ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
(୧) ପର୍ଲ ଅଫ ସାଇବେରିଆ କାହାକୁ କହନ୍ତି ?
ଉତ୍ତର – ଵୈକାଲ ଝିଲ୍ଲ
(୨) ଯୋନପୁର ନଗରର ସ୍ଥାପନା କିଏ କରିଥିଲେ ?
ଉତ୍ତର – ଫିରୋଜ ଶାହ ତୁଘଳ୍କ
(୩) ନୀଳ ଆନ୍ଦୋଳନ କେଉଁଠାରେ ହୋଇଥିଲା ?
ଉତ୍ତର – ବଙ୍ଗାଳ
(୪) ବିଶ୍ୱ ର ସବୁଠାରୁ ବଡ଼ ଡେ଼ଲ୍ଟା କେଉଁଟି ଅଟେ ?
ଉତ୍ତର – ସୁନ୍ଦରବନ ର ଡେ଼ଲ୍ଟା
(୫) ଭାରତ ରେ ସର୍ବାଧିକ ବର୍ଷା କେଉଁ ରାଜ୍ୟ ରେ ହୋଇଥାଏ ?
ଉତ୍ତର – ମେଘାଲୟ
(୬) କେଉଁ ଦେଶ ରେ କୁରକୁରେ ଉପରେ ବ୍ୟାନ ଲଗା ହୋଇଛି ?
ଉତ୍ତର – ଇଟାଲୀ
(୭) ଚମ୍ପରଣ ସତ୍ୟାଗ୍ରହ କେବେ ହୋଇଥିଲା ?
ଉତ୍ତର – ୧୯୧୭
(୮) ଚିନା ବାଦାମ କେଉଁ ପ୍ରକାରର ଫସଲ ଅଟେ ?
ଉତ୍ତର – ଖରିଫ
(୯) ଭାରତ ରେ ଜଙ୍ଗଲୀ ଗଧ କେଉଁଠି ଦେଖାଯାଏ ?
ଉତ୍ତର – କଚ୍ଚ ର ରଣ ରେ
(୧୦) ତମ୍ବା ର ଦେଶ କାହାକୁ କୁହାଯାଏ ?
ଉତ୍ତର – ଜାମ୍ବିଆ
(୧୧) କେଉଁ ଦେଶରେ ଇଣ୍ଟରନେଟ ଫ୍ରି ଅଟେ ?
ଉତ୍ତର – ଡେନମାର୍କ
(୧୨) ଶରୀର କେଉଁ ଅଙ୍ଗରେ ୟୁରିଆ ବନିଥାଏ ?
ଉତ୍ତର – ଲିଭର
(୧୩) ବରଫ ରେ ବନିଥିବା ଘରକୁ କଣ କୁହାଯାଏ ?
ଉତ୍ତର – ଇଗଲୁ
(୧୪) ଭାରତରେ କେଉଁ ଜୀବ କୁ ପୋଷିବା ଅପରାଧ ଅଟେ ?
ଉତ୍ତର – ସିଂହ
(୧୫) ଏଫିଲ ଟାୱାର କେଉଁ ସ୍ଥାନରେ ଅଛି ?
ଉତ୍ତର – ଫ୍ରାନ୍ସ
(୧୬) ଟ୍ରିକୋମା ରୋଗ ଶରୀରର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର – ଆଖି
(୧୭) ପ୍ରିଣ୍ଟିଂଗ ପ୍ରେସ ର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା ?
ଉତ୍ତର – ଜର୍ମାନୀ
(୧୯) କେଉଁ ଜୀବ କେବଳ ଭାରତରେ ହିଁ ଦେଖାଯାଏ ?
ଉତ୍ତର – ଘଡିୟଲ
(୨୦) ସାପେକ୍ଷତା ର ସିଦ୍ଧାନ୍ତ କିଏ ଦେଇଥିଲେ ?
ଉତ୍ତର – ଅଲବର୍ଟ ଆଇନଷ୍ଟିନ
(୨୧) ତାଶ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଚୀନ
(୨୨) ବିଶ୍ୱର ସବୁଠାରୁ ବଡ଼ ଦ୍ବୀପ ସମୂହ କେଉଁଟି ଅଟେ ?
ଉତ୍ତର – ଇଣ୍ଡୋନେସିଆ
(୨୩) କଳା ଆଇନା କାହାକୁ କୁହାଯାଏ ?
ଉତ୍ତର – ଗ୍ରାଫାଇଟ
(୨୪) ସବୁଠୁ ବ୍ୟସ୍ତ ମାନବ ଅଙ୍ଗ କେଉଁଟି ଅଟେ ?
ଉତ୍ତର – ହୃଦୟ
(୨୫) ଫ୍ରିଜ ର ଆବିଷ୍କାର କେଉଁ ଦେଶ କରିଥିଲା ?
ଉତ୍ତର – ୟୁ.ଏସ.ଏ
(୨୬) କେଉଁ ଫଳରେ ୨୫% ପଵନ ରହିଥାଏ ?
ଉତ୍ତର – ସେଓ
(୨୭) କେଉଁ ଗଛ କାଠ ରେ କଥତ୍ୟା ବନା ହୁଏ ?
ଉତ୍ତର – ଖେର
(୨୮) ପ୍ରଧାନମନ୍ତ୍ରୀ ବନିବା ପାଇଁ ବୟସ କେତେ ହେବା ଦରକାର ?
ଉତ୍ତର – ୨୫ ବର୍ଷ
(୨୯) ରଙ୍ଗିଲା ବାଦଶାହ କାହାକୁ କୁହନ୍ତି ?
ଉତ୍ତର – ମହମ୍ମଦ ଶାହ
(୩୦) ଏକ ବୟସ୍କ ମନୁଷ୍ୟ ଶରୀରରେ କେତୋଟି ହାଡ଼ ରହିଥାଏ ?
ଉତ୍ତର – ୨୦୬
(୩୧) ଚକ ର ଆବିଷ୍କାର କେଉଁ କାଳ ରେ ହୋଇଥିଲା ?
ଉତ୍ତର – ନବପାଷାଣ କାଳ
(୩୨) ମାହାତ୍ମ୍ୟ ବୁଦ୍ଧ ନିଜର ପ୍ରଥମ ଉପଦେଶ କେଉଁଠାରେ ଦେଇଥିଲେ ?
ଉତ୍ତର – ସାରନାଥ
(୩୩) ବେବୋ କେଉଁ ଦେଶ ର କମ୍ପାନୀ ?
ଉତ୍ତର – ଚୀନ
(୩୪) ଏମିତି କେଉଁ ଶବ୍ଦ ଯାହାକୁ ଲେଖିପାରିବ କିନ୍ତୁ ପଢି ପାରିବ ନାହିଁ ?
ଉତ୍ତର – ନାହିଁ