ବେଲ ପତ୍ର ଆମ ପାଇଁ ଖୁବ ଉପକାରୀ ଅଟେ । ଏହା ଆମେ ଜାଣିଛେ । ବେଲ ପତ୍ର କୁ ଆମେ ଶିବ ଭଗବାନ ଙ୍କୁ ପୂଜା କରିବା ପାଇଁ ମଧ୍ୟ ବ୍ୟବହାର କରୁ । ଏହି ପତ୍ର କୁ ଆମେ ଭଗବାନଙ୍କ ପ୍ରିୟ ବୋଲି ଜାଣିଛେ । ଏହାର ବୈଜ୍ଞାନିକ ମତ ମଧ୍ୟ ଅଛି । ଏହାକୁ ଆମେ କଣ ପାଇଁ ଘରେ ରଖିବା ଏହା ଆମ ପେଟ କୁ ସଫା ମଧ୍ୟ କରିଥାଏ । ଏହାକୁ ଆମେ କିନ୍ତୁ ଏକ ଜାଗାରେ ରଖିବା ଭଲ ହୋଇ ଥାଏ ଆମେ ଏହାକୁ ଘରର ଯେକୌଣଶୀ ଜାଗାରେ ରଖିବା ଭଲ ନୁହେଁ ।
ଏହାକୁ ଆମେ ରଖିବା ପାଇଁ ଏକ ଜାଗା ନିହାତି ଭାବେ ଦରକାର ଅଟେ । ଆଜି ଆମେ କହିବା କି ଆମେ ଏହାକୁ କେଉଁ ଜାଗାରେ ରଖିବା ଭଲ ହୋଇଥାଏ । ଏହାକୁ କିଭଳି ଭାବେ ବ୍ୟବହାର କରିବା ଆମେ । ଏହା ସଠିକ ଜାଗାରେ ରହିଲେ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇ ଯାଏ ।
ପୁରାଣ ଅନୁସାରେ ବେଲ ଗଛ ର ସୃଷ୍ଟି ମାତା ଲକ୍ଷ୍ମୀ ଙ୍କ ଅଂଶ ରୁ ହୋଇଛି । ଆପଣ ମାନେ ଅଳ୍ପ ବହୁତ ଜାଣି ଥିବେ ଏବେ ଆସନ୍ତୁ ଜାଣିବା । ପ୍ରଥମ କଥା ଏହି ଗଛ ରେ ସାକ୍ଷାତ ମହାଦେବ ଓ ଶକ୍ତି ବାସ କରିଥାନ୍ତି । ଏହାର ତିନି ପତ୍ର ରେ ଭଗବାନ ବିଷ୍ଣୁ, ମହାଦେବ, ବ୍ରହ୍ମା ବାସ କରି ଥାନ୍ତି ।
ଏହି ଗଛ ମୂଳରେ ଗାଧୋଇ ସାରିକି ପାଣି ଦେବା ଭଲ ହୋଇ ଥାଏ । ଏହା କରିବା ଦ୍ଵାରା କୋଟୀ ପୂଣ୍ୟ ମିଳିଥାଏ । ଯାହା ଦ୍ଵାରା ମଣିଷ କୁ ସଫଳତା ମିଳିଥାଏ । ଏହା ସହ ଧନବାନ ମଧ୍ୟ ହୋଇ ଥାନ୍ତି । ଏହା ସବୁ ଦେବା ଦେବୀ ମାନଙ୍କ ର ପ୍ରିୟ ହୋଇଥାଏ ।
ଏହା ସୁଖୀ ଯାଏ ହେଲେ କୀ ବାଶି ହୋଇ ନଥାଏ । ଏହି ଗଛର ପତ୍ର ରେ ଆମେ ଚନ୍ଦନ ଲଗାଇକି ଦେବା ଦେବୀ ଙ୍କୁ ଦେଲେ ଭଲ ହୋଇଥାଏ । ଏହି ଗଛର କାଠିକୁ ଆମେ ଚନ୍ଦନ ଭଳି ଲଗାଇବା ଭଲ ହୋଇଥାଏ । ଏହା ଦ୍ଵାରା ଆମେ କୋଟୀ ପୂଣ୍ୟ ଫଳ ପାଇ ଥାଉ ।
ମଣିଷ ଏହାକୁ ନିଜ ମଥାରେ ଲଗାଇଲେ ସବୁ ପ୍ରାଣୀ ଙ୍କୁ ବସ କରି ଥାଏ ଓ ସବୁ କ୍ଷେତ୍ରରେ ନିଜକୁ ଆଗକୁ ନେଇକି ଯାଇ ଥାଏ । ଏହାକୁ ସୋମବାର ଦିନ ପୂଜା କରିବା ଦ୍ଵାରା ଆମେ ସୁସ୍ଥ ରହୁ । ଏହି ଗଛ ମୂଳରେ ଆମେ ବେଲ ପଣା ଦେବା ଦ୍ଵାରା ଓ ପୂଜା କରିବା ଦ୍ଵାରା ବହୁତ ଭଲ ପରିଣାମ ପାଇ ଥାଉ ।
ଏହାକୁ ଆମେ ସବୁ ଦିନ ପାଇଁ ପାଖରେ ରହିଲେ ମଧ୍ୟ ଭଲ ଆପଣ ଏହାର ଚେରକୁ ଆଣିକି ଏକ ନାଲି ସୂତାରେ ବାନ୍ଧିବା ପରେ ଏହାକୁ ଆମ ହାତରେ ଧାରଣ କରିଲେ ଖରାପ ଶକ୍ତି ଆମ ଠାରୁ ଦୂରେ ରହି ଥାଏ । ଯାହା ବିବାହ କିମ୍ବା ସନ୍ତାନ ହେଉ ନଥାଏ ସେମାନଙ୍କ ସମସ୍ଯା ଦୂର ହୋଇଯିବ ।