ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ମାନଙ୍କୁ ଜଣାଇବାକୁ ଯାଉଛୁ କିଛି ମଜାଦାର ପ୍ରଶ୍ନ ଯାହାର ଉତ୍ତର ହୁଏତ ଆପଣଙ୍କୁ ଜଣା ନଥିବ । ଏବଂ ଏହା ଆପଣଙ୍କର ଜ୍ଞାନର ବୃଦ୍ଧି ମଧ୍ୟ କରାଇବ । ଏହି ସବୁ ପ୍ରଶ୍ନ ଆଗରୁ ଆପଣ କେବେ ବି ଜାଣିନଥିବେ ତେବେ ବନ୍ଧୁଗଣ ଜାଣିବା ପାଇଁ ପ୍ରସ୍ତୁତ ଅଛନ୍ତି ତ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନର ଉତ୍ତର ।
୧- କେଉଁ ଦେଶର ଲୋକ ଅଧିକ ପୂଜା କରନ୍ତି ? ଉତ୍ତର: ଭାରତ । ୨- ମହିଳାମାନେ ନିଜ ଜୀବନରେ କେତେ କିଲୋ ଲିପିଷ୍ଟିକ ଲଗାଇଥାନ୍ତି ? ଉତ୍ତର: ୩ କିଲୋ । ୩- କେଉଁ ଜୀବର ହାଡ ସବୁଠାରୁ ଅଧିକ ମଜବୁତ ହୋଇଥାଏ? ଉତ୍ତର: ବାଘ । ୪- ମଶା କେତେ ଉପରକୁ ଉଡିପାରେ ? ଉତ୍ତର: ୫୦ ଫୁଟ । ୫- କେଉଁ ଦେଶରେ ପାଞ୍ଚଟି ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଯାଇ ନାହିଁ ? ଉତ୍ତର: ଆମେରିକା ।
୬- କେଉଁ ଜୀବର ଛାତି ଗୋଟେ ମିନିଟରେ ୯ଥର ଧକ ଧକ ହୋଇଥାଏ ? ଉତ୍ତର: ଚମରୀ ଗାଈ । ୭- ଇତିହାସରେ ସବୁଠାରୁ ବେଶି କେଉଁ ଜୀବର କାଟିବା ଦ୍ଵାରା ମୃତୁ ହୋଇଥିଲା ? ଉତ୍ତର: ମଶା । ୮- ସବୁଠାରୁ କମ ଗାଈ କେଉଁ ଦେଶରେ ଅଛନ୍ତି? ଉତ୍ତର: ପାକିସ୍ଥାନ । ୯- କୁକୁର ଛଡା ଆଉ କେଉଁ ଜୀବନକୁ ବୋମା ଖୋଜିବା ଶିକ୍ଷା ଦିଆଯାଏ ? ଉତ୍ତର: ମହୁମାଛି ।
୧୦- ମୟୁରର ଜୀବନକାଳ କେତେ ବର୍ଷ ? ଉତ୍ତର: ୧୫ ବର୍ଷ । ୧୧- ଓଟ ଛଡା ସବୁଠୁ କମ କେଉଁ ଜୀବ ପଣି ପିଏ ? ଉତ୍ତର: ମୂଷା । ୧୨- ବହିର ସବୁଠାରୁ ପୁରୁଣା ଦୋକାନ କେଉଁଠାରେ ଅଛି ? ଉତ୍ତର: ପର୍ତୁଗାଲ ୧୩- ସବୁଠାରୁ ବେଶି ଭାଲେଣ୍ଟାଇନ କେଉଁ ଦେଶରେ ମନାନ୍ତି ? ଉତ୍ତର: ଆମେରିକା । ୧୪- ଦୁନିଆର କେତେ ପ୍ରତିଶତ ଲୋକ ଗୀତକୁ ଘୃଣା କରନ୍ତି ? ଉତ୍ତର: ୫% । ୧୫- ସବୁଠାରୁ ଧନୀ ଲୋକ କେଉଁ ଦେଶରେ ଅଛନ୍ତି ? ଉତ୍ତର: ଆମେରିକା ।
୧୬: ସବୁଠାରୁ ବେଶି ଘୁଷୁରି କେଉଁ ଦେଶରେ ଅଛନ୍ତି ? ଉତ୍ତର: ଚୀନ । ୧୭: ମଶାର କେତୋଟି ଗୋଡା ରହିଛି ? ଉତ୍ତର: ୬ଟି ୧୮: କେଉଁ ଜୀବ ମଣିଷ ରକ୍ତ ପିଏ ? ଉତ୍ତର: ମଶା । ୧୯: କେଉଁ ଜୀବ ନ ଖାଇ ୩ଦିନ ପର୍ଯ୍ୟନ୍ତ ରହିପାରେ ? ଉତ୍ତର: ବିଲେଇ । ୨୦- କେଉଁ ଦେଶରେ ଭାଲେନ୍ଟାଇନ କେବେଳେ ପୁରୁଷ ବନାନ୍ତି ? ଉତ୍ତର: ଜାପାନ ।
୨୧- ଦୁନିଆରେ ପ୍ରଥମ କମ୍ପୁଟର ଭାଇରସ କେଉଁ ଦେଶ ତିଆରି କରିଥିଲା ? ପାକିସ୍ତାନ । ୨୨- ମଶାର କେତୋଟି ଦାନ୍ତ ଅଛି ? ଉତ୍ତର: ୪୭ । ୨୩- ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ତ୍ରୀ ନିଜ ସ୍ଵାମୀକୁ କେବେ ମଧ୍ୟ ଦିଏ ନାହିଁ ? ଉତ୍ତର: ଚିତା ବା କାନ୍ଧ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।