ଗାଈ ପାଦର ମାଟି ବଦଳାଇଦବ ଆପଣଙ୍କର ଭାଗ୍ୟ, ବାସ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ଆସନ୍ତୁ ଜାଣିବା ଗାଇର ପାଦରେ ଲାଗିଥିବା ମାଟି ଦ୍ଵାରା ଆପଣଙ୍କର ଜୀବନ କିପରି ସୁଖ ମୟ ହେବ । ଏବଂ ଘରର ଲାଗିରହିଥିବା ସମସ୍ତ ସମସ୍ଯାରୁ ମୁକ୍ତି ପାଇବେ । ବନ୍ଧୁଗଣ ଘରେ ଯଦି କିଛି ସମସ୍ଯା ଦେଖା ଯାଉଛି  କିମ୍ବା ଘରର ମହିଳା ମାନଙ୍କର କିଛି ସମସ୍ଯା ଯଦି କିଛି ରୋଗ ଲାଗି ରହିଥିବ , ମାନସିକ ଚିନ୍ତା ଲାଗିରହିଥିବ, ଟଙ୍କା ପଇସାର ଅବାଭ ଦେଖା ଦଉଥିବ । ବେପାରରେ ଲାଭ ହବାକୁ ଚାହୁଁ ଥିବେ   ଘରର ସକାରାତ୍ମକ ଶକ୍ତି ବୃଦ୍ଧି ହବାକୁ ଚାହୁଁ ଥିବେ ଯଦି ଗର୍ଭଧାରଣ ପାଇଁ ସମସ୍ଯା ଦେଖା ଦଉଥିବ  ତାହାଲେ ଏହି ଉପାୟ କଲେ ସମସ୍ତ ସୁବିଧା ମିଳିଯିବ ।

ଯଦି ରୋଜଗାର କରିବା ପରେ ସୁଖ ଶାନ୍ତି ମିଳୁ ନାହିଁ ଯଦି ଆପଣଙ୍କର କିଏ ଫାଇଦା ଉଠାଉଛି ତେଣୁ ଏହି ଉପାୟ କରନ୍ତୁ ଯାହାକି ୯ଗ୍ରହ କୁ ଶାନ୍ତି କରାଇପାରିବ ଓ ଶୁଭ ଫଳ ପ୍ରାପ୍ତ କରିପାରିବେ । ଗାଈ ଦ୍ଵାରା ଏହି ଉପାୟ କରିପାରିବେ । ଭାରତ ବର୍ଷରେ ଗାଈକି ମାତା ରୂପରେ ପୂଜା କରାଜାୟ । ଏହା ଧର୍ମ ପାଇଁ ନୁହେଁ  ବିଜ୍ଞାନରେ ମଧ୍ୟ ଗାଈକୁ ଏକ ସଂପୂର୍ଣ୍ଣ ପଶୁ ବୋଲି କୁହାଯାଇଛି । ଗାଈକି ମା କହିବାର ବହୁତ ସାରା କାରଣ ଅଛି  ଏହା କେବଳ ଧାର୍ମିକ କୁହା ଜାୟ ନାହିଁ ଏହାକୁ ମଧ୍ୟ ବିଜ୍ଞାନର ମତ ଅଛି  ଯଦି ଠାରେ ଏହି ବିଷୟରେ ଜାଣିଯିବେ ତାହାଲେ ଧର୍ମ ସହିତ କେବେ ଯୋଡିବେ ନାହିଁ । ଜାଣିବେ କି ଋଷି ମୁନି କଣ ପାଇଁ ଗାଈକି ପୂଜା କରୁଥିଲେ କଣ ପାଇଁ ତାକୁ ମା ପରି ଦେଖୁଥିଲେ ।

ଗାଈ ଏପରି ଏକ ପଶୁ ଜାହକିଆକ୍ସିଜେନକୁ ନିଅନ୍ତି ଓ ସାଙ୍ଗେ ସାଙ୍ଗେ ଛାଡିଥାନ୍ତି । କିନ୍ତୁ ଦୁନିଆରେ ଯେତେବି ପଶୁ ପକ୍ଷୀ ଅଛନ୍ତି ସମସ୍ତେ ଆମ ପରି ଅକ୍ସିଜେନ କୁ ନେଇଥାନ୍ତି ଓ କାର୍ବନ ଡାଇଅକସାଇଡକୁ ଛାଡି ଥାନ୍ତି । କିନ୍ତୁ ଗାଈ ଅକ୍ସିଜେନ ନେଇ ଥାନ୍ତି ଓ ବାହାରକୁ ମଧ୍ୟ ଛାଡି ଥାନ୍ତି ।   ତେଣୁ ଗାଈ ଆମ ପାଇଁ ବହୁତ ବଡ ଉପହାର ହୋଇଥାଏ । ଗାଈର ମୁତ୍ର ଆଇୟୁରବେଦିକ ଔଷଧରେ ବ୍ୟବହାର କରାଯାଇଥାଏ । କ୍ଷୀର ମଧ୍ୟ କିଛି ଓଷଧରେ ବ୍ୟବହାର କରାଯାଇଥାଏ । ଗାଈର ଗୋବର ମଧ୍ୟ ଆମ ଘରେ ବ୍ଯବହାର କରାଯାଇଥାଏ ।

ଯେଉଁ ଘରେ ଗାଈ ରହିଥାଏ ସେହିଘରେ ଅନ୍ୟ ପ୍ରକାରର ଶାନ୍ତି ମିଳିଥାଏ । ଗାଈର ପାଖା ପାଖି ରହିଲେ ମାନସିକ ଶାନ୍ତି ମିଳିଥାଏ । ବାସ୍ତୁ ଶାସ୍ତ୍ରରେ ଗାଈକି ନେଇ କଣ କୁହା ଯାଇଛି ଆସନ୍ତୁ ଜାଣିବା । ସକାଳୁ ଯଦି ଗାଇକୁ ଗୁଡ, ଚଣା, ଫଳ ଖାଇବାକୁ ଦେବେ ତାହାଲେ କିଛି ଗ୍ରହ ଶାନ୍ତି ହୋଇଥାନ୍ତି ଯଦି କିଛି ସମସ୍ଯା ଲାଗିରହିଥିବ ତାହାଲେ ତାହା ଦୂର ହେଇଯିବ । ଯଦି ପ୍ରତ୍ୟକ ଦିନ ଘରକୁ ଗାଈ ଆସିବେ ତାହାଲେ ଜାଣିବେ ଘରେ ସର୍ବଦା ସୁଖ ଶାନ୍ତି ଲାଗିରହିବ ।

ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି ରାସ୍ତାରେ ଗାଈ ଦେଖିଲେ ତାହାଲେ ଜାଣିବେ ସେହି କାର୍ଯ୍ୟ ସଫଳ ହେବ । ଯେଉଁଠି ଗାଈ ରହୁଛନ୍ତି ସେହି ଜାଗାକୁ ଯିବେ ଓ ଗାଇର ପାଦର ମାଟିକୁ ଆଣିବେ ତାହାପରେ ସେଥିରେ କିଛି ଗଙ୍ଗାଜଳ ମିଶାଇବେ ଓ ସେଥିରେ କିଛି ଛୋଟ ଛୋଟ ଗୁଲିକରିବେ ୫ଟି କିମ୍ବା ୬ ଟି ଗୁଲି କରିବେ ତାକୁ ରାତିରେ ଶୋଇଲା ବେଳେ ତକିଆ ତଳେ ରଖିବେ ସକାଳୁ ଉଠି ଏହି ଗୁଲିକି ନେଇ ଅଶୋସ୍ତ ଗଛ ମୂଳରେ ଦେବେ । ଏହି କମା ୧୫ ଦିନ କରିବେ ଦେଖିବେ ଆପଣଙ୍କର ଜୀବନରେ ଥିବା କିଛି ସମସ୍ଯା ଦୂର ହୋଇଯିବ । ଘରେ ଲାଗିରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *