ନମସ୍କାର ବନ୍ଧୁଗଣ, ନିଜର ଜ୍ଞାନ ବଢାଇବା ପାଇଁ କୌଣସି ବୟସ ସୀମା ନଥାଏ । ତେଣୁ ସର୍ବଦା ଆମେ ଯାହା ଠାରୁ ପାରିବା ଜ୍ଞାନ ଗ୍ରହଣ କରିପାରିବା । ଦୁନିଆରେ ସବୁକିଛି ଚୋରୀ ହୋଇଯାଏ ପାରେ କିନ୍ତୁ କାହା ଜ୍ଞାନକୁ କେହି କେବେ ଚୋରୀ କରିପାରନ୍ତି ନାହିଁ । ତେବେ ଆଉ ଡେରି ନକରି ଜାଣନ୍ତୁ କିଛି ପ୍ରଶ୍ନର ଉତ୍ତର ଯାହା ଆପଣଙ୍କ କାମରେ ଆସିବ । ଆପଣଙ୍କ ପିଲାମାନଙ୍କର ପାଠ ପଢାରେ ଲାଗିବ । ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର ।
୧- ଆଖିରେ ଲୁହ କାହିଁକି ଲୁଣିଆ ଲାଗିଥାଏ ? ଉତ୍ତର: ଲୁହରେ ସୋଡିୟମ କ୍ଳୋରାଇଡ ଥିବାରୁ ଆଖିର ଲୁହ ଲୁଣିଆ ହୋଇଥାଏ । ୨- ସାପର ବିଷ କେଉଁ ରଙ୍ଗର ହୋଇଥାଏ ? ଉତ୍ତର: ହଳଦିଆ । ୩- ମଇଦା କେଉଁଥିରୁ ତିଆରି ହୋଇଥାଏ ? ଉତ୍ତର: ଗହମ । ୪- କେଉଁ ଜୀବ ତାହାର ପାଦରେ ସ୍ଵାଦ ବାରିଥାଏ ? ଉତ୍ତର: ପ୍ରଜାପତି ତା ପାଦରେ ହିଁ ସ୍ଵାଦକୁ ବାରିଥାଏ ।
୫- କେଉଁ ପ୍ରାଣୀ ଅନ୍ଧାରରେ ଦେଖିପାରେ ? ଉତ୍ତର: ଚିତାବାଘ ପାଖରେ ଅନ୍ଧାରରେ ଦେଖିବାର କ୍ଷମତା ରହିଛି । ୬- କଳା ପତାକାର ଅର୍ଥ କଣ ? ଉତ୍ତର: ପ୍ରତିବାଦର ସଙ୍କେତ । ୭- ଭାରତର ମାଟିତଳେ ଟ୍ରେନ ପ୍ରଥମେ କେବେ ଓ କେଉଁଠି ଚାଲିଥିଲା ? ଉତ୍ତର: କଲିକତା, ୨୧ ଅକ୍ଟୋବର ୧୯୮୪ । ୮- ଭାରତର ସୁନା କେଉଁଠାରେ ମିଳେ ? ଉତ୍ତର: କର୍ଣାଟକ ରାଜ୍ୟର କୋଲାର ଠାରେ ।
୯- ଓଡିଶାରେ କେତୋଟି ହ୍ରଦ ରହିଛି ? ଉତ୍ତର: ତିନୋଟି, ଚିଲିକା, ସର ଓ ଅଂଶୁପା । ୧୦- ସବୁଠାରୁ ବେଶିଦିନ ବଞ୍ଚୁଥିବା ଜୀବ କିଏ ? ଉତ୍ତର: କଇଁଛ ସବୁଠାରୁ ବେଶିଦିନ ବଞ୍ଚିପାରେ । ୧୧- ଭିକ୍ଟୋରିଆ ସହର କେଉଁଠାରେ ରହିଛି ? ଉତ୍ତର: କୋଲକାତା । ୧୨- କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରେ ? ଉତ୍ତର: କୁମ୍ଭୀର । ୧୩- ଓଡିଆ ନୂଆ ବର୍ଷ କେବେ ପାଳନ କରାଯାଏ ? ଉତ୍ତର: ପଣା ସଂକ୍ରାନ୍ତି ଦିନ ।
୧୪- କେଉଁ ଜୀବର ରକ୍ତ ନୀଳ ରଙ୍ଗର ହୋଇଥାଏ ? ଉତ୍ତର: ଅକ୍ଟୋପସ । ୧୫- କେଉଁ ପକ୍ଷୀ ଉଭୟ ଆଗକୁ ଓ ପଛକୁ ଉଡିପାରେ ? ଉତ୍ତର: ହମିଙ୍ଗ ବାର୍ଡ । ୧୬- କେଉଁ ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ? ଉତ୍ତର: ଓସ୍ତ ଗଛ । ୧୭- କେଉଁ ଗଛର ପତ୍ରରୁ ନୂଆ ଗଛ ହୁଏ ? ଉତ୍ତର: ଅମର ପୋଇ । ୧୮- କେଉଁ ଜୀବର ୯ଟି ମୁଣ୍ଡ ? ଉତ୍ତର : ହାଇଡ୍ରା । ୧୯- କେଉଁ ଜୀବର ଆଖି ନାହି ? ଉତ୍ତର: ଜିଆ ।
୨୦- ବିମାନରେ ଟାୟାରରେ କେଉଁ ଗ୍ୟାସ ଥାଏ ? ଉତ୍ତର: ନାଇଟ୍ରୋଜେନ । ୨୧- କେଉଁ ଜୀବ କେବେ ଶୁଏ ନାହିଁ ? ଉତ୍ତର: ମାଛ । ୨୨- କେଉଁ ଜୀବ କେବେଳ ୧୬ ମିନିଟ ଶୋଇଥାଏ ? ଉତ୍ତର: ପିମ୍ପୁଡି । ୨୩- ୨୦ ଟଙ୍କିଆ ନୋଟ ପଛରେ ଥିବା ଫଟୋ କେଉଁ ଜାଗା ? ଉତ୍ତର: ଏଲୋରା ଗୁମ୍ଫା ମହାରାଷ୍ଟ୍ର । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।