ଘରକୁ ନେଇ ଆସନ୍ତୁ ଏହି ଗଛ ସାରା ଦୁନିଆ ନାଚିବ ଅପାଙ୍କ ଇସାରାରେ… 7 ଜନ୍ମ ପର୍ଯ୍ୟନ୍ତ ସାରିବନି ଧନ

ଜୀବନରେ ଆମ ଆଗକୁ କିଛି ଏହି ଭଳି ସମସ୍ଯା ଆସି ଯାଇଥାଏ । ଯେଉଁ ଜାଗାରେ ଆମକୁ ଲାଗି ଥାଏ କି ଆମେ ଆଉ ଆଗକୁ ଯାଇ ପାରିବା ନାଇ କି ଆଗକୁ ବଢି ପାରିବା ନି । କିନ୍ତୁ କିଛି ଏହି ଭଳି ଛେରା ଆମ ଆଖ ପାଖରେ ଅଛି ଯାହା ଆମକୁ ପ୍ରକୃତି ଦେଇଛି ଏହା ଆମକୁ ଏହି ବିପଦରୁ ଉଧାର କରି ପାରିବ । ଆମେ ଯଦି ଚାହିଁବା କି ଆମେ ଏହି ସମସ୍ୟାରୁ ବାହାରକୁ ବାହାରି ବା ତେବେ ଏହି ଚେର ମାନେ ଆମକୁ ସାହାଜ୍ଯ କରିବେ ଏହାର କାରଣ ହେଉଛି ଏହି ଚେର ମା ଲକ୍ଷ୍ମୀ ଙ୍କୁ ଅନେକ ପ୍ରିୟ ଅଟେ ।

ଆପଣମାନେ ଶୁଣିଥିବେ କି କିଛି ଏଭଳି ଜଡିବୁଟି ଅଛି ଯାହା ଅତ୍ନ ଭଳି କାମ କରିଥାଏ । ଯଦି ଆପଣଙ୍କ ପାଖରେ ଧନର ସମସ୍ଯା ମାନ ଅଛି ତେବେ ଏହାକୁ ଆପଣ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଧନ ର ସମସ୍ଯା ଦୂର ହୋଇ ଯାଇ ପାରିବ । ତେବେ କିଛି ଏହି ଭଳିଚେର ମାନେ ଅଛନ୍ତି ଯେଉଁ ମାନେ ଆମକୁ ଅନେକ ସଂକଟରୁ ଉଧାର କରି ପାରିବେ ।

ପ୍ରଥମ ଗଛ ହେଉଛି ହର୍ଶ୍ରୀଙ୍ଗାର ଗଛ । ଆପଣ ମାନେ ଜାଣି ଥିବେ କି ଏହା ଭଗବାନ ଶିବ ଙ୍କୁ କେତେ ପ୍ରିୟ ଅଟେ ଏହା ସହ ଏହା କୃଷ୍ଣ ଙ୍କୁ ମଧ୍ୟ ପ୍ରିୟ । ଯଦି ଆପଣ ଏହାର ମୂଳ ଆଣିକି ଏହାକୁ ଧନ ଜାଗାରେ ରାଖୀ ଦେବେ ତ ଆପଣଙ୍କ ଧନର ସମସ୍ଯା ଦୂର ହୋଇଯିବ । ଏହା ଅପରେ ଆସେ ସଂଖପୁଷ୍ପୀ ଗଛ ଏହା ଦୁଇ ପ୍ରକାର ଅଟେ ।

ଏହା ଏକ ନିଲ କିମ୍ବା ଧଳା ହୋଇ ଥାଏ । ଏହାକୁ ଆପଣ ରବି ପୌଷ୍ୟ ନକ୍ଷତ୍ର ରେ ଆଣିବା ଭଲ ହୋଇ ଥାଏ ଏହାକୁ ଆଣିବା ପରେ ଆପଣ ଏହାକୁ ନେଇକି ଏକ ଚାନ୍ଦିର ଜାଗାରେ ରଖୀ ନେବେ । କିନ୍ତୁ ଏହାକୁ ଆପଣ ରଖିବା ଆଗରୁ ଆପଣ ଏହାକୁ ଶୁଖାଇ ନେବେ ତା ପରେ ଏହାକୁ ଧନ ଜାଗାରେ ରାଖୀ ନେବେ ।

ଏହା ପରେ ବାହାଡା ଗଛ ଏହି ଗଛ ର ଚେର ଆଣିକି ମଧ୍ୟ ଆପଣଙ୍କ ଘରେ ମା ଲକ୍ଷ୍ମୀ କେବେହେଲେ ଛାଡିକି ଜୀବେନି । ଏହା ପରେ ନାମ ଆସେ ମଦାର ଏହାର ଚେର କୁ ଆପଣ ଯଦି ଘରକୁ ଆଣିବା ସହ ଏହାକୁ ଘରର ମୁଖ୍ୟ ଦ୍ଵାରାରେ ଟଙ୍ଗାଇ ଦେବେ ତେବେ ଏହା ଭଲ ହୋଇ ଥାଏ । ଆପାଙ୍କ ଶତ୍ରୁ ସାନ୍ତ ରହିବା ସହ ତନ୍ତ୍ର କାମ କରିବା ବନ୍ଦ ହୋଇଯିବ ।

ଆପଣ ଏହା ପରେ ଦୁଦ୍ଧି ଗଛ କୁ ଆଣିକି ଏହାର ଚେର ଆଣିକି ଆପଣ ରଖିଲେ ଧାନର ଅଭାବ ହେବନି । ଏହା ସହ ଆପଣ ଯଦି ବାର ଗଛ ର ଚେର ଆଣିବେ ଆପଣଙ୍କ ପାଇଁ ଏହା ଭଲ ହୋଇ ଥାଏ । ଏହା ପରେ ଆସେ ଶନି ଗଛ ଏହାକୁ ଆଣିକି ଆପଣ ଘରେ ରଖିବା ଆଡବାର ଅଶନୀ ଭଗବାନ ଙ୍କ କୋପରୁ ନିଜକୁ ବଞ୍ଚାଇ ପାରିବେ ।

ଏହା ପରେ ଲାଜକୁଳୀ ଲତା ଏହାର ଚେର ଆଣିକି ଆପଣ ଏହାର ଛେରକୁ ଘାସିକି ଏହାର ରସକୁ ଅଳ୍ପ ମାତ୍ରାରେ କିଛି ମାତ୍ରାରେ ଖାଇବା କିମ୍ବା ଅପିବା ଜିନିଷରେ ଆଣିକି ଦେବେ । ତେବେ ଆପଣଙ୍କ କଥାରେ ଚାଲିବ ସେହି ମଣିଷ ଯାହାକୁ ଆପଣ ଏହା ଖୁଆଇ ଥିବେ । ଯେବେ ଏହା କିଛି ଗଛ ମାନେ ଯେଉଁ ମାନଙ୍କ ଚେର ମଧ୍ୟ ଉପକାରୀ ଅଟେ ।

Leave a Reply

Your email address will not be published. Required fields are marked *