ଘରକୁ ମାଙ୍କଡ ଆସିବାର ଅର୍ଥ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ- Shakuna Shastra

ନମସ୍କାର ବନ୍ଧୁଗଣ, ଦୁନିଆରେ ତ ଅନେକ ଜୀବ ଜନ୍ତୁ ରହିଛନ୍ତି । ଏବଂ ସେମାନଙ୍କ ରହିବା ସ୍ଥାନ ମଧ୍ୟ ଅଲଗା । କିନ୍ତୁ ଆପଣ ଦେଖିଥିବେ ବେଳେ ବେଳେ କିଛି ଜୀବ ଘରକୁ ପଶି ଆସିଥାନ୍ତି । ସେହିଭଳି ଯଦି ଆପଣଙ୍କ ଘରକୁ ମାଙ୍କଡ ପଶିଆସିଥାଏ । ତେବେ ଏହାର ଅର୍ଥ ଆପଣ ମାନେ ନିହାତି ଜାଣିବା ଦରକାର । କାରଣ ଏହିସବୁ ସଙ୍କେତରୁ ହିଁ ତ ଆଗାମୀ ସମୟର ଆଭାସ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଘରକୁ ମାଙ୍କଡ ଆସିବାର ଅର୍ଥ କଣ ହୋଇଥାଏ ।

ଜାଣନ୍ତୁ ଲକ୍ଷ୍ମୀଛଡା ହେବାର କିଛି ସଙ୍କେତ ଯାହା ଆପଣ ପୂର୍ବରୁ ଜାଣିନଥିବେ ଏବଂ ତାହାକୁ ଅଣଦେଖା କରି ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ପ୍ରଥମ: ଯଦି ଆପଣଙ୍କ ଘରକୁ ଏକ କଳା ମାଙ୍କଡ ପଶି ଆସିଥାଏ । ଏବଂ ଆପଣଙ୍କ ଘରେ ଯଦି ସେହି ମାଙ୍କଡର ପାଦ ଚିହ୍ନ ପଡେ ତେବେ ଏହାର ଅର୍ଥ ହୋଇଥାଏ କି ଆପଣ ଲକ୍ଷ୍ମୀଛଡା ହେବାକୁ ଯାଉଛନ୍ତି ।

ଆପଣଙ୍କ ଘରକୁ ମା ଲକ୍ଷ୍ମୀ ତ୍ୟାଗ କରିବାକୁ ଯାଉଛନ୍ତି । ଆପଣଙ୍କ ଘରେ ସର୍ବଦା ଆଭାବ ଲାଗି ରହିଥାଏ । ଦିତୀୟ: କୁକୁର ମାନେ ବାହାରେ ବୁଲୁଥାନ୍ତି । କିନ୍ତୁ ଯଦି ସେହି ବୁଲା କୁକୁର ଆପଣଙ୍କ ଘରକୁ ପଶି ଆସନ୍ତି ତେବେ ଆପଣ ସତର୍କ ହୋଇଯାନ୍ତୁ । କାରଣ ଏହାର ଅର୍ଥ ହୋଇଥାଏ ଆପଣଙ୍କ ଉପରୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ଉଠିବାକୁ ଯାଉଛି ।

ତୃତୀୟ: ଯଦି କୁକୁଡା କେଉଁଠାରୁ ବା କାହା ଘରୁ ଆପଣଙ୍କ ଘରକୁ ଚାଲି ଆସିଥାଏ ତେବେ ଏହା ଅଶୁଭ ହୋଇଥାଏ । କାରଣ କୁକୁଡାର ଆସିବା ମାତା ଲକ୍ଷ୍ମୀଙ୍କ ରୁଷ୍ଟ ହେବାର ସୂଚନା ଦେଇଥାଏ । ଚତୁର୍ଥ: ଯଦି ଆପଣଙ୍କ ଘରେ ଛେଳିର ଗୋଡ ପଡେ ତେବେ ଏହା ଆପଣଙ୍କ ଜୀବନରେ ବିପଦ ଆସିବାର ସୂଚନା ଦେଇଥାଏ । ଆପଣଙ୍କ ଜୀବନରେ ପଇସାର ଘୋର ଅଭାବ ଆରମ୍ଭ ହେବାକୁ ଲାଗେ ।

ପଞ୍ଚମ: ଯେଉଁ ଘରେ ସବୁବେଳେ କିଛି ନା କିଛି କଥାକୁ ନେଇ କଳି ଝଗଡା ଲାଗି ରହିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ସେହିଭଳି ଅଶାନ୍ତି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଘରର ସଦସ୍ୟଙ୍କ ମନରେ ହିଂସା ଭାବନା ରହିଥିବା ଘରେ ମଧ୍ୟ ମାତା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ଉପରେ କୁହାଯାଇଥିବା ସମସ୍ତ ପଶୁଙ୍କୁ ଗୃହରେ ପାଳନ କରିବା ଅନୁଚିତ ହୋଇଥାଏ ।

ଏହି ସମସ୍ତ ପଶୁ ଆପଣଙ୍କ ଜୀବନରେ ସୁଖ ଆଣିବା ବଦଳରେ ଦୁଃଖକୁ ଆମନ୍ତ୍ରଣ କରିଥାନ୍ତି । ତେଣୁ ଆପଣ ଯଦି ଏହି ସମସ୍ତ କଥାର ଧ୍ୟାନ ରଖିବେ ତେବେ ଆପଣଙ୍କ ଜୀବନରେ କେବେ ମଧ୍ୟ ଅଭାବ ଅସୁବିଧା ନଜର ଆସିବ ନାହିଁ ଏବଂ ଆପଣଙ୍କ ଜୀବନ ସୁଖରେ ବିତିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *