Pregnant ହେବାକୁ ଚାହୁଁଥିଲେ କରନ୍ତୁ ଏହି 1 ଉପାୟ, ଶୀଘ୍ର ରହିବ ଗର୍ଭ… ଦେଖନ୍ତୁ ସେହି ଉପାୟଟି କଣ ?

ବହୁତ ଜଣ ଜାଣିବାକୁ ଚାହିଁଥାନ୍ତି କି ଓଭୁଲେସନ୍ ଟି କଣ ଏବଂ ଜାଣିବାକୁ ଚାହାନ୍ତି କେଉଁଦିନ ଆମ ଓଭୁଲେସନ୍ ଦିନଟି ପଡିବ । ଗର୍ଭବତୀ ହେବା ପାଇଁ ହେଲେ ଏହା ବିଷୟରେ ନିହାତି ଜାଣିବାକୁ ହେବ । କିଛି ଲୋକ ଏସବୁ ବିଷୟରେ ନଜାଣିପାରି ବହୁତ ଅସୁବିଧା ର ସମୁଖୀନ ହୁଅନ୍ତି, ହେଲେ ଆଜି ପରଠୁ ଏହି ଅସୁବିଧା ଆଉ ରହିବ ନାହିଁ କାହିଁକି ନା ଏସବୁ ବିଷୟରେ ଆଜି ଆମେ ଜଣାଇବୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ଏବେ ଗର୍ଭବତୀ ହେବାକୁ ଚାହୁଁ ନାହାନ୍ତି ତାହାଲେ ମଧ୍ୟ ଏହି ଓଭୁଲେସନ ଆପଣଙ୍କୁ ସାହାଯ୍ୟ କରିବ । ଓଭୁଲେସନ ଦିନ ପିରିୟଡର ଏକ ଗୁରୁତ୍ୟପୂର୍ଣ ପ୍ରକ୍ରିୟା । ଯଦି ଜଣେ ମହିଳାଙ୍କର ଅଣ୍ଡାଣୁ ଗର୍ଭାଶୟରୁ ବାହାରକୁ ଆସେ ତେବେ ତାହାକୁ ଓଭୁଲେସନ କୁହାଯାଏ । ଯେତେବେଳେ ଜଣେ ମହିଳା ଙ୍କର ପିରିୟଡ ହୋଇଥାଏ ସେତେବେଳେ ତାଙ୍କ ଗର୍ଭାଶୟରେ ବହୁତ ସାରା ଅଣ୍ଡାଣୂ ତିଆରି ହୋଇଥାଏ ।

ଏଥିରୁ ଗୋଟିଏ ଅଣ୍ଡାଣୂ ଗର୍ଭାଶୟରୁ ବାହାରକୁ ଆସିଥାଏ ଏବଂ ଏହା ଏସଟ୍ରୋଜେନ, କୋଜେଷ୍ଟ୍ରଲ ଓ ଏଲଏଚ ହେରମୋନ ର ଠିକ ବାଲାନ୍ସ ଯୋଗୁ ହିଁ ହୋଇଥାଏ । ସାଧରଣତଃ ଯଦି ଆପଣଙ୍କ ପିରିଅଡର ସାଇକେଲ ୨୮ ଦିନ ହେଇଥିବ ତେବେ ଆପଣଙ୍କ ଓଭୁଲେସନ ୧୪ ଦିନରେ ହିଁ ହୋଇଥାଏ । ଯଦି ଆପଣଙ୍କ ପିରିଅଡର ବ୍ୟବଧାନ ୨୮ ଦିନ ହୋଇଥିବା ତେବେ ଆପଣଙ୍କ ଓଭୁଲେସନ ୧୪ ଦିନରେ ହେବ ।

ପ୍ରତ୍ୟକ ମହିଳାଙ୍କର ପିରିଅଡ ସାଇକେଲ ଅଲଗା ଅଲଗା ହୋଇଥାଏ । ଯଦି ଅପଣଙ୍କ ବୟସ ୩୫ ବର୍ଷରୁ କମ୍ ତେବେ ଆପଣଙ୍କ ପିରିଅଡ ୨୮ ରୁ ୩୨ ଦିନ ମଧ୍ୟରେ ହୋଇଥାଏ । ଏମାନଙ୍କ ଓଭୁଲେସନ୍ ୧୦ ରୁ ୧୯ ଦିନ ମଧ୍ୟରେ ହୋଇଥାଏ । ଆପଣଙ୍କୁ ମନେ ରଖିବାର ଅଛି ଆପଣଙ୍କ ପିରିୟଡ ମଝି ଦିନରୁ ୪ ଦିନ ପୂର୍ବରୁ ଏବଂ ୪ ଦିନ ପରେ ଆପଣଙ୍କ ଓଭୁଲେସନ ହେଇପାରେ ।

ଗର୍ଭାଶୟ ରୁ ଅଣ୍ଡାଣୂ ଯେତେବେଳେ ବାହାରକୁ ଆସିଥାଏ ୨୪ ଘଣ୍ଟା ପର୍ଯ୍ୟନ୍ତ ସଲିଫ୍ୟନ୍ଟ ଟିଉବ ରେ ରହିଥାଏ ଓ ଶୁକ୍ରାଣୁ ଅପେକ୍ଷାରେ ରହିଥାଏ । ଏହି ଶୁକ୍ରାଣୁ ମହିଳା ମାନଙ୍କ ଶରୀରରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରୁହେ, ଫରଟିଲିଟି ପିରିଅଡ ବା ଫର୍ଟିଲିଟି ୱିନଡୋ କୁହାଯାଏ ଏହା ଆପଣଙ୍କୁ ଜାଣିବା ନିହାତି ଦରକାର କାରଣ ଏହା ୧୦ ରୁ ୧୯ ଦିନ ମଧ୍ୟରେ ଆସିଥାଏ । ଯଦି ଆପଣ ଗର୍ଭବତୀ ହବାକୁ ଚାହୁଛନ୍ତି ତେବେ ଏହି ଫର୍ଟିଲିଟି ପିରିଅଡ ସମୟରେ ସମ୍ପର୍କ ରଖିଲେ ଆପଣ ଗର୍ଭବତୀ ହୋଇପାରିବେ ।

ଯଦି ଆପଣ ଗର୍ଭବତି ହେବାକୁ ଚାହୁନାହାନ୍ତି ତେବେ ଏହା ବିଷୟରେ ଜାଣିବା ନିହାତି ଦରକାର କି କେମିତି ଏହାକୁ ରୋକିପରିବେ । ଓଭୁଲେସନ ଦିନରେ କଣ କଣ ଲକ୍ଷଣ ଦେଖା ଯାଏ ଜାଣନ୍ତୁ, ସେତେବଳେ ଇଣ୍ଟର୍ନାଲ ଭାଗରୁ ଯାହା ବାହାରି ଥାଏ ତାହା ଓଭୁଲେସନ ପୂର୍ବରୁ କ୍ରିମ ଭଳି ଦେଖାଯାଏ ଏବଂ ଓଭୁଲେସନ ହେବା ସମୟରେ ତାହା ଜେଲି ଭଳି ଦେଖା ଯାଏ ।

ଯଦି ତାକୁ ଦୁଇ ଅଙ୍ଗୁଳି ମଧ୍ୟରେ ରଖିବେ ତାହା ଗୋଟେ ଇଞ୍ଚ ପର୍ଯ୍ୟନ୍ତ ଲମ୍ବିପାରିବ । ଓଭୁଲେସନ୍ ସମୟରେ ଶରୀରର ତାପମାତ୍ରା ବଢିଯାଇଥାଏ । ଏହି ସମୟରେ ବହୁତ ମହିଳାଙ୍କର ବାନ୍ତି ହୋଇଥାଏ ମୁଣ୍ଡ ମଧ୍ୟ ବୁଲାଏ । ଏବଂ ସମ୍ପର୍କ ରଖିବା ପାଇଁ ମଧ୍ୟ ବହୁତ ଇଛା ହୁଏ । ଛାତିରେ ବହୁତ କଷ୍ଟ ବି ହୁଏ, ପେଟର ତଳ ଭାଗରେ ମଧ୍ୟ କଷ୍ଟ ହୋଇଥାଏ । ଯଦି ଏହି ପୋଷ୍ଟ ଟି ଭଲ ଲାଗୁଛି ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *