Interesting GK questions: ଏମିତି କେଉଁ ଜିନିଷ ରହିଛି ଯାହାକୁ ବିବାହିତା ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ପିନ୍ଧି ପାରିବ ନାହିଁ ? ଏହା ସହ ଆହୁରି 19 GK Quiz

ନମସ୍କାର ବନ୍ଧୁଗଣ, ଦୁନିଆରେ ବହୁତ କିଛି ଜିନିଷ ରହିଛି । ଆମ ମନରେ ବହୁତ କିଛି ପ୍ରଶ୍ନ ଉଙ୍କି ମଧ୍ୟ ମାରିଥାଏ ଯାହାର ଉତ୍ତର ଆମକୁ ମିଳେ ନାହିଁ । କିନ୍ତୁ ଆଜିର ଏହି ଯୁଗରେ ଆମକୁ ସମସ୍ତ ପ୍ରଶ୍ନର ଉତ୍ତର ଇଣ୍ଟରନେଟରୁ ଖୁବ ସହଜରେ ମିଳିଯାଉଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଜରୁରୀ ଥିବା କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ । ଆସନ୍ତୁ ଜାଣିବା ଆଉ ଡେରି ନ କରି ସେହି ସବୁ ପ୍ରଶ୍ନ ଗୁଡିକର ଉତ୍ତର ।

1: ପାନାସୋନିକ କେଉଁ ଦେଶର କମ୍ପାନୀ ଅଟେ? ଉତ୍ତର:ଜାପାନ । 2: ଭାରତର ସବୁଠାରୁ ବଡ ପକ୍ଷୀ ଘର କେଉଁଠାରେ ରହିଛି ? ଉତ୍ତର: କଲିକତା । 3: ଫଇଦେ ଆଜମ ଉପାଧି ମହାତ୍ମା ଗାନ୍ଧୀ କାହାକୁ ଦେଇଥିଲେ? ଉତ୍ତର: ମହମ୍ମଦ ଅଲ୍ଲି । 4: ଭିଟାମିନର ଖୋଜ କିଏ କରିଥିଲେ ? ଉତ୍ତର: ଫଙ୍କ । 5: ସୁପ୍ରିମକୋର୍ଟର ପ୍ରଥମ ମହିଳା ନ୍ୟାୟାଧାରୀ କିଏ ଥିଲେ? ଉତ୍ତର: ମୀରା ସହିବା ଫାତି ।

6: ସବୁଠାରୁ ବଡ ସାପର ନାମ କଣ? ଉତ୍ତର: ପାଇଥନ । 7: କେଶର ଇ ହିନ୍ଦ କାହାର ଉପାଧି ଥିଲା ? ଉତ୍ତର: ମହାତ୍ମା ଗାନ୍ଧୀଙ୍କ ଉପାଧି ଥିଲା । 8: ଆଳୁ କେଉଁ ଫସଲ ଅଟେ? ଉତ୍ତର: ରବି ଫସଲ । 9: ମଣିଷର ମଣିବନ୍ଧରେ କେତୋଟି ହାଡ ରହିଛି? ଉତ୍ତର: ୧୬ । 10: ଗଙ୍ଗା ନଦୀର ଉଦ୍ଦମ ସ୍ଥାନ କେଉଠି ଅଟେ ? ଉତ୍ତର: ଗୋମୁଖ ହିମାମି ।

11: x କିରଣର ଖୋଜ କେଉଁ ବୈଜ୍ଞାନିକ କରିଥିଲେ? ଉତ୍ତର: ବିଲ୍ହେମ । 12: ରୁଷ ଦେଶର କେଉଁ ମୁଦ୍ରା ଅଟେ? ଉତ୍ତର: ରୁବେଲ । 13: ଦିଲ୍ଲୀକୁ ରାଷ୍ଟ୍ର ସମ୍ବିଧାନର ଦର୍ଜା କେଉଁ ସମ୍ବିଧାନ ଦ୍ଵାରା ଦିଆ ଯାଇଥିଲା ? ଉତ୍ତର: ୬୯ । 14: ପୂର୍ଣା ସ୍ଵାରଜର ନାରା କିଏ ଦେଇଥିଲେ ? ଉତ୍ତର: ପଣ୍ଡିତ ଜବାହରଲାଲ ନେହେରୁ । 15: ଭାରତର ପ୍ରଥମ ଉପ ରାଷ୍ଟ୍ରପତି କିଏ ଥିଲେ ? ଉତ୍ତର: ଡକ୍ଟର ସର୍ବପଲି ରାଧାକ୍ରୀଷ୍ଣା ।

16: ସମ୍ବିଧାନ ଅବାଦୀ ନଗର ନାମ କଣ ? ଉତ୍ତର: ଟୋକିଏ । 17: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କେବେ ଆରମ୍ଭ ହୋଇଥିଲା? ଉତ୍ତର: 28 ଅଗଷ୍ଟ, 2014 । 18: ସମୁଦ୍ର ଜଳରେ ଧ୍ଵନୀର ଚଳନ କେତେ ହୋଇଥାଏ? ଉତ୍ତର: ୧୫୩୩ m । 19: କେଉଁ ଦେଶରେ ଟ୍ୟାକ୍ସ ଲାଗେ ନାହିଁ ? ଉତ୍ତର: ମନାକୋ ।

20: ଏମିତି କେଉଁ ଜିନିଷ ରହିଛି ଯାହାକୁ ବିବାହିତା ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ପିନ୍ଧି ପାରିବ ନାହିଁ ? ଉତ୍ତର: ଧଳା ରଙ୍ଗର ଶାଢୀ । ତେବେ ବନ୍ଧୁଗଣ ଏହା ଥିଲା ସେହି ସବୁ ପ୍ରଶ୍ନ ଯାହାର ଉତ୍ତର ଆପଣମାନେ ଜାଣିଲେ । ଆଶା କରୁଛୁ ଏହା ଆପଣଙ୍କ କାମରେ ନିଶ୍ଚୟ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *