ଭଗବାନ ଶ୍ରୀ କୃଷ୍ଣଙ୍କ ର ଅନେକ ଜିନିଷ ପ୍ରିୟ ରହି ଥାଏ । ତେବେ ସେହି ଭଳି ମୟୁର ପଙ୍ଖ ବିଷୟରେ ଆମେ ସମସ୍ତେ ଜାଣିଚୁ । ତେବେ ଏହି ମୟୁର ପଙ୍ଖ ଭାଗବାନ ଶ୍ରୀ କୃଷ୍ଣଙ୍କ ର ମୁକୁଟ ରେ ଲାଗି ଥାଏ । ଏହା ମୟୁର ପଙ୍ଖ ଭଗବାନ ଶ୍ରୀ କୃଷ୍ଣ ଙ୍କର ବହୁତ ପ୍ରିୟ ଅଟେ । ଏହା ଛଡା ମୟୁର ପଙ୍ଖ ବିଭିନ୍ନ ତନ୍ତ୍ର ଆଦି କାର୍ଯ୍ୟ ରେ ମଧ୍ୟ ବ୍ୟବହାର କରାଯାଇ ଥାଏ । ତେବେ ଆପଣଙ୍କ ଘରେ ଯଦି ଅର୍ଥ ଅଭାବ ରହୁଥାଏ ତେବେ ଏହାକୁ ଆପଣ ମୟୁର ପଙ୍ଖ ଦ୍ୱାରା ଦୂର କରିପାରିବେ।
ମୟୁର ପଙ୍ଖ ଆପଣ ନିଜର ଘରେ ଯଦି ରଖିବେ ତେବେ ଏହା ନକାରାତ୍ମକ ଉର୍ଜା କୁ ଘରୁ ବାହାର କରିବା ରେ ସହାୟକ ହୋଇ ଥାଏ । ମୟୁର ପଙ୍ଖ କୁ ଯଦି ଆପଣ ଘରର ଯଦି ଏଭଳି କୌଣସି ସ୍ଥାନରେ ରଖିବେ ଯେଉଁଠାରେ କି ଲୋକଙ୍କର ନଜର ପଡୁଥିବ ।
ତେବେ ଏହା ଆପଣଙ୍କ ଘରେ କାହାର ନଜର ପଡିବା ରୁ ବଞ୍ଚିତ ରଖି ଥାଏ। ମୟୁର ପଙ୍ଖ କୁ ଯଦି ଆପଣ ନିଜର ପଇସା ରଖୁଥିବା ସ୍ଥାନ ବା ଆଲମୀର ର ଲକର ରେ ରଖିଦେବେ । ଦେଖିବେ ଆପଣଙ୍କ ଘରେ ଧନ ର ଅଭାବ ରହିବ ନାହିଁ ।
ମୟୁର ପଙ୍ଖ ଆପଣ ଠାକୁର ଘରେ ରଖିବେ ତେବେ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ଯଦି ଆପଣଙ୍କ ଘରେ କେହି ଛୋଟ ଛୁଆ ଅଛନ୍ତି ତେବେ ତାଙ୍କୁ ନଜର ଲଗିବା ରୁ ବଂଚିତ ରଖିବା ପାଇଁ ଆପଣ ତାହାର ନିକଟରେ ଏକ ମୟୂର ପଙ୍ଖ ରଖିଦିଅନ୍ତୁ ।
ଆପଣ ଶୋଇବା ସମୟରେ ତକିଆ ତଳେ ମୟୁର ପଙ୍ଖ ରଖିବା ଦ୍ୱାରା ଆପଣ ସେଇଠି ମୁଣ୍ଡ ଦେଇ ଶୋଇବା ଦ୍ୱାରା ଆପଣଙ୍କ ଶରୀରରେ ସକାରତ୍ମକ ଉର୍ଜା ଉତ୍ପନ୍ନ ହୋଇ ଥାଏ । ମୟୁର ପଙ୍ଖ ଘରେ ରଖିବା ଦ୍ୱାରା ଘରର ନକାରାତ୍ମକ ଉର୍ଜା କମ ହୋଇ ଥାଏ ଓ ଏହା ସହିତ ଧନ ବୃଦ୍ଧି ହୋଇ ଥାଏ ।
ଏହା ଛଡା ଘରର ସମ୍ନାରେ ଆପଣ ଯଦି ଗଣେଶ ଙ୍କ ମୂର୍ତି ବା ଫଟୋ ଲଗାଇ ଏଥିରେ ତିନୋଟି ମୟୁର ପଙ୍ଖ ଲଗାଇ ଦେବେ । ଏହା ଦ୍ୱାରା ଆପଣଙ୍କ ଘରେ ଧନ ର ଅଭାବ କେବେବି ରହି ନ ଥାଏ । ଆୟ ବୃଦ୍ଧି ହୋଇଥାଏ ।
ଓ ଘରର କ୍ଳେଶ ଆଦି ଦୂର ହୋଇଥାଏ । ତେବେ ମୟୁର ପଙ୍ଖ ଘରର ନକାରାତ୍ମକ ଉର୍ଜା କୁ ସମ୍ପୂର୍ଣ କମ ହୋଇ ଥାଏ । ତେଣୁ ଆପଣ ଘରେ ମୟୁର ପଙ୍ଖ ନିଶ୍ଚୟ ରଖନ୍ତୁ । ଯଦି ଆପଣ ମୟୁର ପଙ୍ଖ ପର୍ସ ରେ ରଖନ୍ତି ତେବେ ଆପଣଙ୍କ ପାଖେ କେବେବି ପଇସା ଶେଷ ହୋଇ ନ ଥାଏ । ପର୍ସ କେବେବି ଖାଲି ହୋଇ ନ ଥାଏ ।