁ ୧୫ ଦିନ ପୂର୍ବରୁ ସେଠାରେ ବାନ୍ଧି ଦେଲେ ସବୁ ଦୋଷ ଦୂର ହୋଇଥାଏ । ଗାଈକୁ ପ୍ରତିଦିନ ରୋଟି ଖାଇବାକୁ ଦେଲେ ଘରେ ସୁଖ ସମୃଦ୍ଧି ଆସିବା ସହ ଧନ ବୃଦ୍ଧି ହୋଇଥାଏ । ଏହା ସହ ରୋଜଗାରରେ ବୃଦ୍ଧି ହେବା ସହ ରୁଣରୁ ମୁକ୍ତି ମିଳିଥାଏ ।

୬- ମାଛ ଓ କଇଁଛ : ମାଛ ଓ କଇଁଛ ହେଉଛନ୍ତି ଭଗବାନ ବିଶୁଣୁଙ୍କର ଅବତାର । ଶାସ୍ତ୍ର ରେ କୁହା ଯାଉଛି ଶନିବାର ଓ ରବିବାର ଦିନ ଅଟାର ଛୋଟ ଛୋଟ ଗୁଳା କରି ଏମାନଙ୍କୁ ଖାଇବାକୁ ଦେଲେ ବୈବାହିକ ଜୀବନରେ ସୁଖ ସମୟ ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *