ଇଶ୍ଵରଙ୍କ ନାମ ନେଇ ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ସ୍ଥିତି ପାଇଁ ଉପର ବାଲାର କଣ ରହିଛି ସନ୍ଦେଶ- Tarot Card Reading

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଭଲରେ ଥିବେ । ଯଦି ଆପଣଙ୍କ ଜୀବନରେ ବହୁର ସାରା ସମସ୍ଯା ଅଛି ତେବେ ଆପଣ ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ହେବ । ଆପଣ ଚାହିଁଲେ ଅଲଗା ଅଲଗା ସମସ୍ଯା ପାଇଁ ଏହି ୪ଟି ନମ୍ବର ମଧ୍ୟରୁ କୌଣସି ଏକ ଚୁଜ କରିପାରିବେ । ଆମ ସହ ଯାହା ହୋଇଥାଏ ଆମର କର୍ମ ଫଳ ଅନୁଯାୟୀ ହୋଇଥାଏ ।

ତେଣୁ କର୍ମ ସଠିକ ରଖନ୍ତୁ ନିଶ୍ଚୟ ଆପଣଙ୍କୁ ସବୁ କିଛି ମିଳିବ ଜୀବନରେ । ତେବେ ଆଜିର ବିଷୟ ବସ୍ତୁ ଅଛି ବର୍ତ୍ତମାନ ଆପଣଙ୍କ ପାଇଁ ଭଗବାନ କେଉଁ ସନ୍ଦେଶ ରଖିଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ଚିନ୍ତାଧାରା, ଆପଣଙ୍କୁ ଯିଏ ଜ୍ଞାନ ଦେଉଛି ତାହାକୁ ଜୀବନରେ ପ୍ରୟୋଗ କରନ୍ତୁ । ଆପଣ ନିଜ ଉପରେ ବିଶ୍ଵାସ କରୁ ନାହାନ୍ତି ।

ଆପଣ ସବୁ କ୍ଷେତ୍ରରେ ହାର ମାନି ଯାଉଛନ୍ତି । କେବେ କେବେ ଆପଣଙ୍କର ନିକଟତର ବ୍ୟକ୍ତି ଏମିତି କହୁଛନ୍ତି କି ଆପଣଙ୍କ ଦ୍ଵାରା ଏଟା ହେବ ନାହି । କିନ୍ତୁ ଆପଣଙ୍କ ଦ୍ଵାରା ସବୁ କିଛି ସମ୍ଭବ । ନିଜକୁ ମୋଟିଭେଟ ରଖନ୍ତୁ । ଭଗବାନ ହାତ ଆପଣଙ୍କ ଉପରେ ଅଛି । ଯାହାକୁ ଆପଣଙ୍କର ଜରୁରତ ଅଛି ତାଙ୍କର ସାହାଜ୍ଯ କରନ୍ତୁ ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ଆପଣ ବହୁତ ଆଦିକ ଚିନ୍ତା କରୁଛନ୍ତି । ଆପଣଙ୍କୁ ପଦକ୍ଷେପ ଜଲ୍ଦି ନେବାକୁ ହେବ । ଲୋକଙ୍କ ଦ୍ଵାରା ପ୍ରଭାବିତ ହୋଇ ଯାହା ପରିବର୍ତ୍ତନ କରୁଛନ୍ତି ତାହା ସଠିକ ଅଛି । ଆପଣ ସେହି କାମକୁ କରନ୍ତୁ ଯାହା ଅନ୍ୟ ମାନେ କହୁଛନ୍ତି । କିଛି ଚିନ୍ତା କରନ୍ତୁ ନାହି । ଆପଣଙ୍କ ସହ କିଛି ଏମିତି ହୋଇଛି ଯାହା ଦ୍ଵାରା ଆପଣ ପ୍ରଭାବିତ ହେଉଛନ୍ତି । ଲୋକେ କହୁଛନ୍ତି ଆପଣ ବହୁତ ଭଲ କିନ୍ତୁ ତା ମାନେ ନୁହେଁ କି ଆପଣଙ୍କ ଭିତରେ ଗର୍ବ ଆସିଯିବ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ମନରେ କିଛି ଚାଲିଛି କିନ୍ତୁ ସେମିତି ନ ହେବାରୁ ଆପଣ ଚିନ୍ତାରେ ଅଛନ୍ତି । ଯାହା ହେଉଛି ତାହା ଗ୍ରହଣ କରନ୍ତୁ । ଯାହା ନ ହୋଇଛି ତାହା ଆପଣଙ୍କ ଭାଗ୍ୟରେ ନ ଥିଲା ଏମିତି ଭାବନ୍ତୁ । ଇଶ୍ଵର ଆପଣଙ୍କ ପାଇଁ ବହୁତ ଭଲ ଚିନ୍ତା କରିଛନ୍ତି । ଧ୍ୟାନକୁ କେନ୍ଦ୍ରିତ କରନ୍ତୁ ।

୪- ଚତୁର୍ଥ ନମ୍ବର ; ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ଆଗରେ ସବୁ କିଛି ଅଛି କିନ୍ତୁ ଆପଣ ଆଖି ବନ୍ଦ କରି ଦେଉଛନ୍ତି । ଆପଣ ସତକୁ ସାମ୍ନା କୁ କରିବାକୁ ଚାହୁଁ ନାହାନ୍ତି । ଆପଣଙ୍କ ଚିନ୍ତାଧାରା ଆପଣଙ୍କୁ ବାନ୍ଧି କି ରଖିଛି । ଅଧିକ ନେଗେଟିଭ ଚିନ୍ତା କରନ୍ତୁ ନାହି ।

ଯାହା ଅଛି ତାକୁ ଫେସ କରନ୍ତୁ । କଣ ହୋଇଛି କେମିତି ହୋଇଛି ସବୁ କିଛି ସାମ୍ନା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *