ଘରେ ଏହି ଠାକୁର ଙ୍କ ଫଟୋ ଲଗାନ୍ତୁ କିଛି ଅଭାବ ରହିବନି- Vastu Shastra

ଆମେ ଜୀବନରେ ଅନେକ ସମସ୍ଯା କୁ ଦେଖି ଥାଉ ଯଦି କହିବା ପାଇଁ ଯିବା ତ ଆମେ ଏହାକୁ ସମାଧାନ କରିବା ପାଇଁ କିଛି ଉପାୟ ମାନ କରୁ । କିନ୍ତୁ ହୁଏ ତ ଆମ ଉପାୟ ରେ କିଛି ଭୁଲ ରହି ଯାଇ ଥାଏ ଯାହା ଦ୍ଵାରା ଆମେ ଏହାକୁ କରି ପାରି ନ ଥାଉ । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ ମାନେ କଣ କଣ କରିବା ଉଚିତ ଅଟେ ଯାହା ଦ୍ଵାରା ଆପଣଙ୍କ ସମସ୍ଯା ମାନ ସମାଧାନ ହୋଇ ଜୀବ ।

ଆପଣ ମାନେ ବାସ୍ତୁ ସାତର ଅନୁସାରେ କିଛି କାମ କରିବା ଦ୍ଵାରା ଏହାର ସମାଧାନ ହୋଇ ଯାଇ ପ୍ପାରେ । ପ୍ରତେକ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ଯା ମାନ ଥାଏ ଯେଉଁ ଭଳି କି ଯାହା କାମ କରିବା କୁ ଯାଉଛନ୍ତି ତାହା ଅଟକି ଯାଇ ଥାଉ ଏହା ସହ କିଛି ବାଧା କିମ୍ବା କିଛି ଅଜଣା ଲୋକ ଆମ ପାଇଁ କଷ୍ଟ ଆଣି ଦେଇ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କିଛି ଏହି ଭଳି ଘଟଣା ଆପଣ ମାନଙ୍କ ଆଗରେ ଥିବା କିନ୍ତୁ ଆପଣ ମାନେ ଜାଣି ପାରୁ ନଥିବେ କି ଏହା କଣ ପାଇଁ ହେଉଛି । ଏହା ଅନେକ ସମୟରେ ଆମ ସହ ହୋଇ ଥାଏ ।

ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା କରିବା ପାଇଁ ଅନେକ ଥର ଆମ ଘର ଲୋକମାନେ ଆମକୁ ମନା କରିଥିବେ କିନ୍ତୁ ଆମେ ଏହାକୁ କରି ଥାଉ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଆପଣ କେବଳ ଏହି ସବୁ ଜିନିଶ ର ଧ୍ୟାନ ଦେବେ । ଏହା ମଧ୍ୟରେ ପ୍ରଥମ ଜିନିଷ ହେଉଛି ଭଗବାନ ଗଣେଶ ଭଗବାନ ଜି ଙ୍କ ଫଟ । ଏହାକୁ ଆପଣ ଗଣେଶ ଭଗବାନ ଙ୍କ ଫଟ ଲଗାନ୍ତୁ ଓ ଯେଉଁ ଜାଗାକୁ ଆପଣ ଯାଉଛନ୍ତି କିମ୍ବା ଯେଉଁ ଜାଗାରୁ ଆସୁଛନ୍ତି ଏହା ଉପରେ ନଜର ପଡି ଥାଏ ।

ଆଜି ଆମେ କହିବା ପାଇଁ ଯାଉଛେ କି ଆମେ ଏହାକୁ ଦେଖିକି ଗଲେ ଶୁଭ ହୋଇ ଥାଏ କେବଳ ଏହା ନୁହେଁ ଏହା ସହ ଆପଣ ଏହା ମଧ୍ୟ ଜାଣି ଥିବେ କି ଏହା ଉପରେ ଯଦି କିଛି ଖରାପ ନଜର ପଡି ଥାଏ ତେବେ ଏହା ମଧ୍ୟ ଆପଣଙ୍କ ରକ୍ଷା କରି ଥାଏ । ଠିକ ମୁଖ୍ୟ ଦ୍ଵାରା ର ଆଗ ପଟେ ଭଗାବାନ ଗଣେଶ ଙ୍କ ଫଟ ଓ ଘର ଭିତରେ ପଞ୍ଚମୁଖୀ ହନୁମାନ ଜି ଙ୍କ ଫଟ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଖରାପ ପ୍ରଭାବ ପଡି ନଥାଏ ଓ ଘରେ ଶାନ୍ତି ରହି ଥାଏ । ଏହା ସହ ଆପଣ ଘରେ ମାଛ ମାନଙ୍କ ଫଟ ରଖିବା ଭଲ ହୂୟ ଥାଏ । ମାଛ ଖେଳୁ ଥିବା ଫଟ ଲଗାନ୍ତୁ ଆପଣଙ୍କ ଘରେ ସକାରାତ୍ମକ ଜିନିଶହ ଆରମ୍ଭ ହୋଇଜୀବ ।

Leave a Reply

Your email address will not be published. Required fields are marked *