ଘରର ଅଭାବ ଦୂର କରିବ ପିତ୍ତଳ ଢାଳ, କେମିତି ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଅଭାବ ଅସୁବିଧା ଅନେକ ଲୋକଙ୍କ ଜୀବନରେ ଲାଗି ରହିଛି । ସେହି ଅସୁବିଧାକୁ ଦୂର କରି ସୁଖରେ ଟିକେ ବଞ୍ଚିବାର ଆଶା ରାତିରେ ତାଙ୍କ ଆଖିକୁ ନିଦ ଆଣୁନାହିଁ । ତେବେ ଆପଣ ନିଜର ଏହି ଅଭାବ ଅସୁବିଧାକୁ ଦୂର କରିବା ପାଇଁ ମନରେ ଆସ୍ଥା ରଖି ନିହାତି ଭାବରେ ଏହି  ଉପାୟ କରନ୍ତୁ ଏହା ଆପଣଙ୍କ ଜୀବନରେ ଥିବା ଅଭାବ ସମସ୍ୟାକୁ ସମ୍ପୂର୍ଣ ଭାବରେ ଦୂର କରିଦେବ । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଉପାୟ ସମ୍ପର୍କରେ ।

ପ୍ରଥମ: ଆପଣ ଯେତେ ରୋଜଗାର କଲେ ମଧ୍ୟ ଯଦି ଆପଣଙ୍କୁ ପଇସା ଆଣ୍ଟୁ ନାହିଁ । ଆୟ ଠାରୁ ବ୍ୟୟ ବଢିଯାଉଛି ତେବେ ଆପଣ ଏକ ପିତ୍ତଳ ଢାଳ ଆଣନ୍ତୁ । ସେହି ଢାଳରେ ଟଙ୍କିକିଆ, ଦୁଇଟଙ୍କିଆ, ପାଞ୍ଚ ଟଙ୍କିଆ, ଦାସ ଟଙ୍କିଆ, ମୁଦ୍ରା ପକାଇ ଢାଳକୁ ସମ୍ପୂର୍ଣ ଭାବରେ ଭର୍ତ୍ତି କରନ୍ତୁ । ଏହାପରେ ଆପଣ ସେହି ଢାଳକୁ ନେଇ ନିଜ ଘରର ଯେକୌଣସି ରୁମର ପଶ୍ଚିମ ଦିଗରେ ରଖନ୍ତୁ ।

ଏବଂ ସେହି ଢାଳକୁ ପ୍ରତିଦିନ ସକାଳୁ ପ୍ରଣାମ କରନ୍ତୁ । ଏହା କରିବା ଫଳରେ ଆପଣ ନିହାତି ଭାବରେ କରୁଥିବା କାର୍ଯ୍ୟରେ ଉନ୍ନତି କରିବେ । ଏବଂ ଅଧିକ ଧନ ରୋଜଗାର ପାଇଁ ମାର୍ଗ ମଧ୍ୟ ପାଇବେ । ଆପଣ କରୁଥିବା ରୋଜଗାର ଟଙ୍କାକୁ ସଞ୍ଚୟ ମଧ୍ୟ କରିପାରିବେ । ଆପଣଙ୍କର ପଇସା ସହ ଜଡିତ ଥିବା ସମସ୍ତ ସମସ୍ୟା ନିହାତି ଭାବରେ ଦୂର ହୋଇଯିବ ।

ଦିତୀୟ: ଆପଣ ଏକ ଅଶ୍ଵତଥ ପତ୍ର ଆଣନ୍ତୁ । ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ପତ୍ର ଉପରେ କେଶରରେ ଶ୍ରୀ ଲେଖନ୍ତୁ । ଏହାପରେ ଆପଣ ଏହି ଅଶ୍ଵତଥ ପତ୍ରକୁ ଆପଣ ଟଙ୍କା ରଖୁଥିବା ମନି ପର୍ସରେ ରଖନ୍ତୁ । ଦେଖିବେ ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ପାଇଁ ଲାଗିବ ।

ଆପଣ ଧନ ରୋଜଗାର କ୍ଷେତ୍ରରେ ସକ୍ଷମ ରହିବେ । ଜୀବନରେ ରହିଥିବା ସମସ୍ତ ଆଭାବ ଅସୁବିଧା ଆପଣଙ୍କର ଦୂର ହେବ ସାମାନ୍ଯ ଏହି ଛୋଟିଆ ଉପାୟ ଦ୍ଵାରା । ଆପଣ ଏହି ଉପାୟର ପାଳନ କରିବା ପରେ ହିଁ ଏହି ଦୁଇଟି ଛୋଟ ଉପାୟର ବଡ ଚମତ୍କାରୀ ସମ୍ପର୍କରେ ଜାଣି ପାରିବେ । ଯାହା ଆପଣଙ୍କ ଜୀବନରେ ଖୁସି ଆଣି ଭରିଦେବ । ଅଭାବ ଅନାଟନ ଆପଣଙ୍କ ଜୀବନରେ କେବେ ଥିଲା ଏହା ଆପଣ ଭୁଲିଯିବେ ।

ଆପଣଙ୍କ ଆଶା ବାହାରେ ଆପଣଙ୍କ ସହାୟତା ଭଗବାନ କରିବେ । ତେଣୁ ଆପଣ ନିହାତି ଭବାରେ ନିଜ ଜୀବନର କଷ୍ଟକୁ ଦୂରେଇବା ପାଇଁ ଶୀଘ୍ର ହିଁ ଏହି ଉପାୟରଟିକୁ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *