ବନ୍ଧୁଗଣ ନମସ୍କାର । ଆପଣ ମାନେ ଜାଣିଥିବେ ବାସ୍ତୁଶାସ୍ତ୍ର ରେ ଦର୍ପଣ ବିଷୟରେ କିଛି କୁହା ଯାଇଛି । ଆପଣ ମାନେ ଜାଣିଥିବେ କାଚର କୌଣସି ବସ୍ତୁ ଘରେ କିମ୍ବା ଦୋକାନରେ ଠିକ ଜାଗାରେ ଲଗାଯାଇନଥାୟ ତାହାଲେ ଆପଣଙ୍କର କିଛି ଅଶୁଭ ହୋଇଥାୟ । ଯଦି ଆପଣ କାଚକୁ ଠିକ ଜାଗାରେ ଲଗେଇବେ ତାହାଲେ ଆପଣଙ୍କ ଘରେ ସୁଖ ଶାନ୍ତି ଧନ ରତ୍ନ ରେ କିଛି ଅଭାବ ହୋଇନଥାୟ । ଯଦି ଆପଣ ଘରେ ହଉ କିମ୍ବା ଦୋକାନରେ ଭୁଲ ଜାଗାରେ ଦର୍ପଣ ଲଗେଇଛନ୍ତି ତାହାଲେ ଆପଣ ତାହାକୁ ଠିକ ଜାଗାରେ ଲଗେଇଦିଅନ୍ତୁ ।
ଆସନ୍ତୁ ଜାଣିବା କେଉଁ ଜାଗାରେ ଦର୍ପଣ ଲଗେଇଲେ ଆପଣଙ୍କ ଘରେ କେବେ ସୁଖ ଶାନ୍ତି ଓ ଧନ ର ଅଭାବ ହୋଇନଥାୟ । ବନ୍ଧୁଗଣ ଆପଣଙ୍କ ଘରେ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ସେହି ଜାଗର ସାମ୍ନାରେ ଯଦି ଆପଣ ଦର୍ପଣ ରଖିବେ ତାହାଲେ ଆପଣଙ୍କର କେବେବି ଟଙ୍କାର ଅବାଭ ହେବନାହି । ଯଦି ଆପଣ ଘରେ କିମ୍ବା ଦୋକାନରେ ପ୍ରବେଶ ଦ୍ଵାରାରେ କିଛି କାଚ ଜିନିଷ ରଖିଲେ ଆପଣଙ୍କ ଘରକୁ କେବେବି ବାହାର ଲୋକଙ୍କ ଖରାପ ଦ୍ରୁଷ୍ଟି ପଡିବ ନାହି । ବନ୍ଧୁଗଣ ଆପଣ ମାନେ ଟିଭି ଓ କମ୍ପିଉଟର ସାମ୍ନାରେ କେବେବି ଦର୍ପଣ ରଖିବେ ନାହି କାରଣ ଯଦି ଆପଣ ଦର୍ପଣ ରଖିବେ ତାହାଲେ ଆପଣଙ୍କ ପରିବାରରେ କଳହ ଓ ଅସାନ୍ତି ଦେଖାଦବ ।
ବନ୍ଧୁଗଣ ଯଦି ଆପଣ ସିଡି କିମ୍ବା ସିଡି ର ତଳେ କେବେବି ଦର୍ପଣ ରଖିବେ ନାହି । କାରଣ ଯଦି ଆପଣ ଏହି ଜାଗାରେ ଦର୍ପଣ ରଖିବେ ତାହାଲେ ଆପଣଙ୍କ ଘରେ ଅସାନ୍ତି ଦେଖାଦବ । ଆପଣଙ୍କ ଘରେ କେବେ ବି ଉନ୍ନତି ହେବାନହି । ବନ୍ଧୁଗଣ ଯଦି ଆପଣ ଘରେ ହଉ କିମ୍ବା ଦୋକାନରେ ଥିବା ଷ୍ଟୋର ଘରେ ଦର୍ପଣ ଲଗାଉଛନ୍ତି ତାହାଲେ ଆପଣଙ୍କର କେବେବି ଧନର ଅଭାବ ହେବ ନାହି । ଆପଣ କେବେବି ଧନ ପାଇଁ ଚିନ୍ତା କରିବେ ନାହି । ଓ ଆପଣଙ୍କ ପରିବାରରେ କେବେବି କାହାସହିତ ମନମାଳିନ୍ୟ ହେବ ନାହି । ଆପଣଙ୍କ ପରିବରେ ସବୁବେଳେ ସୁଖ ଶାନ୍ତି ଦେଖା ଦେବ । ଆପଣଙ୍କ ରୋଷେଇଘରେ ଥିବା ସବୁ ପାତ୍ର କୁ ଆପଣ କାଚ ରେ ତିଆରି ଏକ ଆଲମାରି ରେ ରଖନ୍ତୁ ଦେଖିବେ ଆପଣଙ୍କ ଘରେ କେବେ ଅସାନ୍ତି ଦେଖାଦବ ନାହି ଓ ଧନ ର ଅଭାବ କେବେ ହବ ନାହି । ବନ୍ଧୁଗଣ ଆପଣ ଗାଧୁଆଘର ସାମ୍ନାରେ କେବେବି ଦର୍ପଣ ଲଗାନ୍ତୁ ନାହି ।
ଯଦି ଆପଣ ଗାଧୁଆଘର ସାମ୍ନାରେ ଦର୍ପଣ ଲଗାଉଛନ୍ତି ତାହାଲେ ଆପଣଙ୍କର ଘରେ ସବୁବେଳେ ଅସାନ୍ତି ଦେଖାଦବ । ଯଦି ଆପଣ ଶୋଇବାଘରେ ଦର୍ପଣ ରଖୁଛନ୍ତି ତାହାଲେ ଏହା ଆପଣ ପାଇଁ ବହୁତ ବଡ ବିପଦ ଅଟେ । ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ବଡ ଅଶୁଭ ହୋଇଥାୟ । ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଅସାନ୍ତି ଦେଖାଜାୟ । ଓ ଧନ ର ଅଭାବ ହୋଇଥାୟ । ତେଣୁ ବନ୍ଧୁଗଣ ଆପଣ କେବେବି ଶୋଇବାଘରେ ଦର୍ପଣ ଲଗାନ୍ତୁ ନାହି । ତେବେ ଜାଣିଲେତ ବନ୍ଧୁଗଣ ଘରେ କେଉଁ ଜାଗାରେ ଦର୍ପଣ ଲଗାଇବେ ଓ କେଉଁ ଜାଗାରେ ଦର୍ପଣ ଲଗେଇବେ ନାହି ।