ଗର୍ଭରେ ଥିବା ସନ୍ତାନ ପୁଅ କି ଝିଅ ଜାଣନ୍ତୁ ଏହି 10ଟି ଲକ୍ଷଣରୁ- Pregnancy Tips

ନମସ୍କାର ବନ୍ଧୁଗଣ, ପୁଅ ହେଉ ବା ଝିଅ ଏଥିରେ କୌଣସି ଅନ୍ତର କରିବା ଉଚିତ ନୁହେ । କିନ୍ତୁ ପ୍ରାୟ ସମସ୍ତଙ୍କୁ ଏହା ଜାଣିବାର ଗୋଟିଏ ଜିଜ୍ଞାସା ଲାଗି ରହିଥାଏ ଯେଉଁଥିପାଇଁ ସେମାନେ ନଅ ମାସ ଅପେକ୍ଷା କରିପାରନ୍ତି ନାହି । ତାଙ୍କ ମନରେ ଗୋଟିଏ ଆଗ୍ରହ ଓ ଉଛୁକତା ଥାଏ । ଯାହାକୁ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଅନୁମାନ ଆମ୍ଭେମାନେ ଲଗାଇଥାଉ । ତେବେ ଆସନ୍ତୁ ଜାଣିବା ଏହି 10ଟି ଲକ୍ଷଣ ସମ୍ପର୍କରେ ବିସ୍ତାରରେ ।

ପ୍ରଥମ ଲକ୍ଷଣ: ଯେଉଁ ଶିଶୁ ଆପଣଙ୍କ ଗର୍ଭରେ ଅଛି ଯଦି ତା ହାର୍ଟ ରେଟ 140bm ହୋଇଥାଏ ତେବେ ଆପଣଙ୍କୁ ପୁଅ ହେବାର ଆଶଙ୍କା ରହିଛି । ଯଦି ଏହାଠାରୁ ବେଶି ହୁଏ ତେବେ ଝିଅ । ଦିତୀୟ ଲକ୍ଷଣ: ଯଦି ଅପଙ୍କର ମନ ବହୁତ ବ୍ୟସ୍ତ ରୁହେ ଏବଂ ଦୁର୍ବଳ ଲାଗେ ଏବଂ ବାରମ୍ବାର ବାନ୍ତି ଆସୁଥାଏ । ବାରମ୍ବାର ମୁଣ୍ଡ ବୁଲୋଉଥାଏ ତେବେ ଆପଣଙ୍କର ଝିଅ ହେବାର ଆଶଙ୍କା ରହିଥାଏ ।

ତୃତୀୟ ଲକ୍ଷଣ: ଆପଣଙ୍କ ଚେହେରାକୁ ଧ୍ୟାନର ସହ ଦେଖନ୍ତୁ ଯଦି ଆପଣଙ୍କ ଚେହେରା ଫିକା ପଡିଯାଇଥାଏ ତେବେ ନିଶ୍ଚିନ୍ତ ହେଇଯାଅନ୍ତୁ କି ଆପଣଙ୍କ ଗର୍ଭରେ ପୁଅ ସନ୍ତାନ ରହିଛି । ଚତୁର୍ଥ ଲକ୍ଷଣ: ସୂଚନାରୁ ଜଣାଯାଇଛି ଯେଉଁ ମହିଳା କଟା ଏବଂ ରାଗ ବହୁତ ବେଶି ଖାଉଥାନ୍ତି ତାଙ୍କର ହେଉଥିବା ସନ୍ତାନ ପୁଅ ହୋଇଥାଏ । ପଞ୍ଚମ ଲକ୍ଷଣ: ଖାଇବା ମାମଲାରେ ସବୁବେଳେ ପୁଅମାନେ ହିଁ ଝିଅ ମାନଙ୍କ ଠାରୁ ଆଗରେ ଥାନ୍ତି ।

ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି ଏବଂ ସେହି ସମୟରେ ବହୁତ ଖାଦ୍ୟ ଖାଇବାକୁ ଲାଗନ୍ତି ତେବେ ହେବାକୁ ଯାଉଥିବା ଶିଶୁ ପୁଅ ହୋଇଥାଏ । ଷଷ୍ଠ ଲକ୍ଷଣ: ଯେଉଁ ଗର୍ଭବତୀଙ୍କ ଡାହାଣ ପାଖ ସ୍ତନ ବହୁତ ବଡ ଦେଖାଯାଏ ତେବେ ଆପଣ ଏହା ଜାଣିନିଅନ୍ତୁ କି 70% ଆପଣ ଏକ ପୁଅ ସନ୍ତାନ ଜନ୍ମ ଦେବେ । ସପ୍ତମ ଲକ୍ଷଣ: ଗର୍ଭବତୀ ସମୟରେ ଯେଉଁ ମହିଳା ମାନଙ୍କର ମୁତ୍ର ବହୁତ ଗାଢ ରଙ୍ଗରେ ନଜର ଆସିଥାଏ,

ଯଦି ବହୁତ ବେଶି ଗାଢ ହୋଇଯାଏ ତେବେ ପେଟରେ ପୁଅ ସନ୍ତାନ ରହିଛି ବୋଲି ଜାଣନ୍ତୁ । ଅଷ୍ଟମ ସଙ୍କେତ: 80% ଯଦି ପେଟରେ ପୁଅ ସନ୍ତାନ ରହିଛି ତେବେ ମହିଳା ମାନଙ୍କର ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଥାଏ । ପୁଅ ଥିଲେ ପୁଅ ଭଳି ଆଚରଣ କରିବାକୁ ଲାଗନ୍ତି । ବେଳେ ବେଳେ ତାଙ୍କୁ ପୁଅଙ୍କ ଭଳି ବହୁତ ଜିନିଷ ପସନ୍ଦ ଆସିଥାଏ । ନବମ ଲକ୍ଷଣ: ଯଦି ଆପଣଙ୍କ ପେଟରେ ଥିବା ଶିଶୁ ତଳ ପଟକୁ ମୁହ କରି ରହିଛି ତଳ ମୁହା ହୋଇ, ଏବଂ ଆପଣଙ୍କ ପେଟ ଯଦି ତଳ ପାତକୁ ବେଶି ବାହାରିଛି ତେବେ ଆପଣଙ୍କ ପେଟରେ ଥିବା ଶିଶୁ 7% ପୁଅ ହୋଇଥାଏ ।

ଦଶମ ଲକ୍ଷଣ: ଯେଉଁ ଗର୍ଭବତୀ ମହିଳାଙ୍କୁ ବହୁତ ରାଗ ଆସିଥାଏ ତେବେ ଜାଣିନିଅନ୍ତୁ କି ଆପଣଙ୍କ ପେଟରେ ଝିଅ ସନ୍ତାନ ରହିଛି । ଏବଂ ଯଦି ବାହାରେ ବୁଲିବା ପାଇଁ ମଜା କରିବା ପାଇଁ ମନ ହୁଏ ତେବେ ମଧ୍ୟ ଗର୍ଭରେ ଝିଅ ଶିଶୁ ହିଁ ଥାଏ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *