ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5ଟି ନାମର ଝିଅ, କଣ ଆପଣଙ୍କ ନାମ ଅଛି ଏଥିରେ ?

ଏହି ଦୁନିଆରେ ନାରୀଙ୍କ ମନକୁ ବୁଝିବା ଅସମ୍ଭବ ଅଟେ ଏହା ଆପଣ ତ ନିଶ୍ଚୟ ଶୁଣିଥିବେ । କାରଣ ଗୋଟିଏ ଝିଅ ମନରେ କଣ ଚାଲୁଅଛି ତାହା କେହି ମଧ୍ୟ କହି ପାରିବେ ନାହିଁ । ସେଥିପାଇଁ ଝିଅମାନଙ୍କୁ ବୁଝିବା କଷ୍ଟ ବୋଲି କୁହାଯାଇଥାଏ । ଝିଅମାନଙ୍କର ଚିନ୍ତାଧାରା ଅଲଗା ହୋଇଥାଏ ତେଣୁ ସେ କେତେବେଳେ କିପରି ରିଆକ୍ଟ କରିବେ ତାହା କେହି ମଧ୍ୟ ଜାଣି ପାରନ୍ତି ନାହିଁ । ବହୁତ ଝିଅ ଏମିତି ଅଛନ୍ତି ଯିଏ ବହୁତ ଶାନ୍ତ ହୋଇଥାନ୍ତି । କିଛି ଏମିତି ଝିଅ ବି ଅଛନ୍ତି ଯିଏ ବହୁତ ଚାଲାଖ ସ୍ଵଭାବର ହୋଇଥାନ୍ତି ।

ଆଜି ଆମେ ଏମିତି କିଛି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

B ନାମର ଝିଅ: ଯେଉଁ ଝିଅମାନଙ୍କର ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସରଳ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନସାଥିଙ୍କ ପାଇଁ ବହୁତ ବିଶ୍ଵାସୀ ହୋଇଥାନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥିଙ୍କ ସାଥ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ଅତ୍ୟନ୍ତ ନରମ ହୋଇଥାଏ ।

N ନାମର ଝିଅ: ଯେଉଁ ଝିଅମାନଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ନିଜ ପରିବାର ଓ ଜୀବନସାଥିଙ୍କର ବହୁତ ଧ୍ୟାନ ରଖିଥାନ୍ତି ଏବଂ ଏମାନେ କେବେ ମଧ୍ୟ କୌଣସି ଏମିତି କାମ କରନ୍ତି ନାହିଁ ଯାହା ଦ୍ଵାରା ପରିବାର ଉପରେ କୌଣସି ସମସ୍ଯା ଆସିଥାଏ । ଏହି ଝିଅମାନଙ୍କର ବ୍ୟବହାର ବହୁତ ଉତ୍ତମ ହୋଇଥାଏ ।

P ନାମର ଝିଅ: ଯେଉଁ ଝିଅମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ସବୁବେଳେ ଯୋଡି କି ରଖିଥାନ୍ତି । ଏହି ନାମର ଝିଅମାନେ ସମସ୍ତଙ୍କ ଭାବନାର ମଧ୍ୟ ଧ୍ୟାନ ରଖିଥାନ୍ତି । ଏମାନେ କେବେ ହେଲେ କାହାକୁ ଦୁଃଖ ଦେବାକୁ ଚାହାଁନ୍ତି ନାହିଁ । ଏହିମାନେ ସମସ୍ତଙ୍କ ସହିତ ବହୁତ ସ୍ନେହର ସହିତ କଥା ହୋଇଥାନ୍ତି ।

S ନାମର ଝିଅ: ଏହି ନାମର ଝିଅମାନେ ବହୁତ ଲାଜକୁଳୀ ସ୍ଵଭାବର ହୋଇଥାନ୍ତି । ନିଜ ପରିବାରର ମାନ ମର୍ଯ୍ୟାଦା ର ଧ୍ୟାନ ସବୁବେଳେ ରଖିଥାନ୍ତି । ଏହି ଝିଅମାନେ ସମସ୍ତଙ୍କୁ ବହୁତ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏହି ନାମର ଝିଅମାନେ ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କୁ ଖୁସି ରଖିଥାନ୍ତି ।

Y ନାମର ଝିଅ: ଏହି ନାମର ଝିଅମାନେ ବହୁତ ଶୁଭ ହୋଇଥାନ୍ତି । ଏହି ଝିଅମାନେ କେବେ ହେଲେ କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏହି ଝିଅମାନେ ନିଜର ଉତ୍ତମ ବ୍ୟବହାର ଦ୍ଵାରା ସମସ୍ତଙ୍କର ମନ କିଣିନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ୟୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *