ନମସ୍କାର ବନ୍ଧୁଗଣ, ଏଇଟା ତ ସତ୍ୟ କି ନିଜ ଭାଗ୍ୟକୁ କେହି କେବେ ବଦଳାଇ ଦେଇପାରିବେ ନାହି । କିନ୍ତୁ ବେଳେ ବେଳେ ଆଗକୁ ଘଟିବାକୁ ଯାଉଥିବା ଘଟଣା ପୂର୍ବରୁ ନିଜକୁ ସଚେତନ ତ କରିହେବ । ତେଣୁ ଆସୁଥିବା ସମୟର ସୂଚନା ରଖିବା ମଧ୍ୟ ନିହାତି ଜରୁରୀ ହୋଇଥାଏ । ତେବେ ଆଉ ଡେରି ନକରି ବାଛନ୍ତୁ ଏକ ପଙ୍ଖ ଆଉ ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କ ସହ ଘଟିବାକୁ ଯାଉଥିବା ଘଟଣା ବିଷୟରେ । ଆସନ୍ତୁ ଜାଣିବା ଆପଣଙ୍କ ଭାଗ୍ୟରେ ରହିଥିବା ସମସ୍ତ କଥା ବିଷୟରେ ।
ଉପରେ ଥିବା ପାଞ୍ଚଟି ପଙ୍ଖ ମଧ୍ୟରୁ ଆପଣଙ୍କୁ ଆକର୍ଷିତ କରୁଥିବା ଏକ ପଙ୍ଖର ନମ୍ବର ବାଛନ୍ତୁ । ୧: ଏହି ପଙ୍ଖଟିକୁ ବାଛିଥିବା ବ୍ୟକ୍ତି ବହୁତ ଶାନ୍ତ ଏବଂ ଦୟାଳୁ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଲୋକମାନଙ୍କୁ ନିଜ ସାଥିରେ ନେଇ ହିଁ ଚାଲିବ ପସନ୍ଦ କରିଥାନ୍ତି । ସର୍ବଦା ଆପଣମାନେ ଅନ୍ୟର ଚିନ୍ତା କରନ୍ତି । ଆପଣ ବୀନା ସ୍ଵାର୍ଥରେ ଅନ୍ୟମାନଙ୍କ ଖୁସି କଥା ଭାବନ୍ତି ।
୨: ଏହି ପଙ୍ଖଟିକୁ ବାଛିଥିବା ବ୍ୟକ୍ତି ବହୁତ ଶୀଘ୍ର ହିଁ ସମସ୍ତ କଥାକୁ ବୁଝିଯାଇଥାନ୍ତି । ନୂତନ କାର୍ଯ୍ୟ ଗୁଡିକୁ ଆପଣ ବହୁତ ହିଁ ସହଜ ଭ୍ବାରେ ସମ୍ପୂର୍ଣ କରିଦେଇଥାନ୍ତି । ଅନ୍ୟ ମାନଙ୍କ ଠାରୁ ମଧ୍ୟ ଏପରି ଆଶା ରଖନ୍ତି । ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ । ସାଙ୍ଗମାନଙ୍କ ସହ ସମୟ ବିତାଇବା ଆପଣଙ୍କୁ ବହୁତ ହିଁ ପସନ୍ଦ ହୋଇଥାଏ । ଆପଣ ଯାହା ମିଶାନ୍ତି ଭାବନ୍ତି କି ସମ୍ପୂର୍ଣ ସେ ଆପଣଙ୍କର ହିଁ ରୁହନ୍ତୁ ବୋଲି ।
୩: ଏହି ପଙ୍ଖଟିକୁ ବାଛିଥିବା ବ୍ୟକ୍ତି ବହୁତ ଆତ୍ମ ନିର୍ଭରଶୀଳ ମଣିଷ ହୋଇଥାନ୍ତି । ଛୋଟ ହେଉ ବା ବଡ ଆପଣ କାହା ଉପରେ ନିର୍ଭର କରିବା ପାଇଁ ଚାହିଁ ନଥାନ୍ତି । ନିଜ ଲକ୍ଷକୁ ପୂରଣ କରିବା ପାଇଁ ଆପଣ ଅକ୍ଲାନ୍ତ ପରିଶ୍ରମ କରନ୍ତି । କିନ୍ତୁ କେବେ ମଧ୍ୟ ହାର ମାନନ୍ତି ନାହିଁ । ୪: ଏହି ପଙ୍ଖଟି ବାଛିଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ ଭାବରେ ଜାଣିବା ଏକ ରହସ୍ୟମୟ କଥା ହୋଇଥାଏ ।
ଯେତେବଡ ସମସ୍ୟା ହେଲେ ମଧ୍ୟ ଆପଣ ଜାଦୁ କରିବା ଭଳି ତାହାର ସମାଧାନ କରିଥାନ୍ତି । ପ୍ରତ୍ୟକ କାର୍ଯ୍ୟକୁ ସୂଚାରୁ ରୂପେ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି । ଆପଣଙ୍କ କାର୍ଯ୍ୟର ମହତ୍ଵ ଜାଣି ଆପଣଙ୍କ ସହ ଲୋକମାନେ ମିତ୍ରତା କରିବା ପାଇଁ ଚାହିଁଥାନ୍ତି ।
୫: ଏହି ପଙ୍ଖକୁ ବାଛିଥିବା ବ୍ୟକ୍ତି ବହୁତ ରଚନତ୍ମକ ଅଟନ୍ତି । ଆପଣଙ୍କର ସବୁଠାରୁ ବଡ ଦୁର୍ବଳତା ହେଉଛି ଆପଣଙ୍କୁ ଆପଣଙ୍କ କ୍ଷମତା ଉପରେ ଭରସା ହିଁ ନଥାଏ । ଏହି କାରଣ ହେତୁ ଆପଣ ପ୍ରଭାବଶାଳୀ ବ୍ୟକ୍ତ ହେଲେ ମଧ୍ୟ ଅସଫଳ ହୋଇଯାନ୍ତି କିଛି କାର୍ଯ୍ୟରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।