ଆପଣ ମାନେ ଜାଣି ଛନ୍ତି ଭାରତ ହେଉଛି ଖାଇବା କ୍ଷେତ୍ରରେ ସବୁ ଠାରୁ ଆଗରେ ଏଠାରେ ଅନେକ ପ୍ରକାର ଖାଦ୍ଯ ତିଆରି କରା ଯାଇ ଥାଏ ଏହା ସହ ଏହି ଜାଗାରେ ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ସାଧା ଖାଇବା ପାଇଁ ଭଲ ପାଇ ନଥାନ୍ତି ଏଠାରେ ଯେତେ ପ୍ରକାର ସଂସ୍କୃତି ସେତେ ପ୍ରକାର ଗୀତା ନାଚ ଆଦି ରହି ଥାଏ । ଏହା ମଧ୍ୟରେ କିଛି ଏହି ଭଳି ମସଲା ମାନ ଅଛି ଯାହା ଆକୁ ଆମେ ଔଷଧ ଭାବେ ମଧ୍ୟ ବ୍ୟବହାର କରୁ କିମ୍ବା ଏହାକୁ ଆମେ ନିଜ ଜୀବନରେ ଖାଇବା ଅପାଇନ ସବୁ ଦିନ ବ୍ୟବହାର କରୁ ।
ବେଳେବେଳେ ପୂଜା ପର୍ବ ପର୍ବାଣି ମାନଙ୍କ ରେ ସାଧା ଖାଇବା ମାନ ହୋଇ ଥିଲେ ଅମଧ୍ୟ ସେଥିରେ ଭି କିଛି ମସଲା ମାନ ପଡି ଥାଏ । ଆଜି ଆମେ କହିବା କି ଆମେ କେଉଁ ଭଳି ଭାବେ ଆମେ ମଶାଳାକୁ ବ୍ୟବହାର କରିବାର ଉପାୟ ମାନ ବାହାର କରି ନେଇ ଥାଉ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଗୁଜୁରାତି ଯାହା ଆପଣଙ୍କୁ ଜଣା ଥିବା ଏହା ଦୁଇ ପ୍ରକାର ର ଥାଏ ଏକ ବଡ ଗୁଜୁରାତି ଓ ଆଉ ଏକ ଛୋଟ ଗୁଜୁରାତି ଥାଏ ।
ବଡ ଗୁଜୁରାତି କୁ ଆମେ ମସଲା ଭାବେ ବ୍ୟବହାର କରା ଯାଉ ଥିବା ବେଳେ ଛୋଟ ଗୁଜୁରାତି କୁ ଆମେ ମୁହଁ ର ବାସନା ରୁ ମୁକ୍ତ କରି ଥାଏ । ଏହାକୁ ଆମେ କେବଳ ଖାଇଆ ଦେଇ ଥାଉ କିନ୍ତୁ ଆଜି ଆମେ ହାର ଫାଇଦା ଆପଣଙ୍କୁ କହିବା । ଆମେ ଜଣାଇଛେ କି ଏହାକୁ ଆମେ ମୁଖ ବାସ ଭାବେ ବ୍ୟବହାର କରୁ ଏହାର କାରଣ କିଛି ଭି ହୋଇ ପାରେ ଏହା ର କାରଣ ଏହା ମଧ୍ୟ ହୋଇ ପାରେ କି ଆମ ପେଟ ଖରାପ ହୋଇ ରହି ପାରେ କିମ୍ବା ଆମର ମୁହଁ ରେ ଥିବା ବ୍ୟାକ୍ଟେରିଆ ମାନଙ୍କ ପାଇଁ ହେଉ ।
ଏହାକୁ ଖାଇବା ଦ୍ଵାରା ଏହା ଆମ ପାଚନ ଶକ୍ତି କୁ ବଢାଇ ଥାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ନଂପୁରୁଷତ୍ଵ ଦୂର କରି ଥାଏ । ଏହା କୁ ପିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ଭଲ ରହି ଥାଏ । କେବଳ ସେତିକି ନୁହେଁ ଏହାକୁ ପିବା ଦ୍ଵାରା ଆମ ରକ୍ତ ସଫା ହୋଇ ଥାଏ ଏହା ସହ ଯଦି ଆପଣଙ୍କୁ ନିଦ ହେଉ ନଥାଏ । ତେବେ ଏହା ଆପଣଙ୍କ ମାଂଶିକ ଚାପ ଯୋଗୁ ହୋଇ ଥାଏ କିମ୍ବା ଆପଣଙ୍କ ନକାରାତ୍ମକ ଶକ୍ତି ପାଇ ହେଉଥାଏ । ତେବେ ଆପଣ ନିଜ ପାଖରେ ଏକ ତମ୍ବା ପାତ୍ର ରେ କିଛି ପାଣି ରଖୀ ନିଅନ୍ତୁ ଏହାକୁ ଆପଣ ସକାଳୁ ଉଠି ଢାଳି ଦିଅନ୍ତୁ ଓ ଏହା ସହ ଆପଣ ଯଦି ଏକ ଗୁଜୁରାତି ରଖି ଏହାକୁ ଆପଣ ସକାଳଉ ଉଠି ପକାଇ ଦିଅନ୍ତୁ ଦେଖିବେ ଆପଣଙ୍କ ନିଦ ଖୁବ ଭଲ ରେ ରହିବ ।