ଘରେ ଘରେ ହେବ ଏହି 4ଟି ରୋଗ, ଦେଖନ୍ତୁ କଣ କହୁଛନ୍ତି Baba Dibakar Das- Malika Bhabisyabaani

ନମସ୍କାର ବନ୍ଧୁଗଣ, ମାଳିକାରେ କଳିଯୁଗ ଶେଷ ହେବାର ଅନେକ କଥା ସବୁ ବର୍ଣିତ ହୋଇ ରହିଛି । ସେଥି ମଧ୍ୟରୁ କିଛି କଥା ଆଜିର ଏହି ଦୁନିଆରେ ସତ ମଧ୍ୟ ହୋଇସାରିଲାଣି । ଆଜିର ଦୁନିଆରେ ଘଟୁଥିବା ସମସ୍ତ କଥା କାହିଁ କେତେ ବର୍ଷ ଆଗରୁ ଅଚ୍ୟୁତା ନନ୍ଦ ମାଲିକାରେ ଉଲ୍ଲେଖ କରିଯାଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ୪ଟି ରୋଗ କଣ କଣ ଯାହା ମାଲିକାରେ ବର୍ଣିତ ହୋଇଛି କି ଘରେ ଘରେ ବ୍ୟାପିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୬୦୦ ବର୍ଷ ପୂର୍ବରୁ ତାଳପତ୍ର ପୋଥିରେ ମହା ପୁରୁଷ ଏହା ଉଲ୍ଲେଖ କରିଥିଲେ । ରକ୍ତ ଚାପ, ମଧୁମେହ ଘରେ ଘରେ ଘରେ ବ୍ୟାପିବାର କଥା ମଧ୍ୟ ମାଲିକାରେ ଲେଖା ଯାଇଛି । ହୃଦଘାତ ଓ ବାୟୁ ରୋଗ ବା ଗ୍ୟାସ ରେ ଲୋକ ପୀଡିତ ହୋଇ ନିଜ ଜୀବନ ହାରିବେ ଅକାଳରେ । ଆଜିର ଦୁନିଆରେ ସମସ୍ତଙ୍କ ଘରେ କାହାକୁ ନା କାହାକୁ ନିଶ୍ଚିନ୍ତ ରକ୍ତ ଚାପ ବା ବ୍ଲଡ ପ୍ରେସର ରୋଗ ଥିବ ।

ଯେଉଁଥିପାଇଁ କିଛି କାମ ହେଉ କି ନ ହେଉ ସବୁଦିନ ଗୋଟିଏ ବଟିକା ଖାଇବାକୁ ବାଧ୍ୟ । ଜୀବନକୁ ଖୁସି କହିଲେ ନିଜ ଜୀବନକୁ କିଭଳି ବଞ୍ଚାଇ ରଖିବା ତାହା ହୋଇସାରିଲାଣି । ଦିତୀୟରେ ହେଉଛି ମଧୁମେହ ରୋଗ ବା ଡାଇବେଟିସ । ଏହି ରୋଗ ମଧ୍ୟ ସମସ୍ତଙ୍କ ଘରେ ଗ୍ରାସ କରିସାରିଲାଣି । ଲୋକ ଭଲ ପାଉଥିବା ବା ଜୀବନରେ ଖୁସି ଖବର ମିଳିବାର ଖୁସିରେ ମିଠା ଖାଇବା ମଧ୍ୟ ଡରରେ ଛାଡି ସାରିଲେଣି ।

ସବୁବେଳେ ମନରେ ଗୋଟିଏ ଡର କାଳେ ମିଠା ଖାଇଲେ ସୁଗାର ବଢିଯିବ କି । ମତେ ପୁଣି ମେଡିକାଲ ଯିବାକୁ ପଡିବ କି । ଆଜିର ଏହି ଦୁନିଆରେ ଲୋକ ନିଜ ଜୀବନକୁ ପ୍ରତି ମୁହୂର୍ତ୍ତରେ ଡଋ ଡରି ବିତାଉଛନ୍ତି । ତୃତୀୟରେ ହେଉଛି ହୃଦଘାତ ରୋଗ । ଏହା ଏତେ ଭୟ ମନରେ ଆଣି ଦେଲାଣି କି ଜୀବନକୁ ୧ ସେକେଣ୍ଡରେ ହରେଇବାର ଡର ମନରେ ରହିସାରିଲାଣି ।

ମୃତ୍ୟୁକୁ ଲୋକ ନିକଟରୁ ହିଁ ଦେଖି ସାରିଲେଣି । ଗୋଟେ ଘଣ୍ଟା ପୂର୍ବରୁ ଦେଖିଥିବା ଲୋକ ଆଉ ଟିକେ ବେଳକୁ ମରିଥିବା ଶୁଣା ଯାଉଛି । ଚତୁର୍ଥରେ ହେଉଛି ଗ୍ୟାସ ରୋଗ । ଏହା ଏବେ ସମସ୍ତ ଲୋକଙ୍କ ପାଖରେ ରହିଛି । କିଛି ବାହାର ଖାଦ୍ୟ ଖାଇବା ମାତ୍ରେ ସଙ୍ଗେ ସଙ୍ଗେ ଗ୍ୟାସ ହେଇଯାଉଛି । ତେଣୁ ଲୋକ ଶାନ୍ତିରେ ଟିକେ ଖାଇବା ମଧ୍ୟ ଖାଇପାରୁନାହାନ୍ତି ଆଜିର ଏହି ସମୟରେ ।

ଏହି ସବୁ କାରଣ ପାଇଁ ବେଳେ ବେଳେ ମନରେ ଆସୁଛି କି ହୁଏତ କଳିଯୁଗ ଶେଷ ହୋଇଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ, ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *