ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ଏହି 5ଟି ନାମର ଝିଅ, Chanakya Niti

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟ ଙ୍କୁ ରାଜଗାଦି ରେ ବସାଇଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତିରେ ଅନେକ ମହତ୍ଵ ପୂର୍ଣ୍ଣ କଥା ମାନବ ଜୀବନର ହିତ ବିଷୟାରେ କୁହା ଯାଉଛି ଯାହାକୁ ପ୍ରତେକ ମାନବ ଜାତି ପାଳନ କରିବା ଉଚିତ । ଦୁନିଆରେ କୌଣସି ଝିଅକୁ ବୁଝିବା ସମ୍ଭବ ନୁହେଁ । କାରଣ ଝିଅର ମନରେ କଣ କେବେ ଚାଲିଯାଏ ତାହା କେହି ଜାଣିପାରନ୍ତି ନାହି । କଥାରେ ଅଛି ଭଗବାନ ଯେବେ ନାରୀଙ୍କୁ ବୁଝି ପାରିଲେ ନାହି ମଣିଷ କେମିତି ବୁଝିବ । ଆଜି ଆମେ ଆପଣଙ୍କୁ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି କିଛି ନାମର ଝିଅମାନେ ସେହି ବିଷୟରେ କହିବାକୁ ଯାଉଛୁ ।

୧- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେ ଶାନ୍ତ ସ୍ଵଭାବର ହେବା ସହ ନିଜ ସାଥିଙ୍କ ପ୍ରତି ବଫାଦାର ହୋଇଥାନ୍ତି । ଏମାନେ କୌଣସି ସ୍ଥିତିରେ ନିଜ ସାଥିଙ୍କ ସାଥ ଛାଡନ୍ତି ନାହି । ଏମାନଙ୍କର ବ୍ୟବହାର କୋମଳ ହୋଇ ଥିବାରୁ ଏମାନଙ୍କୁ ପବିତ୍ର ମାନା ଯାଇଥାଏ ।

୨- N ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନଙ୍କର ସ୍ଵଭାବ ବହୁତ ତେଜ ହୋଇଥାଏ । ଏମାନେ ପରିବାର ଓ ସାଥିଙ୍କର ବହୁତ ଭଲ ଭାବେ ଯତ୍ନ ନେଇଥାନ୍ତି । ଏମାନେ କେବେ ବି କିଛି ଏମିତି କାମ କରନ୍ତି ନାହି ଯାହା ପାଇଁ ପରିବାରର ମାନ ହାନି ହେବ । ଏମାନଙ୍କର ସ୍ଵଭାବ ଭଲ ହୋଇ ଥିବାରୁ ଏମାନଙ୍କୁ ପବିତ୍ର ମାନା ଯାଇଥାଏ ।

୩- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ବାନ୍ଧିକି ରଖିବା ସହ ଭଲ ଭାବେ ଜାଣିଥାନ୍ତି । ଏମାନେ ପ୍ରତେକ ବ୍ଯକ୍ତିର ଭାବନାକୁ ସମ୍ମାନ ଦେଇଥାନ୍ତି । ସେହି ବ୍ୟକ୍ତି ବଡ ହେଉ ବା ଛୋଟ ହେଉ ଏମାନେ କେବେ ବି କାହାକୁ ଦୁଖ ଦିଅନ୍ତି ନାହି । ଏମାନେ ସମସ୍ତଙ୍କ ସହ ପ୍ରେମରେ କଥା ହୋଇଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ମାନା ଯାଇଥାଏ ।

୪- V ନାମର ଝିଅ ମାନେ : ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ପବିତ୍ର ହୋଇଥାନ୍ତି । ଏମାନେ ଲାଜକୁଳା ସ୍ଵଭାବର ହୋଇଥିଲେ ମଧ୍ୟ ଏମାନେ ପରିବାରର ମାନ ର ଅଧିକ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ପରିବାରର ଖୁଶିର ଧ୍ୟାନରେ ରଖିବା ସହ ତାଙ୍କର ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିଥାନ୍ତି ।

୫- Y ନାମର ଝିଅ ମାନେ : ଦେଖିବାକୁ ଗଲେ ବହୁତ କମ ଝିଅ ମାନଙ୍କର ନମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନଙ୍କର ସ୍ଵଭାବ ଅନ୍ୟ ପ୍ରତି ବହୁତ ଭଲ ହୋଇଥାଏ । ଶାନ୍ତ ହବରେ ସମସ୍ତଙ୍କ ସହ କଥା ହୋଇଥାନ୍ତି ଏହି ନାମର ଝିଅମାନେ । ଏମାନେ କାହାର ନିରାଦର କରନ୍ତି ନାହି ଯାହା ପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *