ଘରକୁ ନେଇ ଆସନ୍ତୁ ଏହି ଜିନିଷ, ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି ଅପାଣ- Vastu Tips

ନୂଆ ବର୍ଷ ରେ ସବୁ ଲୋକମାନେ ନିଜ ଘରକୁ ସୁଖ ସମୃଦ୍ଧି ଆସିବା ର କାମନା କରିଥାନ୍ତି ଭଗବାନ ଙ୍କ ପାଖରେ । ଆପଣ ଯଦି ଦେଖିବେ ତ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସେଇ ମାନଙ୍କ ଘରେ ରହିବା ପାଇଁ ପସନ୍ଦ କରିଥାନ୍ତି ଯେଉଁ କାମ କରିବା ଅଭଲ ପାଇ ଥାନ୍ତି । ଆପଣ ଯଦି ନିଜ ଘରକୁ ଏକ ଜିନିଷ ଆଣିକି ରଖିବେ ତ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ । ମା ଲକ୍ଷ୍ମୀ ଙ୍କ କିଛି ପ୍ରିୟା ଜିନିଷ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉହଚେ ଯାହା କୁ ଆପଣ କିଣିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଯିବ ।

ଏହା ସହ ଆପଣ ଏହା ମଧ୍ୟ ଜଣାଇ ରଖନ୍ତୁ କି ଏହା ସହ ଆପଣ କିଛି ଖୁଶି ଖବର ମଧ୍ୟ ପାଇବେ ଆପଣଙ୍କ ଧନର ବୃଦ୍ଧି ହେବ । ଆପଣ ଏହା ପାଇଁ ଅଧିକ ଟଙ୍କା ଖରଚ କରିବା ପାଇଁ ପଡିବ ନି । ଏହି ବସ୍ତୁ ମଧ୍ୟରେ ପ୍ରଥମ ବସ୍ତୁ ହେଉଛି ଯାହା ବାସ୍ତୁ ଶାସ୍ତ୍ର ଅନୁଶାରେ ମଧ୍ୟ ପ୍ରମାଣିତ ହୋଇ ରହିଛି ତାହା ଅହେଉଛି କି ଭଗବାନ କୁବେରଙ୍କ ମୂର୍ତ୍ତି ଏହା ଙ୍କୁ ଆମେ ଜାଣିଛେ କି ଧନର ଦେବତା ।

ଆପଣ ଏହାଙ୍କୁ ଆଣିକି ଏକ ନାଲି କାନାରେ ରଖି ଏହାଙ୍କୁ ପୂଜା କରିବେ ଏହା ସହ ଆପଣ ସବୁ ଦିନ ସମ୍ମାନ ମଧ୍ୟ ଦେବେ । ଦେଖିବେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସହ ଆପଣ ଭଗବାନ କେବର ଙ୍କ ଆଶୀର୍ବାଦ ମଧ୍ୟ ପାଇବେ । ଏହା ଅପରେ ନାମ ଆସେ ଲାଫିଙ୍ଗ ବୁଦ୍ଧ ର ମୂର୍ତ୍ତି । ଆପଣ ଏହାକୁ ଉତାର ପୂର୍ବ କୋଣରେ ରଖିବେ ଏହା ଆପଣଙ୍କ ପାଇଁ ଖୁବ ଭଲ ହୋଇଥାଏ ।

ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ ଚରଣ ଚିହ୍ନ ଆଣିକି ଏହାଙ୍କୁ ରଖିକି ପୂଜା କରିବେ ତେବେ ଦେଖିବେ କି ଆପଣଙ୍କ ଘରେ କେବେଭି ଅଭାବ ରହିବନି । ଏହା ପରେ ଆସେ ପଞ୍ଚମୁଖୀ ହନୁମାନ ଜି ଙ୍କ ମୂର୍ତ୍ତି । ଆପଣ ଶୁକ୍ଲ ପକ୍ଷ ପଞ୍ଚମୀ ରେ ଏହାକୁ ସ୍ଥାପନା କରିବେ ତେବେ ଆପଣଙ୍କ ଘରେ ଥିବା ସବୁ ବାଧା ଦୂର ହୋଇଯିବ । ଏହା ଅସହ ଆପଣ ଭଗବାନ ଗଣେଶ ଓ ମା ଲକ୍ଷ୍ମୀ ଙ୍କ ଚାନ୍ଦିର ମୂର୍ତ୍ତି ଆଣିକି ପୂଜା କରି ପାରିବେ ।

ଆପଣ ଯଦି ଚାହିଁ ବେ ଏହାଙ୍କୁ ନେଇ ନିଜ ଲକର କିମ୍ବା ଅପଇସା ରଖୁଥିବା ସ୍ଥାନରେ ମଧ୍ୟ ଆପଣ ରଖି ପାରିବେ । ଆପଣ ୱିନ୍ଡ ଚେନ ମଧ୍ୟ ଆଣିକି ଏହାକୁ ଉତ୍ତର ଦିଗରେ ଟାଙ୍ଗିବା ଦ୍ଵାରା ଆପଣଙ୍କ ଘରେ ଶାନ୍ତି ଓ ସୁଖ ଆସିବାରେ ଲାଗିବ । ଏହାକୁ ସେଇ ଜାଗାରେ ଲଗାଇବେ ଯେଉଁ ଜାଗାରେ ଆପଣଙ୍କ ଗହରକୁ ପବନ ଆସୁଥିବ । ଆପଣ ତୁଳାଷୀ ଗଛ କିମ୍ବା ମନି ପ୍ଳାଣ୍ଟ ଆଣିକି ମଧ୍ୟ ଲଗାଇ ପାରିବେ ଏହା ଭଲ ହୋଇ ଥାଏ ।

ଆପଣ ଯଦି ଏହା ସହ ମୟୂର ଚୂଳ ଆଣି ପାରିବେ ଏହା ମଧ୍ୟ ଭଲ ହୋଇଥାଏ କାରଣ ହେଉଛି କି ଭଗବାନ କୃଷ୍ଣ ମଧ୍ୟ ମାତୁର ପଙ୍ଖ କୁ ନିଜ ପାଖରେ ରଖିବାର ଆପଣ ମାନେ ଦେଖିଥିବେ ଏହାକୁ ଘରେ ରଖିଲେ ନଜର ଡୋସା ଦୂର ହୋଇ ଯାଇ ଥାଏ । ଏହା ଅପରେ ଆସେ କଇଁଛ ର ମୂର୍ତ୍ତି କିମ୍ବା ଘୋଡାର ନାଲ ଏହା ଆପଣ ଆଣିବା ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *