ହୋଲି ଏକ ସ୍ନେହ ଓ ପ୍ରେମ ର ପର୍ବ ଅଟେ । ଏହି ପର୍ବ ଚଳିତ ବର୍ଷ ମାର୍ଚ୍ଚ ମାସର ୧୮ ତାରିଖ ଶୁକ୍ରବାର ଦିନ ହୋଲି ପର୍ବ ପଦୁଅଛି । ଏହି ପର୍ବ ରେ ସମସ୍ତେ ଯେତେ ମାନ ଅଭିମାନ ଆଦି ସବୁକୁ ପରସ୍ପର କୁ ରଙ୍ଗ ଲଗାଇ ଦୁରେଇ ଦେଇଥାନ୍ତି । ଏହି ହୋଲି ପର୍ବକୁ ରଙ୍ଗର ପର୍ବ ମଧ୍ୟ କୁହନ୍ତି । ଏହି ଦିନ ସମସ୍ତେ ବହୁତ ଆନନ୍ଦରେ ପାଳନ କରିଥାନ୍ତି । ଏହି ଦିନ ହୋଲିକା ରାକ୍ଷସୀ ର ଦହନ ମଧ୍ୟ ହୋଇଥିଲା । ତେଣୁ ଏହି ଦିନ ଲୋକମାନେ ହୋଲିକା ଦହନ ବୋଲି ମଧ୍ୟ କୁହନ୍ତି ।
ହିରଣ୍ୟକଶ୍ୟପ ନିଜ ପୁତ୍ର ର ହରି ଭକ୍ତିରେ ବିରକ୍ତ ହୋଇ ଯେତେବେଳେ ନିଜ ପୁତ୍ର କୁ ମାରିବାକୁ ଚାହିଁଲେ ସେତେବେ ସେ ଏହି ସଦ୍ଜନନ୍ତ୍ର କରିଥିଲେ । ତାହାର ଭଉଣୀ ହୋଲିକା କୁ ବର ମିଳିଥିଲା କେବେବି ଅଗ୍ନି ତାକୁ ଜଳେଇପାରିବ ନାହିଁ । ତେଣୁ ସେ ପ୍ରହ୍ଲାଦ କୁ ନିଜ କୋଳରେ ବସାଇ ଅଗ୍ନିରେ ବସିଥିଲା । କିନ୍ତୁ ପ୍ରହ୍ଲାଦ ନିଜ ହରୀଙ୍କ ନାମଙ୍କ ନାମ ଜପ କରୁଥିଲେ ତେଣୁ ଭଗବାନ ବିଷ୍ଣୁ ନିଜ ଭକ୍ତକୁ ରକ୍ଷା କରିଥିଲେ ଓ ହୋଲିକାର ଦହନ କରିଥିଲେ ।
ତେବେ ଏହି ହୋଲି ଦିନ ଏକ ଭଲ ସଂଯୋଗ ହେବାକୁ ଯାଉଛି । ଏହି ସଂଯୋଗ ର ଶୁଭ ଫଳ କିଛି ରାଶୀଙ୍କୁ ମିଳିବାକୁ ଯାଉଛି । ଏହି ରାଶିର ଲୋକମାନଙ୍କୁ ମାତା ଲଷ୍ମୀଙ୍କ କୃପା ମିଳିବାକୁ ଯାଉଛି । ଏହି ରାଶିର ଲୋକାମାନଙ୍କର ଧନ ଲାଭ ହେବାର ଯୋଗ ଅଛି । ଚାକିରୀ କ୍ଷେତରେ ଆପଣଙ୍କର ପଦୋନ୍ନତି ହୋଇପାରେ ।
ବ୍ୟବସାୟ ଓ ବାଣିଜ୍ୟ ରେ ଆପଣଙ୍କର ଉଚିତ ଲାଭ ହେବ । ଆପଣ କିଛି ନୂଆ ଲୋକଙ୍କ ସହ ମିଶି ପାରନ୍ତି । ଆପଣଙ୍କର କୌଣସି କାର୍ଯ୍ୟ ଯାହା ବନ୍ଦ ହୋଇଯାଇଥିବ ତାହା ପୁନର୍ବାର ଆରମ୍ଭ ହେବ । ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ । ଆପଣ ନୂଆ ଜାଗା କିଣିବାର ସମ୍ଭାବନା ଅଛି ।
ଆପଣ ଯଦି ନୂଆ କାମ କରିବା ପାଇଁ ଆଫର ପାଉଛନ୍ତି ସବୁ ଜାଣିବା ପରେ ସେହି କାମ ରେ ଯୋଗ ଦେବା ଠିକ ହେବ । ପିଲାମାନେ ବହୁତ ଭଲ ପରିଣାମ ପାଇବେ ପରୀକ୍ଷା ରେ । ଯେଉଁମାନେ ବେରୋଜଗାର ଅଟନ୍ତି ସେମାନଙ୍କୁ ଚାକିରିର ନୂଆ ସୁଯୋଗ ମିଳିବ । ଯେଉଁମାନେ ବିବାହ ପାଇଁ ଜୀବନସାଥୀର ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ଭଲ ଜୀବନ ସାଥି ମିଳିବେ ।
ଯେଉଁମାନଙ୍କ ବିବାହ ବିଳମ୍ବ ହେଉଛି ସେମାନଙ୍କ ର ଏହି ସମୟରେ ବିବାହ ହୋଇପାରେ । ଆପଣଙ୍କର ପ୍ରେମ ଜୀବନରେ ଆପଣଙ୍କ ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ । ବିଜିନେସ ରେ ପାର୍ଟନରସିପ ରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଏହି ରାଶିର ଲୋକମାନଙ୍କ ର ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଆପଣଙ୍କ ମିତ୍ର ମାନଙ୍କ ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଏହି ଭାଗ୍ୟବାନ ରାଶି ଗୁଡିକ ହେଲା ମେଷ ରାଶି , ସିଂହ ରାଶି , କୁମ୍ଭ ରାଶି , କନ୍ୟା ରାଶି ।