Interesting Gk Questions- 8 ଟି ଅମୃତଭଣ୍ଡା କୁ ବିନା କାଟି ବିନା ଭାଙ୍ଗି ୧୦ ଜଣ ଲୋକଙ୍କ ମଧ୍ୟରେ କିପରି ବାଣ୍ଟି ପାରିବା ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ । ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା ।

୧. ଏଭଳି କେଉଁ ଜିନିଷ ରହିଛି ଯାହା କରିବା ପରେ ମନୁଷ୍ୟ ଗ୍ଲାନି ଅନୁଭବ କରିଥାଏ?
ଉତ୍ତର- ନିଜର ଭୁଲ ।

୨. କେଉଁ ଦେଶରେ ଆବାଜ କରୁଥିବା ଜୋତା ଏବଂ ଚପଲ ପିନ୍ଧିବା ଅନୁଚିତ?
ଉତ୍ତର- ଇଟାଲୀ

୩. କେଉଁ ଦେଶରେ ମୋଟାପଣ ବଢ଼ିବା ଅପରାଧ ବୋଲି ମାନା ଯାଇଥାଏ?
ଉତ୍ତର- ଜାପାନ ।

୪. କେଉଁ ଦେଶେ ମହିଳା ବିନା ବୁର୍ଖା ରେ ଘରୁ ବାହାରି ପାରିବେ ନାହିଁ?
ଉତ୍ତର- ସାଉଦୀ ଆରବ

୫. କେଉଁ ଦେଶରେ କାଙ୍ଗାରୁ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ?
ଉତ୍ତର- ଅଷ୍ଟ୍ରେଲିଆ ।

୬. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା?
ଉତ୍ତର- ୯ ମଇ ୨୦୧୫ ମସିହାରେ ।

୭. ଭାରତ ରେ ଇଣ୍ଟରନେଟ ର ଆରମ୍ଭ କେବେ ଆରମ୍ଭ ହୋଇଥିଲା?ଉତ୍ତର- ୧୯୯୫ ମସିହାରେ ।

୮. ଦୁନିଆ ରେ ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ?
ଉତ୍ତର- ଆମେରିକା ର ରାଷ୍ଟ୍ରପତି ଙ୍କୁ ।

୯. ଦୁନିଆ ର ଏଭଳି କେଉଁ ଦେଶ ରହିଛି ଯେଉଁଠାରେ ଡାକ ଘରେ ତା’ର ନାମ ରହିନାହିଁ?
ଉତ୍ତର- ଗ୍ରୀଟ ବ୍ରିଟେନ ।

୧୦. ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?
ଉତ୍ତର- ପଣ୍ଡିତ ଜବାହରଲାଲ ନେହରୁ ।

୧୧. ଅମର ସହୀଦ ଚନ୍ଦ୍ରଶେଖର ଆଜାଦ ଙ୍କ ଜନ୍ମ କେଉଁଠାରେ ହୋଇଥିଲା?
ଉତ୍ତର- ମଧ୍ୟପ୍ରଦେଶ ର ଭାଁୱରା ଗ୍ରାମ ରେ ।

୧୨. ଦୁନିଆରେ ସବୁଠାରୁ ଅଧିକ ମାଟି ଘର କେଉଁଠାରେ ରହିଛି?
ଉତ୍ତର- ଭାରତ

୧୩. କେଉଁ ଦେଶରେ ନିଜ ଘରର ବଲବ ବଦଳାଇବା ଦ୍ଵାରା ଦଣ୍ଡ ମିଳିଥାଏ?
ଉତ୍ତର- ଅଷ୍ଟ୍ରେଲିଆ ର ଭିକ୍ଟୋରିଆ ରାଜ୍ୟ ରେ ।

୧୪. ଆଫ୍ରିକୀୟ ହାତୀ ର ମୁହଁ ରେ କେତୋଟି ଦାନ୍ତ ରହିଥାଏ?
ଉତ୍ତର- ୪ଟି

୧୫. କେଉଁ ଜୀବ ଆକାଶକୁ ଦେଖି ପାରି ନଥାଏ?
ଉତ୍ତର- ଘୁଷୁରୀ

୧୬. ଏଭଳି କେଉଁ ପକ୍ଷୀ ଅଛି ଯିଏ ଘୋଡ଼ା ଠାରୁ ମଧ୍ୟ ଅଧିକ ତେଜ ଦୌଡ଼ି ପାରିଥାଏ?
ଉତ୍ତର- ସୁତୁରମୁର୍ଗ ପକ୍ଷୀ ।

୧୭. ବିଲେଇ କେତେ ପ୍ରକାରର ଆବାଜ ବାହାର କରି ପାରିଥାଏ?
ଉତ୍ତର- ୧୦୦୦ ପ୍ରକାର

୧୮. ବୁଢିଆଣି କେତେ ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ବଞ୍ଚି ପାରିଥାଏ?
ଉତ୍ତର- ୭ ରୁ ୮ ମାସ ।

୧୯. କେଉଁ ଜୀବ ଉପରେ ମଦ ଢ଼ାଳିବା ଦ୍ଵାରା ସେ ନାଚିବାକୁ ଲାଗିଥାଏ?
ଉତ୍ତର- ବିଚ୍ଛା ।

୨୦. ଏଭଳି କେଉଁ ପକ୍ଷୀ ରହିଛି ଯିଏ କେବଳ ନୀଳ ରଙ୍ଗ ହିଁ ଦେଖି ପାରିଥାଏ?
ଉତ୍ତର- ପେଚା ।

୨୧. କେଉଁ ଜୀବର ୩ଟି ହୃଦୟ ରହିଛି?
ଉତ୍ତର- ଅକ୍ଟୋପସ ।

୨୨. ମନୁଷ୍ୟ ପରେ କାହାକୁ ସବୁଠାରୁ ଅଧିକ ବୁଦ୍ଧିମାନ ମାନା ଯାଇଥାଏ?
ଉତ୍ତର- ଡଲଫିନ ।

୨୩. ଗୋଟିଏ ସ୍ୱାସ୍ଥ୍ୟ ବ୍ଲ୍ୟୁ ହ୍ୱଏଲ ମାଛର ଓଜନ କେତେ ହୋଇଥାଏ?
ଉତ୍ତର- ୩୦ ଟି ହାଥି ଙ୍କ ସମାନ ।

୨୪. ଏଭଳି କେଉଁ ଜୀବ ରହିଛି ଯାହାର ଗୋଟିଏ ଆଖି ଖରାପ ହେବା ପରେ ଅନ୍ୟ ଗୋଟିଏ ଆଖି ଆସିଯାଏ?
ଉତ୍ତର- ଗେଣ୍ଡା ।

୨୫. 8 ଟି ଅମୃତଭଣ୍ଡା କୁ ବିନା କାଟି ବିନା ଭାଙ୍ଗି ୧୦ ଜଣ ଙ୍କ ମଧ୍ୟରେ କିପରି ବାଣ୍ଟିବା?
ଉତ୍ତର- ଅମୃତଭଣ୍ଡା ର ଜୁସ ବନାଇ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *