ଆମ ସମାଜରେ ଅନେକ ପ୍ରକାର ଲୋକମାନେ ଅଛନ୍ତି ଆପଣ ଏହା ମଧ୍ୟ ଜାଣି ଥିବେ କି ଏହାକୁ କିଛି ଲୋକମାନେ ମାନି ଥାନ୍ତି ଆଉ କିଛି ଲୋକମାନେ ଏହାକୁ ମାନି ନଥାନ୍ତି । ଆପଣ ଏହା ମଧ୍ୟ ଜାଣି ଥିବେ କି ବିଲେଇ ରାସ୍ତା କାଟିଲେ ଏହା ଖରାପ ହୋଇ ଥାଏ । ଏହା ଆପଣ ମଧ୍ୟ ଜାଣି ଥିବେ । କିନ୍ତୁ ଆପଣ ଏହା ଛଡା ଆହୁରି ଅଭୁତ ଜିନିଷ କୁ ଆମେ ମାନି ଥାଉ । ମାତ୍ର ଆପଣ କଣ ଜାଣି ଛନ୍ତି କି ଏହି ଭଳି ମାନ୍ୟତା କଣ ପାଇଁ ଆସିଥାଏ ।
ଆଜି ଆମେ କହିବା କି କଣ ପାଇଁ ଏହାକୁ ମାନିଥାଉ ଆମେ । ଶାସ୍ତ୍ର ଅନୁସାରେ ଦେଖିବା ତ ଏହା ଏକ ଗୃହପାଳିତ ପଶୁ ଅଟେ । ଏହାକୁ ଘରେ ରଖିବା ପାଇଁ ଅନେକ ଲୋକମାନେ ଅପସନ୍ଦ ମଧ୍ୟ କରି ଥାନ୍ତି । କୁହାଯାଏ କି ବିଲେଇ ଯଦି ଆପଣଙ୍କ ବାମ ପାଖରୁ ଡାହାଣ ପାଖକୁ ଗତି କରେ ତେବେ ଏହା ଅଶୁଭ ହୋଇ ଥାଏ ।
ମାତ୍ର ବିଲେଇ ଯଦି ଡାହାଣ ପାଖରୁ ବାମ ପାଖକୁ ଯାତ୍ରା କରିଥାଏ ଏହା ଶୁଭ ହୋଇ ଥାଏ । ଶାସ୍ତ୍ର ଆସୁନସାରେ ଦେଖିବା ପାଇଁ ଯିବା ତ ବିଲେଇ ମାନନକ ମଧ୍ୟରେ କୁକୁର ମାନଙ୍କ ଭଳି ଷଷ୍ଠ ଇନ୍ଦ୍ରିୟ ଖୁବ ତେଜୀୟାନ ଥାଏ । ଯାହା ଦ୍ଵାରା ବିଲେଇ ଭବିଷ୍ୟତ ରେ ଥିବା ଘଟଣା ଅଘଟଣ ବିଷୟରେ କୁହାଯାଇ ଥାଏ ।
ଏହା ସହ ଏହାକୁ ତନ୍ତ୍ର ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହାଯାଏ କି କଳା ଜାଦୁ କରିବା କିମ୍ବା ଆତ୍ମାର ବଶୀକରଣ ପାଇଁ ବିଲେଇ ଉପଯୁକ୍ତ ପ୍ରାଣୀ ଅଟେ । କିଛି ଏହା ଅମଧ୍ୟ ମାନି ଥାନ୍ତି କି ଏହା ଠାକୁରାଣୀ ଙ୍କ ପ୍ରିୟା ମଧ୍ୟ ହୋଇ ଥାଏ । ବିଲେଇ ଘରକୁ ଆସି କାନ୍ଦିବାର ଦେଖା ଯାଏ ତେବେ ଘରେ କିଛି ଅଘଟଣ ଦେଖା ଯାଇଥାଏ ।
ଯଦି ଦୁଇଟି ବ୍ବିଲେଇ କଲି କରିବାର ଦେଖୁଛନ୍ତି ତେବେ ଆପଣଙ୍କ ର ଅମଧ୍ୟ କାହା ସହ ଝଗଡା ହୋଇ ପାରେ । ବିଲେଇ ଯଦି ଦୀପାବଳି ରାତିରେ ଘରକୁ ଆସିଥାନ୍ତି ଏହା ଶୁଭ ହୋଇ ଥାଏ । ଦୀପାବଳି ରେ ବିଲେଇ ଘରକୁ ଆସିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ ।
ଆପଣଙ୍କ ଘରେ କିମ୍ବା ଆପଣଙ୍କ ଘର ଆଖ ପାଖରେ ଛୁଆ ଜନ୍ମ ଦେଇ ଥାଏ ଏହା ଖୁବ ଭଲ ଅଟେ । ଆପଣଙ୍କ ଭଲ ସମୟ ଆସିଗଲା ବୋଲି ଜାଣନ୍ତୁ । ଯଦି ଆପଣ ସୋଇଥିବା ବେଳେ ବିଲେଇ ଆପଣଙ୍କ ପାଦକୁ ଚାଟି ଥାଏ ତେବେ ଆପଣ ସରକାରୀ ମାମଲାରେ ଫସିବାର ଯୋଗ ଥାଏ ।
ଏହା ସହ ଆପଣଙ୍କ ଦେହ ମଧ୍ୟ ଖରାପ ହୋଇ ଥାଏ । ଆପଣ ଯଦି ଗଡୁଛନ୍ତି ଆପଣଙ୍କ ଉପର ଦେଇ ବିଲେଇ ଡେଇଁ କି ଚାଲିଯିବ ତେବେ ଅକାଳ ମୃତ୍ୟୁ ହି ପାରେ । ଆପଣ ଏହି ସବୁ ଅସାନ୍ତି ରୁ ବଞ୍ଚିବା ପାଇଁ ସତ୍ୟାନାରାୟନ ଙ୍କ ପୂଜା କରନ୍ତୁ ଓ ଭଜନ ଶୁଣନ୍ତୁ । ସବୁ ସମସ୍ଯା ଆପେ ଆପେ ଦୂର ହୋଇଯିବ ।